Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

ପିତାଙ୍କ ବହୁଦିନର ଇଛାକୁ ପୂରଣ କରି ପୁଅବାହାଘର ପରେ ବୋହୂକୁ ହେଲିକେପଟର ରେ ଘରୁକୁ ଆଣିଲା

25-Feb-2026

ବିବାହ ପରେ ହେଲିକପ୍ଟରରେ ଆସିଲା ବୋହୂ, ପିତାଙ୍କ ବହୁ ଦିନର ସ୍ବପ୍ନ ପୂରଣ କଲେ ପୁଅ,

       ଓଡିଶା ଜନ ମତ ବ୍ୟୁରୋ,

ବେଳେ ବେଳେ କିଛି ଘଟଣା ଲୋକଙ୍କୁ ଅବାସ୍ତବ ଓ ମିଛ ଭଳି ଲାଗୁଥିବା କଥାଟି ପ୍ରକୃତରେ ସତ ହୋଉଥାଏ | ଆଉ ଏପରି କିଛି ପୁଅ ଝିଅ ମାନେ ଅଛନ୍ତି ସେମାନେ ବାପା ମାଆଙ୍କ ଇଛାକୁ ପୂରଣ କରିଥାନ୍ତି | ସେଇଭଳି ଏକ ଏକ ବିଶ୍ୱାସନୀୟ କାହାଣୀ ଦେଖିବାକୁ ମିଳିଛି ହରିୟାଣା ନୁହ ଜିଲ୍ଲାର ତାୱଡୁରେ |  ଗତ କାଲି ଏକ ନିଆରା ବିବାହ ଉତ୍ସବ ଦେଖୁବାକୁ ମିଳିଛି । ସେଠାରେ ଜଣେ ଝିଅ ବିବାହ ପରେ ହେଲିକପ୍ଟରରେ ଶାଶୂଘର ଅଭିମୁଖେ ବିଦା ହୋଇଛନ୍ତି।ହେଲିକପ୍ଟରଟି ତାୱଡୁର ଅନାଜମଣ୍ଡି ପରିସରରେ ଓହ୍ଲାଇବା ପରେ ତାକୁ ଦେଖୁବାକୁ ଆଖପାଖ ଗାଁର ଶତାଧିକ ଲୋକ ଜମା ହୋଇଯାଇଥିଲେ।କିଛି ଲୋକ ହେଲିକପ୍ଟର ସହ ଫଟୋ ଉଠାଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖ୍ ସେଠାରେ ପୁଲିସ ବ୍ୟବସ୍ଥା  ସହ ଅଗ୍ନିଶମ ବିଭାଗର ଟିମ୍ ମଧ୍ଯ ମୁତୟନ ହୋଇଥିଲା ।ସୂଚନା ଅନୁସାରେ, ଗୁରୁଗ୍ରାମ କାଦରପୁର ନିବାସୀ ରୋହିତ ଡାଗରଙ୍କ ବିବାହ ତାୱଡୁର ଜଟୱାଡା ମୋହଲ୍ଲା ବାସିନ୍ଦା ଦେବେନ୍ଦ୍ରଙ୍କ କନ୍ୟା ସତୀଙ୍କ ସହ ସ୍ଥିର ହୋଇଥିଲା । ସେଥିଲାଗି ଗତକାଲି ବରଯାତ୍ରୀ ଦଳ ଜଟୱାଡାରୁ ମୋହଲ୍ଲା ପହଞ୍ଚିଥିଲେ। ସେଠାରେ ବିବାହ ସଂପନ୍ନ ହେବା ପରେ ଦ୍ବିପ୍ରହରରେ କନ୍ୟା ହେଲିକପ୍ଟରରେ ଶାଶୂଘର ଅଭିମୁଖେ ବିଦା ହୋଇଥିଲେ। ବର ରୋହିତ ଡାଗର କହିଛନ୍ତି, ବିବାହ ପରେ ବୋହୂ ହେଲିକପ୍ଟରରେ ତାଙ୍କ ଘରକୁ ଆସୁ ବୋଲି ପିତାଙ୍କରଦୀର୍ଘ ଦିନର ଇଚ୍ଛା ଥିଲା । ସେହି ସପ୍ନ ପୂରଣ ଲାଗି ଜୀବନ ସାଥୀଙ୍କୁ ହେଲିକପ୍‌ଟରରେ ଆଣିବାକୁ ସେ ନିଷ୍ପରି ନେଇଥିଲେ। ହେଲିକପ୍ଟରରେ ଦମ୍ପତିଙ୍କ ସହ ରୋହିତଙ୍କ ଦାଦା ଏବଂ ଭିଣୋଇ ମଧ୍ୟ ଯାତ୍ରା କରିଥିଲେ । ଏହି ରୋମାଞ୍ଚକର ମୂହୂର୍ଭ ତାଙ୍କୁ ସବୁବେଳେମନେ ରହିବ ବୋଲି ରୋହିତ କହିଛନ୍ତି। ସତୀ ମଧ୍ୟ ହେଲିକପ୍ଟରରେ ବିଦା ହେବା ଯୋଗୁ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଭଳି ଶ୍ଵଶୁର ଘର ମିଳିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛନ୍ତି। ଶ୍ୱଶୁର ଘର ଲୋକଙ୍କ ଚିନ୍ତାଧାରା ତାଙ୍କୁ ଅଭିଭୂତ କରିଦେଇଛି ।

News Comment

You Might Also Like

BACK TO TOP