Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ମାଆ ତାରାତାରିଣୀ ଙ୍କୁ ଦର୍ଶନ କରି ପୀଠର ବିକାଶ ହେବ କହିଲେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ||

28-Jul-2026

ମା ତାରାତାରିଣୀଙ୍କ ଙ୍କୁ ଦର୍ଶନ କଲେଉପମୁଖ୍ୟମନ୍ତ୍ରୀ

ଓଡିଶା ଜନ ମତ  ବ୍ୟୁରୋ,

ଶୁଭଦ୍ରା କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ନିକଟ  ଗୋଳନ୍ଥରା ନିଷ୍ଟ କଲେଜ କୁ ଓଡିଶା ର  ଉପ ମୁଖ୍ୟମନ୍ତ୍ରୀ ଆସିଥିଲା ବେଳେ ସେଠାରୁଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀଙ୍କ ପୀଠରେ ଦର୍ଶନପାଇଁ ପହଞ୍ଚି ଥିଲେ | ବେଢାରେ ମୁଖ୍ୟ ପୂଜକ ବାପୁଜୀ ରଣା ମନ୍ତ୍ରୀ ଓ ତାଙ୍କ ସହିତ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ମାଆଙ୍କ ପାଖରେ ବସାଇ ପୂଜାର୍ଚ୍ଚନା କରିଥିଲେ  |  ମାଆଙ୍କ ପୂଜା, ଆରାତ୍ରିକ ପରେ ପୁଷ୍ପାଞ୍ଜିଳି ଦେଈ ମାଆଙ୍କ ଆଶୀର୍ବାଦ ଗ୍ରହଣ କରି ବେଢ଼ା ପ୍ରଦକ୍ଷିଣ କରିଥିଲେ | ଏଠାରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ, ଗଞ୍ଜାମ ଆରକ୍ଷୀ  ହରିଶ ବିଶି, ଛତ୍ର ପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ , ଏସ ଡିଓ ସୁରେଶ କୁମାର ମିଶ୍ର,ମୁଖ୍ୟ ମନ୍ତ୍ରୀଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଈ  ସ୍ୱାଗତ କରିଥିଲେ | ପୂଜକ ବାପୁଜୀ ରଣା, ପୁରୁଷୋତ୍ତମପୁର ଏସ ଦି ପିଓ  ସୁଜିତ କୁମାର ନାୟକ, ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ  ବିନୋଦ କୁମାର ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ସଙ୍ଗୀତା ସେଠୀ, ଏଟିଓ  କେ ଦେବାଶିଷ ମହାପାତ୍ର, ଆଇ ଆଇସି  କୁଳମଣୀ ସେଠୀ, ଏସ ଆଇ  ଦେବାଶିଷ ମିଶ୍ର,ଏବଂ ସୁଶାନ୍ତ ମିଶ୍ର ଓଷ୍ଟାଫ ଙ୍କ ସହ ମନ୍ଦିର ଉର୍ନୟନ ପରିଷଦ ସମ୍ପାଦକ  ପ୍ରମୋଦ କୁମାର ପଣ୍ଡା, ରାମପାଣିଗ୍ରାହୀ, ସିଡିପିଓ  ଲଳିତା ମଲ୍ଲିକ, ଓ କିଛି ସୁପର ଭାଇଜର, କିଛି ସେବାୟତ ମନ୍ଦିର କର୍ମଚାରୀ, ତହସିଲ ଷ୍ଟାଫ,ସୁପର ଭାଇଜର, ରାଇପୁର ଆରାଇ ଭଗବାନ ବେହେରା, , ଉପସ୍ଥିତ ରହି ଥିଲେ  | ଏହି ଅବସରରେ ଉପମୁଖ୍ୟ ମନ୍ତ୍ରୀ ଙ୍କୁ ଜିଲ୍ଲପାଳ ଏବଂ ପୂର୍ତ୍ତ ବିଭାଗ ଏକଜୁନ ମନ୍ଦିର ର ବାକିଥିବା କିଛି କାର୍ଯ୍ୟକ୍ରମ ବିଷୟରେ ତାର ନକ୍ସାକୁ  ଦେଖାଇ ଥିଲେ | ଶକ୍ତିପୀଠର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଭାତୀ ପରିଡା । ମା`ଙ୍କ କୃପାରେ ଏହି ପବିତ୍ର ପୀଠର ବିକାଶ ଓ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସୁନିଶ୍ଚିତ କରିବା ଦିଗରେ ଆମ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ସାମ୍ବାଦିକ ମାନଙ୍କ କିଛି ପ୍ରଶ୍ନ ର ଉତ୍ତର ରେ ସେ  ଏହିପୀଠର ଉର୍ନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ  33 କୋଟି ଟଙ୍କା ପର୍ଯ୍ୟଟନ ବିଭାଗ କୁ  ଆସିଛିସେଇ ଅର୍ଥରେ ଏହି ପୀଠର ବିକାଶ ହେବ | ସେମଧ୍ୟରେ ମନ୍ଦିର ଆଲୋକୀ କରଣ, ମୋବାଇଲ ଟାୱାର,  ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଈ ପାରିବ ବୋଲି ସେ ମତ ଦେଇଥିଲେ |

News Comment

You Might Also Like

BACK TO TOP