Breaking News

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||     

ଖଲ୍ଲିକୋଟ ଏନଏସି ର ସାଧାରଣ ବୈଠକ |

01-Aug-2026

ଖଲ୍ଲିକୋଟ ଏନ ଏ ସି ର ସାଧାରଣ ବୈଠକ,
ମୁନସିପାଲ ଯନ୍ତ୍ରି ଙ୍କ ଅବସର ପରେ ଦେଢ଼ କୋଟି ଟଙ୍କା ର ବିଲ ପାଇଁ ନାହାନ୍ତି ଠିକାଦାର, ବୈଠକ ରେ ଉଦବେଗ |

 ଜନମତ ଓଡିଶା, ଖଲ୍ଲିକୋଟ, ମାଧବ ବେହେରା:----

ଖଲ୍ଲିକୋଟ  1/8 ଦୀର୍ଘ ଦିନ ହେଲା ଖଲ୍ଲିକୋଟ ଏନ ଏ ସି ରେ ଠିକାଦାର ମାନେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ନିର୍ମାଣ କରି ବ୍ୟାପକ  ଅର୍ଥ ବିନିଯୋଗ କରିଥିବା ବେଳେ ଠିକାଦାର ସେମାନଙ୍କ ପ୍ରାପ୍ୟ ବିଲ ଠିକ ସମୟ ରେ ନ ପାଇଁ କ୍ଷତଗ୍ରସ୍ତ ହୋଇ ପଡିଛନ୍ତି |, ଈତି ମଧ୍ୟ ରେ ଜଣେ କନିଷ୍ଟ ଯନ୍ତ୍ରୀ ଙ୍କ ବଦଳି ହୋଇଥିବା ବେଳେ ଖଲ୍ଲିକୋଟ ଏନ ଏ ସି ର ମୁନସିପାଲ ଇଞ୍ଜିନିଅର ହରି କୃଷ୍ଣ ସାହୁ ଗତ ଜୁନ ମାସ ରେ ଅବସର ଗ୍ରହଣ କରିଛନ୍ତି |,  ଯା ଫଳରେ  ଥିଲାଦାର ଓ  ମହିଳା ସ୍ୱୟଂ ସହାୟକ  ଗୋଷ୍ଠୀ ର ମହିଳା ମାନେ ପୋଖରୀ ଡ୍ରେନ ରାସ୍ତା ଓ ଅନ୍ୟାନ୍ୟ କାମ କରି ନିର୍ମାଣ କାର୍ଯ୍ୟ କରି ହତାଶ ହୋଇ ପଡିଛନ୍ତି |ଠିକାଦାର ମାନେ କରଜ କରି ଆଣିଥିବା ଅର୍ଥ ସୁଝି ନ ପାରି ସୁଧ ଗଣୁଥିବା  ଅଭିଯୋଗ ହେଉଛି |ଶନିବାର ଦିନ ଏନ ଏ ସି ନଗରପାଳ ଇଂ ନିରଞ୍ଜନ ବେହେରା ଙ୍କ ଅଧକ୍ଷତା ରେ  ଅନୁଷ୍ଠିତ ସାଧାରଣ ବୈଠଜ ରେ ପରିଷଦ ର କାଉନସିଲେର ମାନେ ଏ ନେଇ ତୀବ୍ର ପ୍ରତିବାଦ କରିଥିଲେ |ଆଗାମୀ ଦିନ ରେ ଠିକାଦାର ମାନଙ୍କ ବିଲ ପୈଠ ନ  ହେଲେ ଠିକାଦାର ମାନେ କାର୍ଯ୍ୟାଳୟ ରେ ତାଳା ପକାଇ  ଧାରଣା ଦେବେ ବୋଲି ପ୍ରକାଶ ପାଇଥିଲା |ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ  ସନ୍ଦୀପ  ଖାଡ଼ଙ୍ଗା ବୈଠକ ରେ ଏଜେଣ୍ଡା ଅନୁଯାଇ ସମସ୍ଥ ବିଷୟ ଗୁଡିକ ଉପସ୍ଥାପନ କରି 15 ତମ ଅର୍ଥ କମିଶନ ରଣ୍ୟ ପଞ୍ଚମ ଅର୍ଥ କମିଶନ ଓ ସରକାରଙ୍କ ବିଭିନ୍ନ ସୂତ୍ର ରୁ ମିଳିଥିବା ଅର୍ଥ ଓ ତାହାର ବ୍ୟୟ ଅଟକଳ ସାଙ୍ଗକୁ ପ୍ରଧାନ ମନ୍ତ୍ରୀ ଆବାସ, ଭତ୍ତା,ସାରିଥିବା ନିର୍ମାଣ କାର୍ଯ୍ୟ ଚାଲିଥିବା ନିର୍ମାଣ କାର୍ଯ୍ୟ ସମେତ ଯେଉଁ ଠିକାଦାର ମାନେ 20 ଭାଗ ଅର୍ଥ କାଟି କାମ ଠିକ ସମୟ ରେ ଶେଷ କରିଥାନ୍ତି ଓ ପଡିସାଦ ର ଚୁକ୍ତି ଖିଲାପ କରିଛନ୍ତି ସେହି ଠିକାଦାରଙ୍କ ଲାଇସେନ୍ସ କଳା ତାଲିକା ବୃକ୍ତ କରି ନୂତନ ଟେଂଡର କରିବା ପାଇଁ ନିଷ୍ପତ୍ତି ହୋଇ ଥିଲା | ଖଲ୍ଲିକୋଟ ସହର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଥିବା ଜବର ଦଖଲ କୁ ଉଛେଦ ପାଇଁ ଜାଗା ଚିନ୍ୱିତ ହୋଇଥିଲେ ମଧ୍ୟ ଉଛେଦ ହୋଇ ପାରିନଥିବା କଥା ବୈଠକ ରେ ଆଲୋଚନା ପୈଠ ପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ |, ସ୍ଥାନୀୟ ତହସିଲଦାର ଜବର ଦଖଲ ଜାଗା ଉଛେଦ ତାଲିକା ତହସିଲଦାର ଏନ ଏ ସି କୁ ହସ୍ଥାନ୍ତର ହୋଇ ନଥିବା ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା |ଅନ୍ୟାନ୍ୟ  ପ୍ରସ୍ତାବ ଗୁଡିକ ମଧ୍ୟରେ ବହୁମୁଖୀ କଲ୍ୟାଣ ମଣ୍ଡପ, ଗୋଶାଳା, ବଙ୍ଗଳା ସାହି ଦକ୍ଷିଣ ପାର୍ଶ୍ଵ ନାଳ, ଗୌଡ଼ ସାହି ନାଲ ଜୟଦୁର୍ଗା ନଗର ରାସ୍ତା  ଓମ ଶାନ୍ତି ନଗର ରାସ୍ତା ଗୁଡିକ ଟେଂଡର ହୋଇ ଥିଲେ ମଧ୍ୟ  ନିର୍ମାଣ କାର୍ଯ୍ୟ ହୋଇ ନଥିବା ନେଇ ଆଲୋଚନା ହୋଇ ଥିଲା |ବୈଠକ ରେ  ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ିଜ ଖଲ୍ଲିକୋଟ କାନଜ ମଞ୍ଜରୀ ବାଳିକା ବିଦ୍ୟାଳୟ ଓ ଏସ ଏମ ଉଚ୍ଚ ବିଦ୍ୟାଳୟ ଓ ସର୍ବସାଧାରଣ ପାଠାଗାର ସମ୍ମୁଖ ରେ ପୁଣ୍ୟ ଶ୍ଳୋକ ବାଇକୋଳି ଙ୍କ ପ୍ରତିମୂର୍ତ୍ତୃ ସ୍ଥାପନ ପାଇଁ ଆବଶ୍ୟଜ ଅର୍ଥ ମାଗାଜିବ ବୋଲି ମତ ପ୍ରକାଶ ପାଇଥିଲା |ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ କାଉନସିଲେର ପ୍ରଦୀପ କୁମାର ପଟ୍ଟନାୟଜ 2 ନମ୍ବର ସଭ୍ୟ ନାରାୟଣ ପାଢ଼ୀ, ବଳରାମ ବେହେରା ପ୍ରମୁଖ କଉ ନସିଲେର ମାନେ ଯୋଗ ଦେଇ ସେମାନଙ୍କ  ୱାର୍ଡ ର ଉନ୍ନୟନ ମୂଳଜ କାମ ଓ ପରିମଳ  ଓ ଖଲ୍ଲିକୋଟ ସହର କୁ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ବିଜୁଳି  ପଭୃତି ସମସ୍ୟା ଗୁଫିକ ଉପସ୍ଥାପନ କରିଥିଲେ |

News Comment

You Might Also Like

BACK TO TOP