Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

ଏହିବର୍ଷ ବି ହୋଇ ପାରିଲାନି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଜାତ |

25-Feb-2026

ପ୍ରଭୁ ଲିଙ୍ଗରାଜ ଙ୍କ ହୋଇପାରିଲାନି ହାଣ୍ଡିଭଙ୍ଗା ଯାତ, 

ଓଡିଶା ଜନ ମତ ବ୍ୟୁରୋ, 

ଦେଵଦେବ ମହାଦେବ ଯିଏକି ଆମ ଓଡ଼ିଶାର ରାଜଧାନୀ ର ପ୍ରମୁଖ ଦେବତା ଲିଙ୍ଗରାଜ ଠାକୁର ବର୍ଷେ ନୁହଁ ବାରବର୍ଷ ଗୋଟିଏ ଯୁଗ ୧୨ବର୍ଷ ହେଲା ଭାଙ୍ଗୁଛି ପରମ୍ପରା, ଓଳିଏ ଖାଡ଼ା ଉପାସ ରହିଲେ ଶ୍ରୀଲିଙ୍ଗରାଜ ମହାପ୍ରଭୁ | ଏବଂ ଚଳିତ ବର୍ଷ ମଧ୍ୟ ହୋଇପାରିଲା ନାହିଁ ହାଣ୍ଡିଭଙ୍ଗା ଯାତ। ସପ୍ତାହେ କାଳ ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ଵର ମନ୍ଦିରର ଟ୍ରଷ୍ଟବୋର୍ଡ ସହ ପ୍ରଶାସନିକ ବେଠକ ବାରମ୍ବାର ଅନୁଷ୍ଠିତ ହେବା ପରେ ବି ଏହି ପ୍ରାଚୀନ ପରମ୍ପରା ଓ ନୀତି ବନ୍ଦ ହୋଇଗଲା। କପିଳେଶ୍ଵରଙ୍କ ଖୁଣ୍ଟିଆ ସେବାୟତ ଓ ମଲିଆ ସେବାୟତଙ୍କ ମଧ୍ୟରେ ଲାଗିଥିବା ବିବାଦ ପାଇଁ ପୂର୍ବରୁ ୧୧ ବର୍ଷ ଧରି ଏହି ପରମ୍ପରା ବନ୍ଦ ରହିଥିଲା । ତେଣୁ ଚଳିତ ବର୍ଷ ଯେମିତି ହେଉ ଏହି ଦେବନୀତି ରକ୍ଷା କରିବାକୁ ସବୁ ମହଲରୁ ଘନଘନ ଉଦ୍ୟମ ଜାରି ରହିଥୁଲା ଏବଂ ପୁଣି ହାଣ୍ଡିଭଙ୍ଗା ଯାତ ହେବ ବୋଲି ଆଶା କରାଯାଉଥିଲା I ମାତ୍ର ଶେଷରେ ସବୁ ଉଦ୍ୟମ ବିଫଳ ହୋଇଛି। ପ୍ରଶାସନର ୭ ଦିନର କସରତ ଫସର ଫାଟିଯାଇଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପ୍ରଭୁ କପିଳେଶ୍ଵରଙ୍କ ଭେଟ ଆଳତି ହୋଇପାରିଲା ନାହିଁଏବଂ ଏଥିସହିତ ମହାପ୍ରଭୁ ଲିଙ୍ଗରାଜଙ୍କୁ ଓଳିଏ ଖାଡ଼ା ଉପାସ ରହିବାକୁ ପଡ଼ିଛି। ୭ଦିନ ହେଲା ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ, କପିଳେଶ୍ଵର ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଉଭୟ ମନ୍ଦିରର ପ୍ରଶାସନକୁ ନେଇ ଘନଘନ ବେଠକ ଅନୁଷ୍ଠିତ ହୋଇଥିଲା।କପିଳେଶ୍ଵରଙ୍କ ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଏକପ୍ରକାର ସମାଧାନ ହୋଇଥିଲା ବୋଲି କୁହାଯାଉଥିଲା। ତେଣୁ ଆଜି ସୁରୁଖୁରୁରେ ସବୁ ନୀତି ହେବ ବୋଲି ଆଶା କରାଯାଉଥିଲା । ମାତ୍ର ପ୍ରଶାସନର ଏହି ଉଦ୍ୟମ ଯେ ଏକ ତାଳିପକା ସମାଧାନ ଥିଲା ବୋଲି ଆଜି ଜଣାପଡ଼ିଲା। ଆଜି ସକାଳୁ କପିଳେଶ୍ଵର ମନ୍ଦିରରେ ଉଭୟ ଖୁଣ୍ଟିଆ ଓ ମଲିଆ ସେବାୟତମାନେ ପରମ୍ପରାଅନୁଯାୟୀ ନୀତି ଆରମ୍କ କରିଥିଲେ । ଖୁଣ୍ଟିଆ ସେବାୟତମାନେ ବିଷ୍ଣୁ ଓ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ସକାଳ ଧୂପ, ଠାକୁରାଣୀ ଧୂପ କରିଥିଲେ। ଏଥିରୁ ଜଣାପଡ଼ିଲା ଯେ ଏଥର ହାଣ୍ଡିଭଙ୍ଗା ଯାତ ହେବ। ମାତ୍ର ମଲିଆ ସେବାୟତମାନେ ସକାଳ ଧୂପ ପରେ ରୋଷଘରେ ଅନ୍ନ, ଡାଲି, ତରକାରୀ ଆଦି ରୋଷେଇ କରି ମହନ ମଣ୍ଡପରେ ରଖୁଲେ। କିନ୍ତୁ ଏହା ପରମ୍ପରାରେ ନଥୁଲା । ତେଣୁ ପୁଣି ପରମ୍ପରା ଭଙ୍ଗ ହେଲା ବୋଲି ଲିଙ୍ଗରାଜ ମନ୍ଦିର ର ସେବାୟତମାନେ ଦର୍ଶାଇଲେ । କପିଳେଶ୍ଵର ମନ୍ଦିରର ପରମ୍ପରା ଭଙ୍ଗ ହେବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଉ ନୀତି ଆଗଇପାରିନଥିଲା ଏବଂ ବଲ୍ଲଭ ନୀତିଠୁ ସମସ୍ତ
ନୀତି ବନ୍ଦ ରହିଲା । ସକାଳ ନୀତି ପରେ ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ବଲ୍ଲଭ ନୀତି ଓ ପରେପରେ ଠାକୁରଙ୍କ ଯାତ୍ରା ପୂଜା ବିଧୂ ସଂପନ୍ନ ହୋଇଥାନ୍ତା । ଯାତ୍ରା ପୂଜା ପରେ  ଲିଙ୍ଗରାଜ ମହାପ୍ରଭୁ କପିଳେଶ୍ଵର ମନ୍ଦିରକୁ ଯାତ୍ରା କରିଥାନ୍ତେ ଏବଂ ହାଣ୍ଡିଭଙ୍ଗା ଯାତ ବିଧୂରକ୍ଷ ହୋଇଥାନ୍ତା।। କିନ୍ତୁ କପିଳେଶ୍ଵର ମନ୍ଦିରରେ ପରମ୍ପରା ରକ୍ଷା ନ ହୋଇପାରିବା ରୁ ହାଣ୍ଡିଭଙ୍ଗୀ ଯାତ୍ରା ହୋଇପାରିଲା ନାହିଁ। ଏଣୁଶ୍ରୀଳିଙ୍ଗରାଜ ମନ୍ଦିରରେ ପାଳିଆ ସେବାୟତମାନେ ଆଉ ନୀତି କଲେନାହିଁ। 
କାରଣ ବିଷ୍ଣୁ ଓ ପରମ୍ପରା ଅନୁସାରେ ଆଜି ଲିଙ୍ଗରାଜ ମନ୍ଦିରରେ ସମସ୍ତ ସାନ୍ଧ୍ୟ ନୀତି ହୋଇଥିଲେ, ହାଣ୍ଡିଭଙ୍ଗୀ ଯତ ପରମ୍ପରା ରହିବ ନାହିଁ। ଏଣୁ ଆଜି ଲିଙ୍ଗରାଜଙ୍କ ସବୁ ସନ୍ଧ୍ୟ ନୀତି ବନ୍ଦ ରହିଲା ଏବଂ ଓ ଠାକୁର ଉପାସରେ ରହିଲେ । ୧୨ବର୍ଷ ହେଲା ଏହି ପ୍ରଥା ଚାଲିଥିବାରୁ ଲୋକମାନେ ପ୍ରଶାସନକୁ ଦାୟୀ କରିବା ସହ ତାଳିପକା ଉଦ୍ୟମକୁ କଟୁ ସମାଲୋଚନା କରିଛନ୍ତି | ଏହି ସମସ୍ୟର ସମାଧାନ କେବେ ହେବ ବୋଲି  ଜନ ସାଧାରଣ ଓଭକ୍ତ ମାନେ ଦାବି କରିଛନ୍ତି |

News Comment

You Might Also Like

BACK TO TOP