Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଅଙ୍ଗାରଙ୍ଗା ଗୌଡିୟ ବେଦାନ୍ତ ବିଦ୍ୟାଳୟ କୁ ଆନ୍ତର୍ଜାତୀୟ ଭକ୍ତ ମାନଙ୍କ ଆଗମନ ||

10-Mar-2026

ଅଙ୍ଗାରଗାଁ ଗୌଡିୟ ବେଦାନ୍ତ ବିଦ୍ୟାଳୟକୁ ଆନ୍ତର୍ଜାତୀୟ ଭକ୍ତମାନଙ୍କ ଆଗମନ ।

ଓଡିଶା ଜନ ମତ, ବେଗୁନିଆପଡ଼ା (୧୦.୩.୨୦୨୬)-: 

 ସୂର୍ଯ୍ୟ ନାରାୟଣ ବଡ଼ୁ :--

ଆନ୍ତର୍ଜାତୀୟ ଗୌଡିୟ ବେଦାନ୍ତ ଟ୍ରଷ୍ଟ (IGVT) ଓ ଗୌଡିୟ ବେଦାନ୍ତ ଏଜୁକେସନାଲ୍ ସୋସାଇଟି (GVES) ର ନିର୍ଦ୍ଦେଶନାରେ ପରିଚାଳିତ ଗୌଡିୟ ବେଦାନ୍ତ ବିଦ୍ୟାଳୟ ଅଙ୍ଗାରଗାଁ କୁ   ସୋମବାର ଦିନ ଆନ୍ତର୍ଜାତୀୟ ଭକ୍ତମାନଙ୍କ ଆଗମନ କରିଥିଲେ । ଏହି ଦଳରେ ବିଶ୍ୱର ୨୦ରୁ ଅଧିକ ଦେଶର ଭକ୍ତମାନେ ଯୋଗଦେଇଥିଲେ । ଶ୍ରୀଲ ଗୁରୁଦେବ ଓଁ ନିତ୍ୟଲୀଳା ପ୍ରବିଷ୍ଟ ବିଷ୍ଣୁପାଦ ଅଷ୍ଟୋତ୍ତରଶତ ଶ୍ରୀ ଶ୍ରୀମଦ୍ ଭକ୍ତିବେଦାନ୍ତ ନାରାୟଣ ଗୋସ୍ୱାମୀ ମହାରାଜଙ୍କ ନିର୍ଦ୍ଦେଶନାରେ କୃଷ୍ଣଚେତନାର  ଯେଉଁ ମାନେ ଅନୁସରଣ କରୁଛନ୍ତି ସେହି ଭକ୍ତ ମାନେ ଯୋଗ ଦେଇଥିଲେ । ଏହି ଆଗମନରେ ନେତୃତ୍ୱ ନେଇଥିଲେ ଶ୍ରୀ ଶ୍ରୀମଦ୍ ବି.ଭି. ବନ ଗୋସ୍ୱାମୀ ମହାରାଜ,ଶ୍ରୀ ଶ୍ରୀମଦ୍ ବି.ଭି. ଶ୍ରୀଧର ଗୋସ୍ୱାମୀ ମହାରାଜ, ଶ୍ରୀପାଦ ବି.ଭି. ବୋଧାୟନ ମହାରାଜ ସମେତ ଅନ୍ୟମାନେ ।ଏଥିସହିତ ସ୍ଥାନୀୟ ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ଗୌଡିୟ ବେଦାନ୍ତ ବିଦ୍ୟାଳୟର ସ୍ଥାନିୟ ପରିଚାଳନା କମିଟି ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।ଭ୍ରମଣ ସମୟରେ ଏହି ଆନ୍ତର୍ଜାତୀୟ ଭକ୍ତମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ବୈଦିକ ଶାସ୍ତ୍ରର ଶାଶ୍ୱତ ଜ୍ଞାନ ଆଧାରିତ ମୂଲ୍ୟବୋଧ ସମ୍ପନ୍ନ ଶିକ୍ଷାର ଗୁରୁତ୍ୱ ବିଷୟରେ ଅନୁପ୍ରେରଣା ଦେଇଥିଲେ। ସେମାନେ କହିଥିଲେ ଯେ ଆଧୁନିକ ଶିକ୍ଷା ସହ ଆଧ୍ୟାତ୍ମିକ ସଂସ୍କାର ଓ ନୈତିକ ମୂଲ୍ୟବୋଧ ଯୋଡ଼ିଲେ ଛାତ୍ରଛାତ୍ରୀ ମାନଙ୍କ ସମ୍ପୂର୍ଣ୍ଣ ବିକାଶ ସମ୍ଭବ । ଏହି ଅବସରରେ ଭକ୍ତମାନେ ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସମାଜ ମଧ୍ୟରେ ଆଧ୍ୟାତ୍ମିକ ଓ ସମଗ୍ର ଶିକ୍ଷାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା । ଏହି ଶିକ୍ଷା ପ୍ରଣାଳୀରେ ପାଠ୍ୟ ଶିକ୍ଷା ସହିତ ନାମସଂକୀର୍ତ୍ତନ, ଧ୍ୟାନ, ଯୋଗ ଓ ଚରିତ୍ର ଗଠନମୂଳକ କାର୍ଯ୍ୟକଳାପ ମଧ୍ୟ ଅନ୍ତର୍ଭୁକ୍ତ।ବିଭିନ୍ନ ଦେଶରୁ ଆସିଥିବା ଭକ୍ତମାନେ ନିଜ ଅନୁଭବ ଅଂଶୀଦାର କରି କହିଥିଲେ ଯେ ଆଧ୍ୟାତ୍ମିକ ଓ ବୈଦିକ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଣାଳୀ ତାଙ୍କ ଦେଶରେ ଶିଶୁମାନଙ୍କ ଚରିତ୍ର ଗଠନ, ଶିଷ୍ଟାଚାର ଓ ସାମାଜିକ ସମନ୍ୱୟ ବୃଦ୍ଧିରେ ବଡ଼ ଭୂମିକା ନେଉଛି । ଏହି ଭ୍ରମଣ ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି ଯେ ବୈଦିକ ଶିକ୍ଷା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରଣାଳୀ ଏକ ଶାନ୍ତିମୟ, ସଂସ୍କାରସମ୍ପନ୍ନ ଓ ସମତାମୂଳକ ସମାଜ ଗଠନରେ ମହତ୍ତ୍ୱପୂର୍ଣ୍ଣ ।ଶେଷରେ ଗୌଡିୟ ବେଦାନ୍ତ ବିଦ୍ୟାଳୟ ପରିଚାଳନା ପକ୍ଷରୁ ଆଗତ ବୈଷ୍ଣବ ସନ୍ୟାସୀ ଓ ଆନ୍ତର୍ଜାତୀୟ ଭକ୍ତମାନଙ୍କୁ ତାଙ୍କର ଆଶୀର୍ବାଦ ଓ ପ୍ରେରଣା ପାଇଁ ଗଭୀର କୃତଜ୍ଞତା ଜଣାଯାଇଛି। ତାଙ୍କର ଏହି ଦର୍ଶନ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ସମାଜକୁ ଆଗାମୀ ପିଢ଼ି ପାଇଁ ଆଧ୍ୟାତ୍ମିକ ଓ ଶାସ୍ତ୍ରମୂଳକ ମୂଲ୍ୟବୋଧ ସହିତ ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କରିବାରେ ଅଧିକ ଉତ୍ସାହିତ କରିଛି ବୋଲି ସୂଚନା ଦେଇଛନ୍ତି ସ୍ଥାନିୟ ପରିଚାଳନା କମିଟି ।

News Comment

You Might Also Like

BACK TO TOP