Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ଜୁନିଅର ସୁପର ଷ୍ଟାର ଏନ ଟି ଆର ମେଡିକାଲ ରେ ଚିକିସ୍ଥିତ |

30-Jul-2026

ହସ୍ପିଟାଲ୍ ବେଡରେ ଜୁନିୟରଏନଟିଆର୍, ସୁପର ଷ୍ଟାର ଙ୍କ ପାଇଁ ଫ୍ୟାନ୍ସ କଲେଣି ପ୍ରାର୍ଥନା,

ଓଡିଶା ଜନ ମତ ବ୍ୟୁରୋ ,

 ଜୁନିଅର ସୁପର ଷ୍ଟାର  ଏନ ଟି ଆର ଙ୍କ ଅସୁସ୍ଥ ଖବର ପ୍ରସାରିତ ପରେ ତାଙ୍କର ଫେନ୍ସ ମାନଙ୍କ ମନରେ ଭରି ଯାଇଛି ଦୁଃଖ | ସେମାନେ ଭିନ୍ନ, ଭିନ୍ନ   ସ୍ଥାନରେ ତାଙ୍କରି ଆରୋଗ୍ୟ କାମନା କରି ପୂଜା,, ପାର୍ଥନା  ସାମୁହିକ ଭାବେ ଆରମ୍ଭ କରିଛନ୍ତି | ତେବେ ଜୁନିଅର ଏନ ଟି ଆର ନିଜର ଦମଦାର୍ ଆକ୍ସନ୍ ଏବଂ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତା କେଉଁ କାରଣ ପାଇଁ ଆଘାତର ଶିକାର ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ କିଛି ସୂତ୍ରରୁ ସୁଟିଂ ବେଳେ ଏବଂ ଅନ୍ୟ କିଛି ସୂତ୍ରରେ ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ସମୟରେ ଆଘାତର ଶିକାର ହୋଇଛନ୍ତି ବୋଲି କୁହାଯାଉଛି ।ନାଟୁ, ନାଟୁ ଗୀତରେ ନାଚି ସାରା ଦୁନିଆକୁ ନଚାଇଥିବା ଦକ୍ଷିଣ ଭାରତ ସିନେମାର ଜଣାଶୁଣା ମେଗାଷ୍ଟାର ଜୁନିଅର୍ ଏନଟିଆରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏନଟିଆରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା କାରଣରୁ ଡାକ୍ତରମାନେ ତାଙ୍କୁ କିଛି ସପ୍ତାହ ପାଇଁ ବେଡ୍ ରେଷ୍ଟ୍ ନେବାକୁ ପରାମର୍ଶ ଦେଇଛନ୍ତି । ଏହି ଖବର ଶୁଣିବା ପରେ ଅଭିନେତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ନିଜର ଦମଦାର୍ ଆକ୍ସନ୍ ଏବଂ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତା କେଉଁ କାରଣ ପାଇଁ ଆଘାତର ଶିକାର ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ କିଛି ସୂତ୍ରରୁ ସୁଟିଂ ବେଳେ ଏବଂ ଅନ୍ୟ କିଛି ସୂତ୍ରରେ ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ସମୟରେ ଆଘାତର ଶିକାର ହୋଇଛନ୍ତି ବୋଲି କୁହାଯାଉଛି । ତାଙ୍କର ଏହି ସ୍ୱାସ୍ଥ୍ୟ ସମସ୍ୟା ଓ ଆଘାତକୁ ନେଇ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଅପଡେଟ୍ ଜାରି କରାଯାଇଛି । ଯେଉଁଥିରେ ତାଙ୍କୁ ୬ ରୁ ୮ ସପ୍ତାହ ପର୍ଯ୍ୟନ୍ତ କାମରୁ ଦୂରେଇ ରହି ଡାକ୍ତରଙ୍କ ପରାମର୍ଶ ମାନିବାକୁ କୁହାଯାଇଛି।ଏହି ଦୁର୍ଘଟଣା ଯୋଗୁଁ ତାଙ୍କର ଆଗାମୀ ସିନେମାଗୁଡ଼ିକର ସୁଟିଂ କାମ କିଛି ସମୟ ପାଇଁ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଅଭିନେତାଙ୍କ ପ୍ରଶଂସକ ମାନେ ସୋସିଆଲ ମିଡିଆରେ ତାଙ୍କର ଶୀଘ୍ର ଆରୋଗ୍ୟ ଏବଂ ସୁସ୍ଥ ଜୀବନ କାମନା କରି ବିଭିନ୍ନ ପ୍ରକାରର ପ୍ରାର୍ଥନା ଓ ମେସେଜ୍ ସେୟାର କରୁଛନ୍ତି । ଡାକ୍ତରମାନେ ମତ ଦେଇଛନ୍ତି ଯେ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଶାରୀରିକ ବିଶ୍ରାମ ଏବଂ ଫିଟନେସ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଜରୁରୀ । ତାଙ୍କର ଟିମ୍ ପକ୍ଷରୁ ମଧ୍ୟ ପ୍ରଶଂସକମାନଙ୍କୁ ଆଶ୍ୱସନା ଦିଆଯାଇଛି ଯେ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ଏବଂ ସେ ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ନିଜର ଦମଦାର୍ ଅନ୍ଦାଜରେ ଫେରିବେ ।ଜୁନିୟର୍ ଏନଟିଆରଙ୍କ ଫିଲ୍ମ ବିଷୟରେ ଯଦି କହିବା ତାହେଲେ ସେ ଶେଷ ଥର ୱାର୍ ୨ ସିନେମାରେ ନଜର ଆସିଥିଲେ ଯାହା ଫ୍ଲପର ସାମ୍ନା କରିଥିଲା । ଅଭିନେତା ଏବେ ୨୦୨୭ରେ ଡ୍ରାଗନ୍ ସିନେମାରେ ନଜର ଆସିବେ |

News Comment

You Might Also Like

BACK TO TOP