Breaking News

ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||     

ଆସ୍କା ଏମପି ଙ୍କ ଦ୍ୱାରାପାଣ୍ଡିଆ ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |

05-Mar-2026

ଆସ୍କା ଏମପି ଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି  ଉନ୍ମୋଚନ  |

      ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ପଞ୍ଚାୟତ ର  ଜଣେ  ସ୍ୱାଧୀନତା ସଂଗ୍ରାମୀ (ଅଣ ବନ୍ଦି ) ଓ ସମାଜ ସେଵୀ, ପ୍ରଥମ ପଞ୍ଚାୟତ ଅଧକ୍ଷ, ଙ୍କ ସହିତ ପଞ୍ଚାୟତ ତଥା ବ୍ଳକର ବହୁ  ଉନ୍ନୟନ କାର୍ଯ୍ୟକ୍ରମ କରିଥିବା  ପେକଲ କୃଷ୍ଣ ମୂର୍ତ୍ତି  ଙ୍କଏକ ପ୍ରତିମୂର୍ତ୍ତି କୁ ଆସ୍କା ଏମପି ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ଉନ୍ମୋଚନ କରିଥିଲେ |  ଏମପି ଙ୍କ ସହିତ  ଜିଲ୍ଲା ସଭାପତି  ବିଜୟ କୁମାର ସ୍ୱାଇଁ,  ବହୁ ସରପଞ୍ଚ ସମିତି ସଭ୍ୟ, ଓ ନେତା କର୍ମୀ, ଏମପି ଙ୍କ ପ୍ରତିନିଧି ଅନିଲ କୁମାର ପଣ୍ଡା, ଯଂଜ୍ଞ ନାରାୟଣ ଦାଶ, ବିଜେପି ନେତା ସୀତାରାମ ପାଣିଗ୍ରାହୀ, ଠିକାଦାର ଗୋପାଳ ଦୋରା, କୃଷ୍ଣ ମୂର୍ତ୍ତି ଙ୍କ ସୁପୁତ୍ର, ପି ନାରାୟଣ ରାଓ, ସମିତି ସଭ୍ୟ ସିମାଞ୍ଚଳ ଗୌଡ଼, ପୂର୍ବତନ ସରପଞ୍ଚ ଗୋପାଳ ସେଠୀ, ପୁରୁଷୋତ୍ତମପୁର ଏନଏସି ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର,  ଲିଙ୍ଗରାଜ ସାହୁ,  ଡି ବିଶ୍ଵନାଥ, ଦେବ ମହାପାତ୍ର, ଅମୁଲ୍ୟ  ଦାଶ, ଙ୍କ ସହିତ ବହୁ ନେତା, କର୍ମୀ, ଉପସ୍ଥିତ ରହି ଏମପି ଙ୍କ ସହ ଗ୍ରାମ୍ୟ ପରିଭ୍ରମଣ କରିଥିଲେ |  ଏମପି ଓ ଅନ୍ୟ ମାନଙ୍କୁ  ନାରାୟଣ ରାଓ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ କରିଥିଲେ | ଏମପି ପ୍ରଥମେ ଦୀପ ପ୍ରଜ୍ବଳନ କରି  ପ୍ରତିମୂର୍ତ୍ତି ଉନ୍ମୋଚନ କରି ତାଙ୍କ ମୂର୍ତ୍ତି ରେ ଉତ୍ତତୀୟ ପ୍ରଦାନ କରି ଥିଲେ | ଏହି ଭଳି ଜଣେ ମହାନ ବ୍ୟକ୍ତି ତାଙ୍କ ପିତାଙ୍କ ଘନିଷ୍ଠ ବନ୍ଧୁ ଥିଲେ ବୋଲି କହିଥିଲେ | ଏମପି ବୈଠକ ସ୍ଥଳରେ ଉପସ୍ଥିତ ହୋଇ  କିଛି ବୃଦ୍ଧ, ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ ସହ  ସ୍କୁଲ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ  ମାନପତ୍ର  ଓ  ଉତ୍ତରୀୟ ଏବଂ ପୁସ୍ତକ ପ୍ରଦାନ କରି ଲୋକଙ୍କ କିଛି ଅଭିଯୋଗ ଶୁଣିଥିଲେ |  ଏହି କାର୍ଯ୍ୟକ୍ରମ ରେ ବିଧାୟକ  କାହିଁକି ଉପସ୍ଥିତନାହାନ୍ତି, ଆପଣଙ୍କ ସହିତ ତାଙ୍କର କିଛି ମନୋମାଳିନ୍ୟ ଅଛିକି ଜଣେ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ରେ ସେ କହିଥିଲେ ଆଜି ଅମିତ  ସାହଙ୍କ ଭୁବନେଶ୍ୱର ରେ ପୋଗ୍ରାମ ଅଛି ସେଥିପାଇଁ ସେମାନେ ସେଇଠି ଅଛନ୍ତି |  ବୋଲି କହିଥିଲେ | ଏପଟେଜନ ସାଧରଣ ଙ୍କ ମତ ସ୍ୱାଧୀନତା ସଂଗ୍ରାମୀ  ଙ୍କ ବହୁତ ଭଲ କାମ ପାଇଁ  ଓ ସେମାନେ ତାଙ୍କୁ ଭଲ ପାଉ ଥିବାରୁ ଆଜି ସମସ୍ତେ ତାଙ୍କ ପ୍ରତିମୂର୍ତ୍ତି କୁ ସ୍ଥାପନ କରି ସାଂସଦ ଙ୍କ ଦ୍ୱାରା ଉନ୍ମୋଚନ କରିଛନ୍ତି | ତାଙ୍କ ସୁପୁତ୍ର ପି ନାରାୟଣ ରାଓ ତାଙ୍କ ପିତାଙ୍କ ପ୍ରତି ମୂର୍ତ୍ତି କେବଳ  ପାଣ୍ଡିଆଗ୍ରାମର ଜନ ସାଧାରଣ ଙ୍କ ସହଯୋଗ ରେ ହେଲା ବୋଲି କହିଥିଲେ  | ଏହାସହ କୃଷ୍ଣ ମୂର୍ତ୍ତି ଙ୍କ  ନାତି ଗୋପାଳ ମୂର୍ତ୍ତି ସାଂସଦଙ୍କ ପାଣ୍ଠିରୁ ପାଣ୍ଡିଆ ଗ୍ରାମର କିଛି ମନ୍ଦିର ର  ରୋଷ ଘର ଓ ଭଗ୍ନ ଅବସ୍ଥା ଦେଖାଇ ଥିଲେ |  ଏବଂ ସାଂସଦ ନିଶ୍ଚିତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ |

News Comment

You Might Also Like

BACK TO TOP