Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଅଭାବରେ ଚାଲିଛି ଘୋଡାପଲଣ ଊଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢ଼ା |

10-Mar-2026

ଅଭାବରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ପାଠପଢ଼ା।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ତା
 ତା. ୧୦/୦୩/୨୦୨୬:-

 ଅଭାବ ଓ ଅସୁବିଧାରେ ଚାଲିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘୋଡ଼ାପଲାଣ। ପୋଲସରା ବ୍ଲକ ଘୋଡ଼ାପଲାଣ ଗ୍ରାମ ପଞ୍ଚାୟତ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଘୋଡ଼ାପଲାଣରେ ଲାଗିରହିଛି। ୧୯୪୫ ସାଲରେ ବିଦ୍ୟାଳୟ ସ୍ଥାପନ ହେବାର ୮୧  ବର୍ଷ ଏଵଂ ଦେଶସ୍ୱାଧୀନ ହେବାର  ୭୯ ବର୍ଷ ଅତିବାହିତ ହୋଇଗଲାଣି ଅଥଚ ଆଜି ମଧ୍ୟ ଏହି ଅନୁଷ୍ଠାନରେ ବର୍ତ୍ତମାନ ଅଧ୍ୟୟନରତ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୯୯ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବାକୁ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୯ ଜଣଙ୍କ ସ୍ଥାନରେ ୭ ଜଣ ଗୁରୁ ଅଛନ୍ତି। ପୁଣି ଗତ ୨୦୨୫  ସରକାରଙ୍କ ନୂତନ ଭାବେ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ବାଲବାଟିକାରେ  ମାତ୍ର ୯ ଜଣ ଶିଶୁମାନେ ରହିଥିବାବେଳେ ସେମାନଙ୍କ ଯତ୍ନ ନେବାପାଇଁ ଶିଶୁ ସେବିକା ନାହାନ୍ତି। ସରକାରଙ୍କ ନିୟମ ଅନୁସାରେ ୩୦  ଜଣ ଶିଶୁବାଟିକା ଶିଶୁମାନଙ୍କ ପାଇଁ ଜଣେ ଶିଶୁବାଟିକା ରହିବେ ମାତ୍ର ବର୍ତ୍ତମାନ ରହିଥିବା ୯ ଜଣ ଶିଶୁବାଟିକା ବାଳକ ବାଳିକାଙ୍କ ସମେତ ପ୍ରଥମ  ଶ୍ରେଣୀର ୩ ଜଣ ଓ ଦ୍ୱିତୀୟ ଶ୍ରେଣୀର ୧୫ ଜଣଙ୍କୁ ମିଶାଇ ୨୭ ଜଣ ବାଳକବାଳିକାଥିବାରୁ ମାତ୍ର ସଂଖ୍ୟା ଦୃଷ୍ଟିରୁ ୩ ଜଣ କମ୍ ପିଲା ଥିବାରୁ ଶିଶୁବାଟିକା ନିୟୋଜିତ ହୋଇପାରୁନାହାନ୍ତି। ପୁଣି ପାଠପଢ଼ାଇବାକୁ ହିନ୍ଦି, ସଂସ୍କୃତ, କଳା,କ୍ରୀଡା ଯୋଗ ଶିକ୍ଷକ ବା ଶିକ୍ଷୟତ୍ରୀ ନଥିବା ଏବଂ ଖେଳପଡ଼ିଆ ନ ଥିବାରୁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି। ଏଥିସହ କ୍ରୀଡାଙ୍ଗନ ନ ଥିବାରୁ ପିଲାମାନେ ସ୍ୱାସ୍ଥ୍ୟ ଜନିତ କ୍ରୀଡା ଏଵଂ ଯୋଗରୁ ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟର ଆବଶ୍ୟକ ସ୍ଥାନ ଅଭାବ ଯୋଗୁଁ। ଉକ୍ତ ସମସ୍ୟାକୁ ନେଇ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସେଠୀ ଏବଂ ଛାତ୍ରଛାତ୍ରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯଥାଶୀଘ୍ର ପଦବୀ ଖାଲି ପଡ଼ିଥିବା ୫ ଜଣ ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ସମେତ ଜଣେ ଶିଶୁସେବିକାଙ୍କୁ ବିଦ୍ୟାଳୟରେ ନିୟୋଜିତ  ଏବଂ ଗୋଟାଏ ଖେଳପଡ଼ିଆ ଯୋଗାଇଦେବାକୁ ଗଣମାଧ୍ୟମ ଜରିଆରେ ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିକଟରେ ଦାବୀ କରିଛନ୍ତି।

News Comment

You Might Also Like

BACK TO TOP