Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଅମୀର ଖାନ ପୁଣି ତୃତୀୟ ବିବାହ କରିବେ ବୋଲି ବଲିଉଡ ରେ ଚର୍ଚ୍ଚା |

02-Dec-2025

ବଲିଉଡ ର ସୁପର ଷ୍ଟ୍ରର ହୋଇ ଥିବା  ଅମୀର ଖାନ ତୃତୀୟ ମହିଳାଙ୍କୁ ବାହାହେବେ ବୋଲି ଚର୍ଚ୍ଚା,

        ଓଡିଶା ଜନ ମତ ବ୍ୟୁରୋ,

 ଅତୀତରେ ଏବଂ ଏବେବି ଲୋକଙ୍କ ହୃଦୟ କୁ ଜିଣିଥିବା ଓ ସବୁଥିରେ ପାରଙ୍ଗମ ଦେଖାଇ ବଲିଉଡରେ  ନିଖୁଣ ଅଭିନୟ କରିପାରୁଥିବା ତଥା ସୁପରଷ୍ଟାର ଭାବେ ଜଣାଶୁଣା ଆମୀର ଖାନ ତାଙ୍କ ପ୍ରଫେସ ନାଲ ଲାଇଫ ସହିତ ପର୍ସନାଲ ଲାଇଫକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। ଦୀର୍ଘ ଦିନ ହେଲା ସେ ଫିଲ୍ମରୁ ଦୂରରେ ଅଛନ୍ତି। ତଥାପି ସେ ବଡ଼ ପରଦାକୁ ପୁଣି ଫେରି ବାକୁ ପ୍ରସ୍ତୁତିରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆମୀର ଖାନ ଦୁଇଟି ବିବାହ କରିଛନ୍ତି ଓ ଦୁଇ ପତ୍ନୀଙ୍କ ଠାରୁ ତାଙ୍କର ତଲାକ ହୋଇ ସାରିଛି। ଏହା ମଧ୍ୟରେ ଆମୀର ଲଭ ଲାଇଫ କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ପୁଣି ଥରେ ପ୍ରେମରେ ପଡିଛନ୍ତି ଓ ଏହି ସମ୍ପର୍କକୁ ନେଇ ସେ ବେଶ୍ ସିରିୟସ୍ ମଧ୍ୟ ଅଛନ୍ତି।
ଅତୀତ ରିପୋର୍ଟକୁନଜର  କଲେ ଆମୀର ଖାନଙ୍କ ଜୀବନରେ ରୀନା ଦତ୍ତ ଓ କିରଣ ରାଓଙ୍କ ପରେ ଆଉ ଜଣେ ଯୁବତୀଙ୍କ ଏଣ୍ଟ୍ରି ହେବାକୁ ଯାଉଛନ୍ତି । ଯଦି ଆପଣ ଭାବୁଥାନ୍ତି ଏହି ମହିଳା ଦଙ୍ଗଲ ଗାର୍ଲ ଫାତିମା ସନା ଶେଖ ତେବେ ଆପଣ ଭୁଲ ଭାବୁଛନ୍ତି। ୫୯ ବର୍ଷ ବୟଷ୍କ ଅଭିନେତାଙ୍କ ଜୀବନରେ ଗୌରୀ ନାମ୍ନୀ ଜଣେ ଯୁବତୀଙ୍କ ଏଣ୍ଟ୍ରି ହୋଇଛି। ଏହି ଗୌରୀ ଶାହରୁଖ ଖାନଙ୍କ ପତ୍ନୀ ନୁହନ୍ତି ବରଂ ଆଉ ଜଣେ କେହି। କୁହାଯାଉଛି    ଅମୀର ଏହି ଯୁବତୀଙ୍କ ସହିତ ସିରିୟସ ରିଲେସନରେ ଅଛନ୍ତି। ଯଦି ଏ କଥା ସତ୍ୟ ସାବ୍ୟସ୍ତ ହୁଏ ତେବେ ଆମୀର ଙ୍କ ଜୀବନରେ ପୁଣି ଥରେ ଶାହାନାଈ ବାଜିବ।
ଉଲ୍ଲେଖଯୋଗ୍ୟ ଯେ ଆମୀର ଖାନଙ୍କ ମିଷ୍ଟ୍ରି ଗାର୍ଲଙ୍କର ବଲିଉଡ ସହିତ କୌଣସି ସମ୍ପର୍କ ନାହିଁ। ସେ ବେଙ୍ଗାଲୁରୁ ର ବାସିନ୍ଦା ଓ ଅଭିନେତା ତାଙ୍କୁ ନିଜ ପରିବାରଙ୍କ ସହ ମିଶାଇଛନ୍ତି। ସୂଚନା ଅନୁସାରେ ଆମୀର ଏହି ସମ୍ପର୍କକୁ ନେଇ ବେଶ୍ ସିରିୟସ୍ ଅଛନ୍ତି। ଏଥ୍ ପାଇଁ ସେ ଗୌରୀଙ୍କୁ ତାଙ୍କ ପରିବାର ସହ ମିଳାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଆମୀରଙ୍କ ପକ୍ଷରୁଏହି ସମ୍ପର୍କକୁ ନେଇ କୌଣସି      ସ୍ପଷ୍ଟିକରଣ ଦିଆଯାଇ ନାହିଁ। ହେଲେ ଅଭିନେତା ଙ୍କ ଫ୍ୟାନ ଙ୍କ ଲାଗି ଏହା ଏକ ବଡ଼ ଖବର ନିଶ୍ଚିତ। ଆମୀର ଖାନ ୧୯୮୬ ମସିହାରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ଆମୀର ଓ ରୀନାଙ୍କର ଗୋଟିଏ ଝିଅ ଇରା ଓ ଗୋଟିଏ ପୁଅ ଜୁନୈଦ ଅଛନ୍ତି। ତେବେ ବିବାହର ପ୍ରାୟ ୧୬ ବର୍ଷ ପରେ ସେମାନଙ୍କ ତଲାକ ହୋଇଥିଲା। ଏହା ପରେ ଆକ୍ଟର ୨୦୦୫ ମସିହାରେ ଫିଲ୍ମ ମେକର କିରଣ ରାଓଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହ ମଧ୍ଯ ବେଶି ଦିନ ଚାଲି ପାରି ନଥିଲା। ଏହି ବିବାହରୁ ଆମୀରଙ୍କର ଏକ ପୁଅ ହୋଇଥିଲା ତାର ନାମ ଆଜାଦ। ୨୦୨୧ରେ କିରଣ ଓ ଆମୀରଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଆମୀର ଦୁଇ ପତ୍ନୀଙ୍କଠାରୁ ତଲାକ ନେଇସାରିଥିଲେ ବିସେମାନଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି।୨୦୨୧ରେ କିରଣଙ୍କ ଠାରୁ ତଲାକ ନେବା ପରେ ଆମୀରଙ୍କ ନାମ ଦଙ୍ଗଲ ଗାର୍ଲ ଫାତିମା ସନା ଶେଖଙ୍କ ସହ ଯୋଡି ହୋଇଥିଲା। ତେବେ ଏହା ପରେ ଗୁଜବ ବୋଲି ଜଣା ପଡିଥିଲା। ହେଲେ ଏବେ ଦେଖ‌ିବା କଥା ହେଉଛି ଆମୀର ତୃତୀୟ ବିବାହ କରୁଛନ୍ତି କି ଏହା ବି ଏକ ଗୁଜବ ତାହାଦେଖିବାକୁ ଓ ଶୁଣିବାକୁ ବାକି ରହିଛି | ପ୍ରକୃତରେ ସେ ତୃତୀୟ ଥର ବାହାହେବେ ନା ପୁଅଝିଅ ଙ୍କ ସ୍ୱପ୍ନ କୁ ସାକାର କରିବେ ତାହା ସମୟ କହିବ ||

News Comment

You Might Also Like

BACK TO TOP