Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ଅଜିତ ପାୱାର ଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଙ୍କ ସହିତ ଦେଶବ୍ୟାପୀ ଓ ଲୋକ ସଭା ରେ ଶୋକ |

29-Jan-2026

ମହାରାଷ୍ଟ୍ର ର ଉପମୁଖ୍ୟ ମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତରେ ଲୋକସଭାରେ ଶୋକ,

       ଓଡିଶା ଜନ ମତ ବ୍ୟୁରୋ,

ଗତ କାଲି ମହାରାଷ୍ଟ୍ର ରେ ଏକ ଦୁଃଖଦ ଘଟଣା ଘଟି ଯାଇଛି | ନିଜର ବ୍ୟକ୍ତିଗତ ଚାର୍ଟଡ଼ବିମାନ ରେ ପୁଣେ ଜିଲ୍ଳାପରିଷଦ ନିର୍ବାଚନ ପ୍ରଚାର  କାର୍ଯ୍ୟକ୍ରମ ପାଈଁବାରମତୀ କୁ ଯାଉଥିଲା ବେଳେ ମୁମ୍ବାଇ  ବିମାନ ବନ୍ଦର ରୁ ଉଡାଣ କରିଥିବା ଅଜିତଙ୍କ ଚାର୍ଟଡ଼ ବିମାନ ଭିଟିଏସ ଏସ କେ ଲିଏର ଜେଟ 45, ବାରମତୀ ଠାରେ ଅସ୍ୱାଭାବିକ ଭାବେ ପାଣି ପାଗର ଶିକାର ହୋଇ ଥିଲା | ଯାହା ଫଳରେ ବିମାନ ର କେପଟନ ବିମାନ ଟିକୁ ସଠିକ ଭାବେ ଲେଣ୍ଡ କରିପାରିନଥିଲେ ବୋଲି ଅନୁମାନ କରା ଯାଉଛି ||ବିମାନ ପାଇଲଟ ସମ୍ଭାବି ପାଠକ ଜଣେ ଦକ୍ଷ ଅଭିଜ୍ଞତା ସମ୍ପନ୍ନ ପାଇଲେଟ ହୋଇଥିଲା ବେଳେ ଦୁଇ, ଦୁଇ ଥରବିମାନଙ୍କୁ ଲେଣ୍ଡ କରିବାକୁ  ଚେଷ୍ଟା କରିଥିଲେ | କିନ୍ତୁ ଶେଷରେ ସେ ଅସଫଳ ହୋଇଥିଲେ |  ଦୁତୀୟ ଥର ବୀମାନଟି ରନୱେରେ ଦୁର୍ଘଟଣା ଗ୍ରସ୍ତ  ହୋଇଥିଲା |  ଦୁର୍ଘଟଣା ର କାରଣ ଘନ କୁହୁଡି  କୁହାଯାଉଥିଲା ବେଳେଅଧିକ ସୂଚନା ପାଈଁ ବେସାମରିକ ବୀମାନ ଚଳାଚଳ  ନିୟନ୍ତ୍ରକ (ଡିଜିସି ଏ ) ପକ୍ଷରୁ ତଦନ୍ତ ନିର୍ଦେଶ ଦିଆ ଯାଇଛି |  ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ ରୂପେ ଜଳି ଯାଇଥିଲା ବେଳେ ବିମାନ ରେ ଥିବା ସମସ୍ତ ସଦସ୍ୟ ଭୟଙ୍କର ଭାବେ ପୋଡି ଯାଇଥିଲେ | ଏପରିକି ମୃତ ଦେହ ଗୁଡିକୁ ଚିହ୍ନଟ କରିବା ସମ୍ଭବ ପର ହୋଇ ପାରିନଥିଲା |  ତେବେ ପରିବାର ସଦସ୍ୟଙ୍କ ଯୋଗେ ସେମାନଙ୍କୁ ଚିହ୍ନଟ କରାଯାଇଛି |  ଦୁର୍ଘଟଣା ପରେ ସମସ୍ତ ଅଞ୍ଚଳ ଧୂଆଁ ମୟ ହୋଇ ଯାଇଥିଲା |  ଅଜିତ ଙ୍କ ବିମାନ ଦୁର୍ଘଟଣା ଖବର ପ୍ରସାରିତ ପରେ ଦେଶବ୍ୟାପୀ ଏକ ଶୋକାକୁଳ ପରିବେଶ  ସୃଷ୍ଟି ହୋଇଛି | ବିଭିନ୍ନ ଆଡୁ ସମବେଦନା ତଥା ଶୋକଵାର୍ତ୍ତା ଆସିବାରେ ଲାଗିଛି  ଏହାଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଙ୍କ ସମେତ ଅନେକ ମନ୍ତ୍ରୀ ଓରାଷ୍ଟ୍ରପତି  ଦୁଃଖ ପ୍ରକାଶ କରିଛନ୍ତି | ରାଷ୍ଟ୍ରପତି ନିଜ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି କି ଅଜିତ ଙ୍କ ଅକାଳ ବିୟୋଗ ସମଗ୍ର ଦେଶପାଇଁ ଏକ ଅପୂରଣୀୟ କ୍ଷତି , ବିଶେଷ କରି ମହାରାଷ୍ଟ୍ର ର ବିକାଶଓ ସମବାୟ ପାଈଁ ସେ ସବୁବେଳେ ମନେ ରହିବେ | ଓ ତାଙ୍କର ଅବଦାନ ବହୁତ ଅଟେ |  ରାଷ୍ଟ୍ରପତି ଅଜିତ ଙ୍କ ପରିବାର ଓ ଅନ୍ୟ ସମସ୍ତ ଶୋକାକୁଳ ପରିବାର ଙ୍କୁ ଭଗବାନ ଧର୍ଯ୍ୟ ଓ ସହିବାର ସାହସ ଦିଅନ୍ତ ବୋଲି ଲେଖିଛନ୍ତି | ଏହିପରି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ଓ ଅନ୍ୟନ୍ୟ ମନ୍ତ୍ରୀ ମନେ ଟୁଇଟ କରି ଲେଖିଛନ୍ତି | ଲୋକସଭାରେ ଅଜିତ ପାଓ୍ବାରଙ୍କ ଦେହାନ୍ତ ପାଇଁ ଶୋକସଭା ପାଳନକରାଯାଇଛି | ସେ  ୧୯୯୧ ମସିହାରେ ଲୋକସଭା  ସାଂସଦ ଥିଲେ ।ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କର ଆଜି ସକାଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟରେ ଛୁଟି ଏବଂ ତିନି ଦିନ ଶୋକ ଘୋଷଣା କରିଛନ୍ତି । ତାଙ୍କ ପରିବାର ସହିତ ପରାମର୍ଶ  କରିବା ପରେ ପାଓ୍ବାରଙ୍କ ଶେଷକୃତ୍ୟ ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଶ୍ରୀ ଫଡନାଭିସ କହିଛନ୍ତି ।ତେବେ ଆଜି ସଂସଦର ବଜେଟ ଅଧୂବେଶନର ପ୍ରଥମ ଦିବସ ଥିଲା । ଲୋକସଭାରେ ଅଜିତଙ୍କ ପରଲୋକ ଖବରରେ ଏକ ଶୋକସଭାକରାଯାଇଥିଲା । । ଅନେକ ସାଂସଦ ପାଓ୍ବାର ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଗଭୀର ତୃଣମୂଳ ସ୍ତରର ଜନନେତା ଭାବରେ ମନେ ପକାଇଛନ୍ତି ସେ ପ୍ରଶାସନିକ ବ୍ୟାପାରରେ ପାଓ୍ବାରଙ୍କ ଦୃଢ଼ ଧାରଣା ଏବଂ ଗରିବ ଓ ଅବହେଳିତ ଲୋକଙ୍କୁ ସଶକ୍ତ କରିବା  ପାଇଁ ତାଙ୍କପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶୋକପ୍ରସ୍ତାବ ପରେ ଉଭୟ ଗୃହକୁ ମୁଲତବୀ ରଖାଯାଇଛି । ଗୁରୁବାର ପୂର୍ବାହ୍ନ ୧୧ଟାରେ ବୈଠକ ହେବ । କେନ୍ଦ୍ରୀୟ ବଜେଟ୍ ଫେବୃଆରୀ ୧ ରେ ଉପସ୍ଥାପିତ ହେବ ।

News Comment

You Might Also Like

BACK TO TOP