Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ପୋଲସରା ରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ପାଈଁ ପ୍ରସ୍ତୁତି ବୈଠକ |

11-Dec-2024

ପୋଲସରା ରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଏବଂ କମିଟି ଗଠନ ।

      ଓଡିଶା ଜନମତ ବ୍ୟୁରୋ, 

ପୋଲସରା 11/୧୨/୨୦୨୪
ପ୍ରତି ବର୍ଷ ପରି ଚଳିତ ୨୦୨୪ ଆସନ୍ତା ୧୦ ତାରିଖ ଦିନ ଅନ୍ତର୍ଜାତୀୟ ମାନବାଧିକାର ଦିବସ ସମଗ୍ର ବିଷୟରେ ପାଳନ ହେବାକୁଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ପାଳନ ହେବାକୁନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକ୍ ସଭାପତି ନୀଳମାଧବ ସାହୁ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ଜ୍ୟୋତିର୍ମୟ ପଟ୍ଟନାୟକ ଯୋଗଦେଇ ପୋଲସରା ରେ ଏହିଭଳି ସାମ୍ବିଧାନିକ ଆଇନଗତ ଦିବସ ପାଳନକରିବାକୁ ନେଇ ଖୁସି ବ୍ୟକ୍ତ କରିବାସହ ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ନ୍ୟାୟିକ ସାମ୍ବିଧାନିକ ବିଧିବ୍ୟବସ୍ଥା ତଥା ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଅଧିକାରକୁ ପୂର୍ଣ୍ଣରୁପେ ସଂମ୍ମାନର ସହ ପହଞ୍ଚାଇବାରେ ସେତୁ ସଦୃଶ ମୂଳଲକ୍ଷ୍ୟହେବ ଏବଂ ଏହି ସଂଗଠନ ଆଗାମୀ ଦିନରେ ବ୍ୟାପକ ରୂପେ ସଂପ୍ରସାରଣ କରାଯିବ । ସମାଜରେ ସଚେତନତା ବଢ଼ିବାରେ ଏବଂ ବିଭିନ୍ନ ପ୍ରକାର ସମସ୍ୟା ଗୁଡ଼ିକର ସମାଧାନ ହେବାରେ ସାହାଯ୍ୟ କରିବବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଆଇନଜୀବୀ,ବୁଦ୍ଧିଜୀବୀଙ୍କ ସମେତ ସଚେତନ ନାଗରିକ ମାନେ ନିଜନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ପ୍ରାଥମିକ ସ୍ତରରେ  ଏକ ୧୬ ଜଣିଆ କମିଟି ଗଠନ କରାଯାଇଥିଲା । କାର୍ଯ୍ୟକାରି ସଭାପତିଭାବେ ଦୁର୍ଗାପ୍ରସାଦ ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ସୁଦିପ୍ତମୋହନ ପଟ୍ଟନାୟକ, ଉପସଭାପତି ଭାବେ ସଚ୍ଚିଦାନନ୍ଦ ପାଣଗ୍ରାହୀ, ଯୁଗ୍ମ ସମ୍ପାଦକ ଭାବେ ତ୍ରିନାଥ ପଣ୍ଡା, ସହସମ୍ପାଦକ ଭାବେ ରାଧାକାନ୍ତ ପ୍ରଧାନ, ଯୁବସଭାପତି ଭାବେ ଅଧ୍ୟାପକ ମନୋଜ କୁମାର ସାହୁ, ଯୁବସାଧରଣ ସମ୍ପାଦକ ଭାବେ ରଜନୀକାନ୍ତ ନାୟକ ଏବଂ ଆଇନପରାମର୍ଷଦାତା ଭାବେ ଆଇନଜୀବୀ ଡି.ଯୋର୍ତିମୟ ପଟ୍ଟନାୟକ, ଆଇନଜିବି ସୁଶାନ୍ତ କୁମାର ମଲ୍ଲିକ, ଆଇନଜୀବୀ ବ୍ରଜବନ୍ଧୁ ଦଳବେହେରା ପ୍ରମୁଖଙ୍କୁ ଚୟନ କରା ଯାଇଥିବା ବେଳେ ଗଣଯୋଗାଯୋଗ ମାଧ୍ୟମ ସକାଶେ ଅଞ୍ଚଳର ୫ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଆଯାଇଛି । ଶେଷରେ ଅଧ୍ୟାପକ ମନୋଜ କୁମାର ସାହୁ ନିଜର କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣକରିଥିଲେ।

News Comment

You Might Also Like

BACK TO TOP