Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଝରକା ତାଡି ଟଙ୍କା, ସୁନା ଲୁଟିନେଲେ ଚୋର |

10-Mar-2026

ଝରକା ତାଡି 50 ଗ୍ରାମ ସୁନା ରୁପା ଅଳଙ୍କାର ସହିତ ଦୁଇଲକ୍ଷରୁ ଉର୍ଦ୍ଧ ଟଙ୍କା ଚୋରି 

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ:----

)ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ଉଇଲକିସନ ନଗର ଗ୍ରାମର ମନୋରଞ୍ଜନ ପ୍ରଧାନ ଙ୍କ ଘର ଝରକା ତାଡି ବିଳମ୍ବିତ ରାତିରେ ନଗଦ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ 50 ଗ୍ରାମର ସୁନା ଅଳଙ୍କାର କେହି ଦୃବୃତ୍ତ ଚୋରି କରିଥିବା ଶିଳ୍ପାଞ୍ଚଳ ଥାନାରେ  ଅଭିଯୋଗ ହୋଇଛି l ସୂଚନା ଅନୁସାରେ ଗତକାଲି ରାତିରେ ଶ୍ରୀ ପ୍ରଧାନ ପରିବାର ସହିତ ଏକ ବିଭାହ ଭୋଜି କୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ କେହି ଦୃବୃତ୍ତ ଘର ପଛପଟ ଝରକା ତାଡି ଶ୍ରୀ ପ୍ରଧାନଙ୍କ ବିଭାହ ସମୟର ବନ୍ଦାଣ ମୁଦି, ସୁନା ଅଳଙ୍କାର, ଭଉଣୀ ସୁନା ଅଳଙ୍କାର ଆନୁମାନିକ 50 ଗ୍ରାମ ସୁନା ରୁପା ଅଳଙ୍କାର ଓ ୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଚୋରି କରି ନେଇ ଯାଇଛି l ସକାଳ ସମୟରେ ଶ୍ରୀ ପ୍ରଧାନ ଙ୍କ ବାପା ବାରିପଟକୁ ସଜନା ଛୁଇଁ ତୋଳିବାକୁ ଯାଇଥିବା ବେଳେ ଘର ର ଝରକା ତଡା ହୋଇଥିବା ଦେଖିବାକୁ ପାଇଥିଲେ l ପରେ ପରିବାର କୁ ଜଣାଇଥିଲେ ଏହି ସମୟରେ ଘର ଠାରୁ ଅଳ୍ପ ଦୂର ଏକ ଵିଲ ରେ ସୁନା ଅଳଙ୍କାର ର ଖୋଳା ଓ ଅଳଙ୍କାର ଖାଲି ବାକ୍ସ ପଡ଼ିଥିବା ଦେଖିବାକୁ ମିଳିଥିଲା l ଲିଖିତ ଖବର ପାଇବା ପରେ  ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ହୋଇଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚୋରି କରିଥିବା ବ୍ୟକ୍ତି ବିଶେଷ ସମ୍ପର୍କ ରେ କୌଣସି ସୂଚନା ମିଳିପାରିନାହିଁ l ତେବେ ଏହି ଘଟଣାରେ ସମ୍ପୃକ୍ତ ଦୋଷି ଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମନୋରଞ୍ଜନ ପ୍ରଧାନ ଦାବି କରିଛନ୍ତି l

News Comment

You Might Also Like

BACK TO TOP