Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଖବର ପ୍ରସାରଣ ପରେ ଆକ୍ସନ ମୁଡ଼ ରେଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ |

02-Dec-2025

ଖବର ପ୍ରସାରଣ ପରେ ଆକ୍ସନମୁଡ଼ ରେ ଜିଲ୍ଲା ଶିକ୍ଷ୍ୟାବିଭାଗ,

ତୁରନ୍ତ ରିଲିଭ ହୋଇ ନୂତନ ସ୍କୁଲ ରେ ଯୋଗ ଦେବାପାଇଁ ନିର୍ଦ୍ଦେଶ,
ଅର୍ଡର ମାନିବାରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ.

 ଓଡିଶା ଜନ ମତ,କୋଦଳା, ସୂର୍ଯ୍ୟନାରାୟଣ ବଡୁ,

ଧନ୍ୟବାଦ ଗଞ୍ଜାମ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ, କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷ୍ୟକଙ୍କ ବଦଳି କାୟମ ରଖି ଶୀଘ୍ର ନୂତନ ସ୍କୁଲ ରେ ଯୋଗଦେବା ସହିତ କାହିଁକି ହୋଇଥିବା ନିର୍ଦ୍ଦେଶନାମା କୁ ବେଖାତିର କରି ସରକାରଙ୍କ ନିର୍ଦ୍ଦେଶ କୁ ନ ମାନି ଆଜି ପର୍ଯ୍ୟନ୍ତ କାହିଁକି ପୁରୁଣା ସ୍କୁଲ ଛାଡିନଥିଲେ  ଆସନ୍ତା 5 ତାରିଖ ସୁଦ୍ଧା ତାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷ୍ୟା ଅଧିକାରୀ , ଡିଇଓ ଙ୍କ ପତ୍ର ସଂଖ୍ୟା 24693 ତା 02/12/2025 ପ୍ରକାରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାର ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଛି !
ପ୍ରକାଶ ଥାଉ କି ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷ୍ୟକ ସୂର୍ଯ୍ୟ ନାରାୟଣ ଯେନା ଙ୍କ ବିଭିନ୍ନ ବିବାଦୀୟ ଅଭିଯୋଗ ପ୍ରକାରେ ଜିଲ୍ଲା ଶିକ୍ଷ୍ୟାଧିକାରୀ ବ୍ରହ୍ମପୁର ଙ୍କ ଚିଠି ସଂଖ୍ୟା 19710 --06/10/2025 ପ୍ରକାରେ  କାଲିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟ କୁ ବଦଳି ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ଏହାକୁ ସେ ଗ୍ରହଣ କରିବାକୁ ନାରାଜ ଥିଲେ,ଏହାର ପ୍ରଶ୍ନ ରେ ଆମ ପ୍ରତିନିଧିଙ୍କୁ ସେ କହିଥିଲେ ଯେ ବିଧାୟକ କହିଛନ୍ତି ତୁମ ଅର୍ଡର କେନସିଲ ହେବ ଆଉଗୋଟିଏ ଅର୍ଡର ଆସିବା ପର୍ଯ୍ୟନ୍ତ ଏଠାରେ ରୁହନ୍ତୁ ବୋଲି ଏବଂ ସିନିଅର ଶିକ୍ଷକଙ୍କୁ କାହିଁକି ଦାଇତ୍ୱ ପ୍ରଦାନ କରୁନାହାନ୍ତି ପ୍ରଶ୍ନ ରେ ପ୍ରଧାନ ଶିକ୍ଷକ ଶ୍ରୀ ଯେନା ଉତ୍ତର ଦେଇ କହିଛନ୍ତି ଯେ ମୋର କିଛି କାମ ର ବକେୟା ଅର୍ଥ ସରକାର ଙ୍କ ଉପରେ ରହିଛି ମୋତେ ମିଳିନାହିଁ, ବକେୟା ଅର୍ଥ ମିଳିଲେ ହିଁ ମୁଁ ଦାଇତ୍ୱ ହସ୍ତାନ୍ତର କରିବି ! ବହୁ ପୁରାତନ ଏହି ନୋଡାଲ ହାଇସ୍କୁଲ ବହୁ ଅସୁବିଧାରେ ଗତି କରିବା ସହ ଶିକ୍ଷକ ଅଭାବ ସାଙ୍ଗକୁ ସ୍ଥାୟୀ ପ୍ରଧାନ ଶିକ୍ଷକ ଓ ଗଣିତ ଶିକ୍ଷକ ନଥିବା ତା ସହିତ ହିନ୍ଦୀ ଶିକ୍ଷକ କୁମାରୀପାରି ସ୍କୁଲ ରୁ ଡେପୁଟେଶନ ହେଇଛି ଓ ସଂସ୍କୃତ ଶିକ୍ଷକ ମ୍ୟାଟରନିଟି ଲିଭ ରେ ଥିବା ଯୋଗୁଁ ସେହି ଜାଗାରେ ସ୍ୱର୍ଣ୍ଣମୟି ହାଇ ସ୍କୁଲ ରୁ ଆସୁଥିଲେ । ଏହି ଖବର ଆମ୍ଭ ଖବର କାଗଜ ରେ ପ୍ରକାଶିତ ହେବା ପରେ ଅଭିଯୋଗ ଜାଣିବା ପରେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଏହାକୁ ଗୁରୁତ୍ୱ ଦେଇ ନିଜେ କହିଥିବା ନିର୍ଦ୍ଧିଷ୍ଟ ସମୟ ରେ ଦୁଇ ଶିକ୍ଷକ ଙ୍କୁ ନିଯୁକ୍ତି କରିଥିବା ବେଳେ, ଆଜି ଏହି ଗୁରୁତ୍ୱ ପୁର୍ଣ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ନେଇ ଅଞ୍ଚଳ ବାସି ଖୁସିବ୍ୟକ୍ତ କରିଛନ୍ତି  ତତ ସହିତ ଆଉ ଏକ ଅଭିଯୋଗ ମଧ୍ୟରେ ଏହି ବିଦ୍ୟାଳୟ ରେ ସେହିଦିନ ହିଁମଧ୍ୟାହ୍ନ ଭୋଜନ ପରିଚାଳନାରେ ଘୋର ଅନିୟମିତତା ଅଭିଯୋଗ ହୋଇଥିଲା। ସରକାରୀ ନିୟମ ଅନୁସାରେ ପ୍ରତି ସପ୍ତାହର ସୋମ, ବୁଧ ଓ ଶୁକ୍ରବାର ପିଲାମାନଙ୍କୁ ଅଣ୍ଡା ଦିଆଯିବାକୁ ନିୟମ ଥିବା ବେଳେ ବହୁ ସମୟ ରେ ଅଣ୍ଡା ଦିଆ ହେଉନଥିଲା ।ଛାତ୍ର ଛାତ୍ରୀ ଏବଂ ଅଭିଭାବକଙ୍କ ଅଭିଯୋଗ ପରେ ମଧ୍ୟାନ୍ନ ଭୋଜନ ଟଙ୍କା ଠିକ ରେ ମିଳୁନଥିବାରୁ ପିଲାଙ୍କୁ ଅଣ୍ଡା ବାଣ୍ଟିବାରେ ଅସୁବିଧା ହେଉଛି ବୋଲି ସଫେଇ ଦେଇଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ! ଏହାକୁ ନେଇ ବେଗୁନିଆପଡା ବ୍ଲକ ଶିକ୍ଷ୍ୟା ଅଧିକାରୀ ରୃଦ୍ର ନାରାୟଣ ସାହୁ ଙ୍କ ସହିତ ଯୋଗାଯୋଗ କରା ଯାଇଥିଲା ଏବଂ ସେ କହିଥିଲେ ଯେ ମୁଁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି କିନ୍ତୁ କାର୍ଯ୍ୟାନୁଷ୍ଠାନ କଣ ଗ୍ରହଣ କରିବେ ଆମ ପ୍ରତିନିଧିଙ୍କ ଫୋନ ଉଠାଇ  କେତେବେଳେ ବ୍ୟସ୍ତ ଅଛି, କେତେବେଳେ ଛୁଟିରେ ଅଛି କହି ଫୋନ କାଟିଦେଉଛନ୍ତି ! ଲାଗୁଥିଲା ସତେ ଯେପରି ଏହାଙ୍କୁ ଜାଣତ ରେ ଏମିତି ଚାଲିଥିଲା ,ଦୟାକରି ଏହି ଅଭିଯୋଗ ର ସତ୍ୟାସତ୍ୟ ଜାଣିବା ପାଇଁ ଜିଲ୍ଲା ଶିକ୍ଷ୍ୟା ବିଭାଗ ଦ୍ୱାରା ଏକ ଟିମ ଗଠନ କରି ବିଦ୍ୟାଳୟ କୁ ଆସି ସମସ୍ତ ଅଭିଯୋଗ କୁ ଅନୁଧ୍ୟାନ କରି ଉଚିତ ନିଷ୍ପତ୍ତି ନେଇ ଦୃଢ଼ କାର୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଙ୍କ ସମେତ ଏନଏସି ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ ଅନୁରୋଧ କରିଛନ୍ତି   !

News Comment

You Might Also Like

BACK TO TOP