Breaking News

17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||     

ଯୁକ୍ରେନ ରେ ହଠାତ ବଦଳିଗଲା କୁକୁର ମାନଙ୍କ ରଙ୍ଗ |

06-Nov-2025

ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ, ଯୁକ୍ରେନ ରେ  ହଠାଥ ବଦଲିଳା କୁକୁର ର ରଙ୍ଗ,

         ଓଡିଶା ଜନ ମତ ବ୍ୟୁରୋ,

ଯେଉଁ ଯୁକ୍ରେନ ସହର ରେ ବାସ କରୁଥିବା ଲୋକମାନେ ବର୍ତମାନ ଜିଇଁକିମରୁଛନ୍ତି, କାରଣ ରୁଷର ଆକ୍ରମଣ  ରେ ସବୁ ଜଳି ପୋଡି ପାଉଁଶ ହୋଇ ଯାଇଛି |  ଯେଉଁଠାରେ ମଣିଷ ପାଦ ଦେବା ପାଇଁ  ମଧ୍ଯ ଭୟ କରନ୍ତି, ସେହି ସ୍ଥାନରେ ଘଟିଛି ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି  | ତାହା ହେଉଛି କୁକୁରମାନେ ଏବେ ନୀଳ ରଙ୍ଗରହୋଇଯାଉଛନ୍ତି। କ‌ଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ସତ । ୟୁକ୍ରେନର ଚେନୋବିଲରେ କୁକୁରଙ୍କ ଲୋମ ନୀଳ ହୋଇଯାଉଛି। ସେହି  ଅଞ୍ଚଳରେ ୩୯ ବର୍ଷ ପୂର୍ବେ ବିଶ୍ଵର ସବୁଠାରୁ ଖରାପ ପରମାଣୁ ବିପର୍ଯ୍ୟୟ ଘଟିଥିଲା। ଏବେ ପ୍ରଶ୍ନ ଉଠୁଛି ଏହା ସେହି ବିକିରଣର ପ୍ରଭାବ ନା ଅନ୍ୟ କୌଣସି ରହସ୍ୟମୟ ରାସାୟନିକ ପରି ବର୍ତ୍ତନ । ୟୁକ୍ରେନର ଚେନୌବିଲକୁ ବିଶ୍ବର ସବୁଠାରୁ ବିପଦପୂର୍ଣ ଅଞ୍ଚଳ ଭାବରେ ବିବେଚନା କରାଯାଏ। ଏଠାରେ ଗତ କିଛିଦିନ ହେବ କିଛି କୁକୁର ସମ୍ପୂର୍ଣ୍ଣନୀଳ ହୋଇଯାଇଛନ୍ତି। ଅନ୍ୟ କିଛି କୁକୁରଙ୍କ ଲୋମରେ ଏକ ସ୍ପଷ୍ଟ ନୀଳ ଆବରଣ ଅଛି। ଏହି ଘଟଣା ବୈଜ୍ଞାନିକ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଉଭୟଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି କୁକୁରମାନେ ୧୯୮୬ ମସିହାରେ ଚେନୋବିଲ ପରମାଣୁ ବିପର୍ଯ୍ୟୟ ପରେ ଛାଡିଯାଇ ଥିବା ପରବର୍ତ୍ତୀ ପିଢ଼ିର ପ୍ରାଣୀ। ଆଜି ପ୍ରାୟ ୧୮ ବର୍ଗ ମାଇଲ ପ୍ରତିବନ୍ଧିତ ଅଞ୍ଚଳରେ ପ୍ରାୟ ୭୦୦ କୁକୁର ବାସ କରନ୍ତି। ସେମାନଙ୍କ ଯନ୍ ନେଉଥିବା ସ୍ୱେଚ୍ଛାସେବୀ ଗୋଷ୍ଠୀମାନେ  ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି | ଏହି ଭିଡିଓରେ ନୀଳ ଲୋମ ଥିବା କରିଥିବା କିଛି କୁକୁର ଦେଖାଯାଉଛି। ଏହି ପୋଷ୍ଟରେ ଲେଖାଅଛି, ଗତ ସପ୍ତାହରେ କୁକୁରମାନେ ନୀଳ ବର୍ଣ୍ଣ ହୋଇଛନ୍ତି। ଏହି ଭିଡିଓରେ ନୀଳ ଲୋମ ନ ଥିଲେ | ଏହା କିପରି ଘଟିଥିଲା ତାହା ଆମେ ଜାଣିନାହୁଁ, କିନ୍ତୁ ଆମେ ତଦନ୍ତ କରୁଛୁ। ପ୍ରାରମ୍ଭରେ ଲୋକମାନେ ଏହାକୁ ବିକିରଣକୁ ଦାୟୀ କରିଥିଲେ, କିନ୍ତୁ ବୈଜ୍ଞାନିକମାନେ ତୁରନ୍ତ ଏହି ସମ୍ଭାବନାକୁ ଖାରଜ କରି ନ ଥିଲେ।ବୈଜ୍ଞାନିକମାନେ କହିଛନ୍ତି, ରାସାୟନିକ ସଂସ୍ପର୍ଶ ଏକ ସମାନ ଦୃଢ଼ ସମ୍ଭାବନା । ଏହା ସମ୍ଭବ ଯେ, କୁକୁର ମାନେ ଶିଳ୍ପ ଆବର୍ଜନା, ଧାତୁ କିମ୍ବା ତମ୍ବା ସଲଫେଟ ଭଳି ରାସାୟନିକ ପଦାର୍ଥ ସହିତ  ସଂସ୍ପର୍ଶ ରେ ଆସି ଥାଇପାରନ୍ତି । ଚେର୍ମୋବିଲ ଅଞ୍ଚଳରେ ଏବେ ବିଅନେକ ପୁରୁଣା କାରଖାନାର ଅବଶେଷ ରହିଛି। ଏହା ସମ୍ଭବ ଯେ, କୁକୁରମାନେ ଏପରି ସ୍ଥାନରେ ଆଶ୍ରୟ ନେଇଥିବେ। ଯେଉଁ ଠାରେ ରାସାୟନିକ ଲିକ ହୋଇଥିଲା । ଏପର୍ଯ୍ୟନ୍ତ କୌଣସି କୁକୁରଙ୍କୁ ଧରାଯାଇ ନାହିଁ ଏବଂ ପରୀକ୍ଷା କରାଯାଇ ନାହିଁ । ନମୁନା ପ୍ରାପ୍ତ ହେବା ପରେ ହିଁ ସ୍ପଷ୍ଟ ହେବ ଯେ, ଏହି ପରିବର୍ତ୍ତନ ଜୈବିକ କିମ୍ବା କେବଳ ଏକ ବାହ୍ୟ ରାସାୟନିକ ପ୍ରଭାବ ଏହି ପରିବର୍ତ୍ତନ ବିକିରଣ ସହିତ ଜଡିତ। ତେବେ ଏହା ଏକ ପ୍ରମୁଖ ଆବିଷ୍କାର ହୋଉ ପରେ |

News Comment

You Might Also Like

BACK TO TOP