Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଦୁବାଇ ମାଟିରେଏଣିକି ଶୁଭିବ ସମ୍ବଲପୁରୀ ସଙ୍ଗୀତ ର ସ୍ୱର |

27-Sep-2026

ଦୁବାଇ ମାଟିରେ ୧ ଟଙ୍କିଆ ସଂଗୀତ ସ୍କୁଲ ଟିମ୍

ସ୍ୱାଗତ କଲେ ନୂଆଁଖାଇ ପରିବାର ସଦସ୍ୟ ପ୍ରଶାନ୍ତ ଓ ଦିନେଶ

ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ
ମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ଦୁବାଇ ମାଟିରେ ଏବେ ଶୁଭିବ ସମ୍ବଲପୁରୀ ସଙ୍ଗୀତର ସୁର ଓ ନୃତ୍ୟର ତାଳ। ଚଳିତ ବର୍ଷର ନୂଆଁଖାଇ ଭେଟଘାଟକୁ ଆହୁରି ରଙ୍ଗାରଙ୍ଗ ଓ ଆକର୍ଷଣୀୟ କରିବା ପାଇଁ ନୂଆଁଖାଇ ପରିବାର, ଦୁବାଇ ପକ୍ଷରୁ ପଦ୍ମପୁର ଅଞ୍ଚଳର ପ୍ରସିଦ୍ଧ ୧ ଟଙ୍କିଆ ସଂଗୀତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି।

ଏହି ଅବସରରେ ୧ ଟଙ୍କିଆ ସଂଗୀତ ସ୍କୁଲର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଦୁବାଇ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ  ସ୍ୱାଗତ କରିଥିଲେ ନୂଆଁଖାଇ ପରିବାରର ସଦସ୍ୟ ପ୍ରଶାନ୍ତ କୁମାର ମେହେର ଓ ଦିନେଶ ନାଏକ।

ନୂଆଁଖାଇର ପରମ୍ପରା ଓ ମାଟିର ମହକକୁ ବିଦେଶ ମାଟିରେ ପହଞ୍ଚାଇବା ଲକ୍ଷ୍ୟରେ ସୁରେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀମାନେ ସାଙ୍ଗରେ ନେଇଯାଇଛନ୍ତି ନୂଆଁ ଧାନ, କୁରେ ପତ୍ର, କୁଲା ଓ ନୂଆଁ ଚରା। ଏହା ମାଧ୍ୟମରେ ଦୁବାଇ ମାଟିରେ ମଧ୍ୟ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରମ୍ପରାର ମହକ ଅନୁଭୂତ ହେବ।

ପଦ୍ମପୁର ମାଟିରୁ ଆରମ୍ଭ ହୋଇଥିବା ୧ ଟଙ୍କିଆ ସଂଗୀତ ସ୍କୁଲର ଏହି ଅଭିନବ ପ୍ରୟାସ ଏବେ ବିଦେଶ ମାଟିରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ଓ ପ୍ରସାରର ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ନୂଆଁଖାଇ ଭେଟଘାଟରେ ଛାତ୍ରଛାତ୍ରୀମାନଙ୍କ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଦୁବାଇରେ ଉପସ୍ଥିତ ପ୍ରବାସୀ ଓଡ଼ିଆ ଏବଂ ସମ୍ବଲପୁରୀପ୍ରେମୀଙ୍କ ମନ ଜିଣିବ ବୋଲି ଆଶା ପ୍ରକାଶ ପାଇଛି।

ଦୁବାଇ ମାଟିରେ ନୂଆଁଖାଇର ମହକ, ସମ୍ବଲପୁରୀ ସୁରର ଝଙ୍କାର ଓ ନୃତ୍ୟର ତାଳରେ ଝୁମିବେ ପ୍ରବାସୀ ସମ୍ବଲପୁରୀଆ।

News Comment

You Might Also Like

BACK TO TOP