Breaking News

କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||     

ଗରିବର ବନ୍ଧୁ ଟ୍ରଷ୍ଟ ର ଦୁତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |

29-Jan-2026

ଗରିବର ବନ୍ଧୁ ଟ୍ରଷ୍ଟର ଦ୍ଵିତୀୟ ବାର୍ଷିକ ଉତ୍ସବ।

ଓଡ଼ିଶା ଜନମତ, ସନ୍ତୋଷ କୁମାର ପଣ୍ଡା। ପୋଲସରା।
ତା.୨୯/୧/୨୦୨୪: - 

ପୋଲସରା ସ୍ଥିତ ଗରିବର ବନ୍ଧୁ ଟ୍ରଷ୍ଟର ଦ୍ଵିତୀୟ ବାର୍ଷିକ ଉତ୍ସବ-୨୦୨୬ ପାଳିତ ହୋଇଯାଇଛି। ସଭାପତି ସୁବ୍ରତ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଗୋ- ରକ୍ଷକ ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ଖଟେଇ ବ୍ରହ୍ମପୁର, ଜ୍ଞାନଶ୍ରୀ  ପବ୍ଲିକ ସ୍କୁଲ ଦିଗପହଣ୍ଡିର ପ୍ରତିଷ୍ଠାତା ବନୋଜ କୁମାର ଷଡ଼ଙ୍ଗୀ ମୁଖ୍ୟବକ୍ତା ଏବଂ ଅଧ୍ୟକ୍ଷା, ପ୍ରୟାଗ ପବ୍ଲିକ ସ୍କୁଲ ପୋଲସରାର ଯମୁନା ବିଶ୍ଵାଳ ଓ ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ପ୍ରତିଷ୍ଠାତା ଏ ୱାନ୍ ପବ୍ଲିକ ସ୍କୁଲ ପୋଲସରାର ମିଟୁ ନାୟକ ଓ ସଭାପତି ପ୍ରେମଚାନ୍ଦ ସାହୁ,  ବନପାଳ କାର୍ତ୍ତିକ ସାହୁ ଓ ଟ୍ରଷ୍ଟର ସଦସ୍ୟ ତଥା ପୁରୋହିତ ନାରାୟଣ ଆଚାର୍ଯ୍ୟ, କିରଣ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂଯୋଜନା ବରିଷ୍ଠ ଶିକ୍ଷକ ତଥା କଳାକାର ଭଞ୍ଜନଗରର ଅଜିତ କୁମାର ପଣ୍ଡାଙ୍କ ସମେତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ତଥା କଳାକାର ଜୟନ୍ତ ପ୍ରଧାନ ଉଭୟେ କରିଥିଲେ।ମୁଖ୍ୟ ଅତିଥିଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ସମ୍ମୁଖରେ ବେଦ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଦୀପ ପ୍ରଜ୍ଵଳନ ପୂର୍ବକ ଉତ୍ସବର ଆନୁଷ୍ଠାନିକ ଉଦ୍‌ଘାଟନ ପରେ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ଅତିଥି ସ୍ଵାଗତ ଛାତ୍ରୀ  ତୁଳସୀ ବିଷୋୟୀ  କରିସାରିବା ପରେ ବାର୍ଷିକ ବିବରଣୀ ପଠନ କରାଯାଇଥିଲା। ପରେ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଦ୍ଵାରା  ଟ୍ରଷ୍ଟର ସେବାକାର୍ଯ୍ୟର ଭୂୟ°ସି ପ୍ରଶ°ସା କରିବା ସହିତ ଉତ୍ତରୋତ୍ତର  ଶୁଭକାମନା କରିଥିଲେ।
ଏହି ଅବସରରେ ସ୍ବତନ୍ତ୍ର ଭାବେ ଟ୍ରଷ୍ଟର ସଦସ୍ୟ ସ୍ଵର୍ଗତ ଚନ୍ଦ୍ରମଣି ବେହେରାଙ୍କ ଆତ୍ମାର ସଦ୍‌ଗତି କାମନା କରାଯିବା ସହ ଉପସ୍ଥିତ ତାଙ୍କର ସ୍ଵ-ଧର୍ମିଣୀଙ୍କୁ ଉତ୍ତରୀୟ ପ୍ରଦାନ କରାଯିବା ସହିତ  ଏକବର୍ଷ ମଧ୍ୟରେ ଆପାତକାଳୀନ ବିପଦ ସମୟରେ ବିପଦର ବନ୍ଧୁସାଜି ବିଭିନ୍ନ ଗୁରୁତର  ଅସୁସ୍ଥ ରୋଗୀମାନଙ୍କୁ ନିଜର ମୂଲ୍ୟବାନ ରକ୍ତଦାନ କରି ବଞ୍ଚାଇବାରେ ସହଯୋଗ କରିଥିବା ଟ୍ରଷ୍ଟର ଛଅ ଜଣ ସଦସ୍ୟଙ୍କୁ ଟ୍ରଷ୍ଟ ପକ୍ଷରୁ ମଞ୍ଚାସିନ ଅତିଥିମାନେ ପ୍ରଶଂସାପତ୍ର ସହିତ  ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଏଥିସହ ବିଭିନ୍ନ ଶିକ୍ଷା ଓ ସଂସ୍କୃତି ଉପରେ ଆଧାରିତ ବିଷୟକୁ ନେଇ  ଅତି ସୁନ୍ଦର  ଓ ବଳିଷ୍ଠ ଅଭିନୟ କରି ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟିଥିବା ଉପରୋକ୍ତ ଦୁଇଗୋଟି ଶିକ୍ଷାନୁଷ୍ଠାନର କୁନି କୁନି କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ୭୭ ତମ ସାଧରଣନ୍ତ୍ର ଦିବସ ରହିଥିବା ଯୋଗୁ ପ୍ରାନ୍ତ ୮ ଟା ୩୦ ମିନଟ ସମୟରେ ଗରିବର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ସାମ୍ବିଧାନିକ ନିୟମ ଅନୁସାରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା। ଆରମ୍ଭରେ ଟ୍ରଷ୍ଟ ତରଫରୁ ସମସ୍ତ ଅତିଥିମାନଙ୍କୁ ପାରମ୍ପରିକ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ଟ୍ରଷ୍ଟର ସମ୍ପାଦକ ସତ୍ୟ ସୂର୍ଯ୍ୟନାରାୟଣ ମହାରଣା ଉପସ୍ଥିତ ସମସ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ଆନ୍ତରିକ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟଙ୍କ ସମେତ ପୋଲସରା ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ସ°ଗଠକ, ଅଭିଭାବକ ଓ ସର୍ବସାଧାରଣ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP