Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ସିଜେପି ଯଦି ବିଜେପି ରେ ଯୋଗ ନଦିଅନ୍ତି ତେବେ ତାଙ୍କ ପରିବାର କୁ ପରିଣାମ ଭୋଗିବାକୁ ପଡିବ |

30-Jul-2026

`ବିଜେପିରେ ଯୋଗ ଦିଅ, ନହେଲେ ପରିବାରକୁ ପରିଣାମ ଭୋଗିବାକୁ ପଡ଼ିବ`।

ଓଡିଶା  ଜନ ମତ  ବ୍ୟୁରୋ 

ନିଟ ପେପର ଲିକ ମାମଲାରେ ଛାତ୍ର, ଛାତ୍ରୀ ଙ୍କୁ ଦାବି କୁ ବିଜେପି ସରକାର କର୍ଣ୍ଣ ପାତ ନକରିବାରୁ ସିଜେପି ର ପ୍ରତିଷ୍ଠାତା  ଅଭିଜିତ ଦୀପକେ ଛାତ୍ର ଛାତ୍ରୀଙ୍କ ଦାବିକୁ ସହଯୋଗ କରି ପ୍ରତିବାଦ ରେ ବାସୀ ଥିଲେ |ଏବଂ ଏହି ପେପର ଲିକ ରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ | ସବୁ ପାର୍ଟି ର ସହଯୋଗ ପରେ  ଶିକ୍ଷମନ୍ତ୍ରୀ  ବାଧ୍ୟ ହୋଈ ଇସ୍ତଫା ଦେଲେ  | ଏହାପରେ ବିଜେପି ସିଜେପି କୁ କହୁଛି ତୁମେ ବିଜେପିରେ ଯୋଗ ଦିଅ, ନହେଲେ ପରିବାରକୁ ପରିଣାମଭୋଗିବାକୁ ପଡ଼ିବ`। କକ୍ରୋଚ୍ ଜନତା ପାର୍ଟି ବା ସିଜେପିର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ଏଭଳି ଧମକ ମିଳିଥିବା ଅଭିଯୋଗ କରିଛନ୍ତି ତାଙ୍କ ମା`। ଏହି ଦାବି ସାମ୍ନାକୁ ଆସିବା ପରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି । ଅଭିଜିତ ଦିପକେଙ୍କ ମା`ଙ୍କ କହିବା ଅନୁସାରେ, ତାଙ୍କ ପୁଅଙ୍କୁ ଏକ ଭିଡିଓ ବାର୍ତ୍ତା ଜରିଆରେ ବିଜେପିରେ ଯୋଗ ଦେବାକୁ କୁହାଯାଇଥିଲା । ଏହା ନକଲେ ପରିବାରକୁ କ୍ଷତି ପହଞ୍ଚାଯିବ ବୋଲି ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ସୁରକ୍ଷା ଆଶଙ୍କାରେ ପରିବାର ପ୍ରାୟ ଦୁଇ ସପ୍ତାହ ଧରି ସମ୍ପର୍କୀୟଙ୍କ ଘରେ ରହିଥିବା ମଧ୍ୟ ସେ କହିଛନ୍ତି । ଅଭିଜିତ ଦିପକେ ସମ୍ପ୍ରତି ଦିଲ୍ଲୀରେ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ଏବଂ ନିଟ୍ ପେପର ଲିକ୍ ପ୍ରସଙ୍ଗକୁ ନେଇ ହୋଇଥିବା ଆନ୍ଦୋଳନର ମୁଖ୍ୟ ଚେହେରା ଭାବେ ଉଭା ହୋଇଥିଲେ ।ଦୀର୍ଘଦିନର ଆନ୍ଦୋଳନ ପରେ ସେ ନିଜ ଘରକୁ ଫେରିଥିବା ବେଳେ ତାଙ୍କ ପରିବାର ଏହି ଧମକ ସମ୍ପର୍କରେ ସାର୍ବଜନୀନ ଭାବେ ମତ ରଖିଛନ୍ତି । ଅନ୍ୟପଟେ, ଦିପକେ କହିଛନ୍ତି ଯେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ନହେଲେ ତାଙ୍କ ସଂଗଠନ ପୁଣିଥରେ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିବ। ସରକାର ଛାତ୍ରମାନଙ୍କୁ ହଇରାଣ କରିବା ବନ୍ଦ କରିବା ଉଚିତ ବୋଲି ସେ ଦାବି କରିଛନ୍ତି । ତେବେ ବିଜେପି ପକ୍ଷରୁ ଏହି ଅଭିଯୋଗ ଉପରେ ତତ୍କାଳ କୌଣସି ସରକାରୀ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ଘଟଣାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜାରି ରହିଛି ଏବଂ ଆଗକୁ ଏହା କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

News Comment

You Might Also Like

BACK TO TOP