Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ମାଓ ନେତା ଆଜାଦ କୁ ସ୍ୱତନ୍ତ୍ର କୋର୍ଟରେ ହାଜର କଲା ପୋଲିସ

29-Jan-2026

ସ୍ଵତନ୍ତ୍ର କୋର୍ଟରେପୋଲିସ ହାଜର କଲା ମାଓ ନେତା ଆଜାଦ କୁ,

ଓଡିଶା ଜନ ମତ ବ୍ୟୁରୋ,

ମାଓ କେମ୍ପ ଉପରେ ପୋଲିସ ର ତୀକ୍ଷ୍ଣ ନଜର ରହିଥିଲା ବେଳେ ଅନେକ ମାଓ ନେତା ପୋଲିସ ପାଖରେ ଆତ୍ମସମର୍ପଣକରିଥିଲା ବେଳେ ଅନେକ ପୋଲିସ ଗୁଳିରେ ନିହତ ହୋଇଛନ୍ତି | ସେମଧ୍ୟରୁ ମାଓନେତା ଡୁନା କେଶବ ରାଓ ଓରଫ ଆଜାଦକୁ ପୋଲିସ ପାରଳାଖେମୁଣ୍ଡିସ୍ଥିତ ସ୍ୱତନ୍ତ୍ର ଅଦାଲତରେ ହାଜର କରାଇଛି । ଭୂବନେଶ୍ୱରସ୍ଥିତ ଝାରପଡା ଜେଲରେ ବିଚରାଧୂନ ବନ୍ଦୀ ଭାବେ ରହିଥ‌ିବା ଡୁନା କେଶବ ରାଓ ଓରଫ ଆଜାଦକୁ ପ୍ରଥମେ ମୋହନା ସ୍ଥିତ  ଜେଏମଏଫସି ଅଦାଲତରେ ରହିଥ‌ିବା ୧୭ ଗୋଟି ମାମଲାରେ ପୋଲିସ ହାଜର କରିଥିଲା । କେବଳ ଆଜାଦ ମାମଲାର ଶୁଣାଣୀ କରିବା ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୌରାଜଜଙ୍କ ଅଦାଲତ ପରିସରରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ଧେଶ କ୍ରମେ ଖୋଲାଯାଇଥିବା ସ୍ବତନ୍ତ୍ର ଅଦାଲତରେ ଉପସ୍ଥିତ କରାଯାଇଥିଲା ବୋଲି କ୍ୟାଡର ପ୍ରାପ୍ତ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର୍ ରାଜେଶ  କୁମାର ମିଶ୍ର ଗଣମାଧ୍ଯମକୁ ସୂଚନା ପ୍ରଦାନ କରିଛନ୍ତି2011 ମସିହାଠାରୁ  ଡୁନା କେଶବ  ରାଓ ଓରଫ ଆଜାଦ ଭୁବନେଶ୍ୱରସ୍ଥିତ ଝାରପଡା ଜେଲରେ ରହିଥିବାବେଳେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଗୁଡିକର ଟ୍ରାଏଲ କରାଯାଉନଥିଲା । ସେ ଏନେଇ ତାଙ୍କବିରୁଦ୍ଧରେ ରୁଜୁ ହୋଇଥିବା ମାମଲା ଗୁଡିକ ଟ୍ରାଏଲ୍  ସ୍ୱତନ୍ତ୍ର ଅଦାଲତରେ କରିବା ନିମନ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ  ହୋଇଥିଲେ  । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ବିରୁଦ୍ଧରେ ଆନ୍ଧ୍ର ପ୍ରଦେଶ ଓ ଓଡିଶାରେ ଥୁବା ମାମଲା ଗୁଡିକର ଟ୍ରାଏଲ କରିବା ନିମନ୍ତେ ଉଭୟ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର  ଅଦାଲତ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ର ପ୍ରଦେଶ ସରକାର ଶ୍ରୀକାକୁଲମଠାରେ ମାମଲାର ଶୁଣାଣୀ ନିମନ୍ତେ ପ୍ରଥମେ ସ୍ୱତନ୍ତ୍ର ଅଦାଲତରସ୍ଥାପନ କରିଥିଲେ । କିନ୍ତୁ ଓଡିଶା ସରକାର ସେଥିରେ ବିଳମ୍ବ କରିଥିଲେ । ଏହାର ପ୍ରତିବାଦରେ ଆଜାଦ ଝାରପଡା ଜେଲ ମଧ୍ୟରେ ଆମରଣ ଅନଶନ କରିଥିଲେ ତାପରେ ଡିସେମ୍ବର  ମାସରେ ପାରଳାଖେମୁଣ୍ଡି ଠାରେ ତାଙ୍କର ମାମଲାର  ବିଚାର ନିମନ୍ତେ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରାଯାଇଥିଲା । ମାମଲାର ବିଚାରଣା କରିବା ନିମନ୍ତେ ସ୍ଵତନ୍ତ୍ର ଭାବେ ଏଡିଜେ ସତ୍ଯ ନାରୟଣ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି । ମାମଲା ସରକାରଙ୍କ  ତରଫରୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର୍ ଶ୍ରୀ ଏମ୍ . ପୃଥ୍ବୀରାଜ ଉକ୍ତ କେଶ ଗୁଡିକର ପରିଚାଳନା କରିବେ   । ସୂଚନାଯୋଗ୍ୟ ସେ ଯେ ଡୁନା କେଶବ ରାଓ ଓରଫ ଆଜାଦଙ୍କ ବିରୋଧରେ ଓଡିଶାରେ ବିଭିନ୍ନ ଜିଲ୍ଲାରେ ମୋଟ ୩୭ ଗୋଟି ମାମଲା ରହିଛି । ସେଥି ମଧ୍ୟରୁ ଗୋଟିଏ  ପୋକ୍ସୋ ମାମଲା ରହିଛି । ଉକ୍ତ ମାମଲା ବ୍ୟତୀତ ଅନ୍ୟ ୩୬ଟି ମାମଲା ଏହି ସ୍ୱତନ୍ତ ଅଦାଲତରେ ବିଚାରଣା କରାଯିବ ବୋଲି  ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି  |

News Comment

You Might Also Like

BACK TO TOP