Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ପବିତ୍ର ରାମ ନବମୀରେ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ବାଇକ ରାଲି

27-Mar-2026

ପୋଲସରା- ରାମ ନବମୀରେ ମନ୍ତ୍ରୀ ଙ୍କ ବାଇକ ରାଲି ,

ଓଡ଼ିଶା ଜନମତ,ପୋଲସରା ସନ୍ତୋଷ କୁମାର ପଣ୍ଡା
ତା- ୨୭.୦୩.୨୦୨୬:--

 ରିଖ ପବିତ୍ର ରାମନବମୀ କୁ ନେଇ ସବୁଠି ଆଧ୍ୟାତ୍ମିକ ଭାବକୁ ଏବଂ ହିନ୍ଦୁତ୍ବକୁ ନେଇ ଚଳଚଞ୍ଚଳ ଦେଖିବାକୁ ମିଳିଛି । ଏନେଇ ପୋଲସରାରେ ମଧ୍ୟ ବହୁ ଆଡ଼ମ୍ବର ସହକାରେ ପବିତ୍ର ରାମନବମୀ ଉତ୍ସବ ପାଳନ କରାଯାଇଛି । ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲିକଙ୍କ ଆହ୍ବାନ କ୍ରମେ  ଲୁଣିଘାଟି ପଡ଼ିଆରୁ ଏକ ବିଶାଳ ବାଇକ୍ ରାଲି ସହ ଶୋଭାଯାତ୍ରା ବାହାରି ଥିଲା ।  ରାଣୀପଡା ଶ୍ରୀରାମ ମନ୍ଦିର ଆୟୋଜିତ ଏହି ବିଶାଳ ଶୋଭାଯାତ୍ରାରେ ୧୫୦୦ରୁ ଅଧିକ ଯୁବକ ମୋଟର ସାଇକେଲ ରାଲିରେ ଅଂଶ ଗ୍ରହଣ କରି ରାଣୀପଡା ସ୍ଥିତ ଶ୍ରୀରାମ ମନ୍ଦିରରେ ପହଞ୍ଚି ଥିଲେ। ଏପରିକି  “ଜୟ ଶ୍ରୀରାମ” ଧ୍ବନିରେ  ପୋଲସରା ସହର ପ୍ରକମ୍ପିତ ହୋଇ ଥିଲା । ପ୍ରତ୍ୟେକଟି ଅଦ୍ଭୁତ ଆଧ୍ୟାତ୍ମିକ ଉତ୍ସାହ ଓ ଏକତାର ଭାବନା ଜାଗ୍ରତ ହୋଇଥିଲା ସମସ୍ତ ଯୁବଗୋଷ୍ଠୀଙ୍କ ମଧ୍ୟରେ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଆଦର୍ଶ ଆମକୁ ନୀତି, ସତ୍ୟ ଓ ଧର୍ମର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ। ପବିତ୍ର ରାମନବମୀ ଅବସରରେ ପୋଲସରାରେ ଯୁବ ବିଜେପି ତରଫରୁ ଆୟୋଜିତ ହୋଇଥିବା ଏହି ବିଶାଳ ବାଇକ ରାଲି କେବଳ ଏକ ରାଜନୈତିକ ସ୍ଥିତି କୁ ବୁଝାଏନି । ବରଂ ସନାତନ ସଂସ୍କୃତି, ଧାର୍ମିକ ଆସ୍ଥା ଓ ଜାତୀୟ ଏକତାର ଜୀବନ୍ତ ପ୍ରତିଛବି କୁ ସମସ୍ତଙ୍କ ହୃଦୟରେ ପ୍ରକାଶ କରିଛି । ଯାହା ସନାତନ ଧର୍ମର ମୂଲ୍ୟବୋଧ, ଆଧ୍ୟାତ୍ମିକ ଜାଗରଣ ଓ ଯୁବ ଶକ୍ତିର ଏକତାର ଦୃଶ୍ୟ ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଭାକର ପଣ୍ଡା, ଦୀପକ କୁମାର ପ୍ରଧାନ, ଜଗନ୍ନାଥ ବାଢେଇ, ମୋତିରାମ ସାହୁ, ମନୋଜ କୁମାର ଖଟୁଆ, ରାମକୃଷ୍ଣ ପ୍ରଧାନ, ପ୍ରସନ୍ନ କୁମାର ଡାକୁଆଙ୍କ ସମେତ ବହୁ ଯୁବକ ଗୋଷ୍ଠୀ ରାମନବମୀର ଏହି ହିନ୍ଦୁତ୍ବର ଏକତାରେ ଅଂଶଗ୍ରହଣ କରିଥିଲେ।

News Comment

You Might Also Like

BACK TO TOP