Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଖଲ୍ଲିକୋଟ କଂଗ୍ରେସ ତରଫରୁ ବନ୍ଧୁତ୍ୱ ଦିବସରେ ସଙ୍ଘଠନିକ ଦିବସ ପାଳିତ |

02-Aug-2026

ବନ୍ଧୁତ୍ୱ ଦିବସ ରେ ଖଲ୍ଲିକୋଟ କଂଗ୍ରେସ ତରଫରୁ ସାଂଗଠନିକ ଦିବସ ପାଳିତ
 
ଓଡ଼ିଶା ଜନମତ, ଖଲ୍ଲିକୋଟ : 02/08/26

ତାରା ଶଙ୍କର ରଥ:-

ଖଲ୍ଲିକୋଟରେ କଂଗ୍ରେସ ସଂଗଠନକୁ ଆହୁରି ସଶକ୍ତ ଓ ଜନମୁଖୀ କରିବା ଲକ୍ଷ୍ୟରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ବ୍ୟାପକ ସାଙ୍ଗଠନିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ କଂଗ୍ରେସର ସାଙ୍ଗଠନିକ ଅର୍ଥରେ ବୁଥ୍ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ସଂଗଠନକୁ ପୂର୍ଣ୍ଣରଗଠିତ ଓ ସଶକ୍ତ କରିବାକୁ  ତଥା ଦଳର ଆଦର୍ଶ, ସମ୍ବିଧାନର ସୁରକ୍ଷା, ସାମାଜିକ ନ୍ୟାୟ ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏକତା କଂଗ୍ରେସ ଭାରତ ସ୍ୱାଧୀନ ରେ ପ୍ରମୁଖ ଭୂମିକା ନେଇଥିବା ସହ ରାହୁଲ ଗାନ୍ଧୀ ଙ୍କ ବିଭିନ୍ନ ଜନହିତାଧିକାରୀ ବାର୍ତ୍ତା କୁ ଲୋକ ଲୋଚନ କୁ ଆଣିବା ପାଇଁ ପ୍ରୟାସ କରାଯିବ । ଉକ୍ତ ବୈଠକ ରେ  ନାରୀନେତ୍ରୀ ଶ୍ରୀମତୀ ସୁଦୀପ୍ତା ଦାସ କହିଥିଲେ ଯେ, ବୁଥ୍ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ପ୍ରତ୍ୟେକ କର୍ମୀଙ୍କୁ ସାଙ୍ଗଠନିକ ଭାବେ ସଶକ୍ତ କରାଯିବ । ଲୋକଙ୍କ ଦବୁଥିବା ସ୍ୱରକୁ ଆହୁରି ଦୃଢ଼ କରିବା ସହ ଖଲ୍ଲିକୋଟର ପ୍ରତ୍ୟେକ ଗାଁରେ କଂଗ୍ରେସର ଚିନ୍ତାଧାରା ଓ ଜନସେବାର ବାର୍ତ୍ତା ପହଞ୍ଚାଇଯିବ ଏବଂ ସଂଗଠନ ହିଁ ଆମର ଶକ୍ତି, ଜନବିଶ୍ୱାସ ହିଁ ଆମର ପୁଞ୍ଜି । ଖଲ୍ଲିକୋଟରେ କଂଗ୍ରେସର ପତାକାକୁ ଆହୁରି ଉଚ୍ଚରେ ଉଡ଼ାଇବା ପାଇଁ ଆମର ସଂଘର୍ଷ ଓ ଜନସମ୍ପର୍କ ନିରନ୍ତର ଜାରି ରହିବ । ଖଲ୍ଲିକୋଟ ର ବିଭିନ୍ନ ସମସ୍ୟା ସହ ଆଗାମୀ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନ ରେ କଂଗ୍ରେସ ର ସଫଳତା ଜନହିତକର ହେବ । ଏଥି ପାଇଁ ସମସ୍ତ କଂଗ୍ରେସ କର୍ମୀ ଦୃଢ଼ ସଂକଳ୍ପରେ ପ୍ରତିସୁଧି ବଧ ହୋଇଛନ୍ତି । ଏହି ଅବସରରେ ଖଲ୍ଲିକୋଟ ନଗର ସଭାପତି ମନମୋଧନ ସାହୁ ନେତୃତ୍ୱ ରେ ପଶ୍ଚିମ କଂଗ୍ରେସ ସଭାପତି ଦଣ୍ଡପାଣି ପାତ୍ର ସହ  ବହୁ ବରିଷ୍ଠ ନେତା, ବ୍ଲକ୍ ସଭାପତି ଓ ବୁଥ୍ ସ୍ତରର କର୍ମୀ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP