Breaking News

ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||     

କବିସୂର୍ଯ୍ୟ ନଗର ଥାନା ଗୁଡ଼ିଆ ପଲ୍ଲୀର ଜଣେ ବ୍ୟକ୍ତି ସୁରଥ ନିକଟଓଦେନା ରେଳ ଷ୍ଟେସନ ରୁ ନିଖୋଜ |

04-Sep-2025

ନିଖୋଜ ମୂଷା ପାତ୍ର ଙ୍କ ବିଷୟରେ କୌଣସି ବ୍ୟକ୍ରି ଜାଣିଲେ ଖବର ଦେବାକୁ ଅନୁରୋଧ |

କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ  ଗୁଡ଼ିଆ ପଲି ଗ୍ରାମର  ମୂଷା ପାତ୍ର ସୁରଥ ରୁ ଓଦେନା ରେଳ ଷ୍ଟେସନ, ପ୍ଲାଟ ଫର୍ମ ନଂ- 4 ରୁ ଟ୍ରେନରେ ବସି ଘରକୁ ଆସୁଛି ବୋଲି ପରିବାର ଲୋକଙ୍କୁ ଜଣାଇବାର ଆଜକୁ 7ଦିନ ବିତିଯାଇଥିଲେ ମଧ୍ୟ  ଘରେ ପହଞ୍ଚି ନଥୁବା ସମନ୍ଧରେ ତାଙ୍କ ସ୍ତ୍ରୀ ଶ୍ରୀମତ ସାବିତ୍ରୀ ପାତ୍ର ମୂଷା ପାତ୍ର ଗ୍ରାମ-ଗୁଡିଆପଲି ପୋଷ୍ଟ-ବୁଢାମ୍ବ ଥାନା- କବିସୂର୍ଯ୍ୟନଗର, ଜିଲ୍ଲା- ଗଞ୍ଜାମ,ଗତ ତା-31.07.2025 ରିଖରେ ମୋର ସ୍ବାମୀ ମୂଷା ପାତ୍ର ସୁରତରୁ ଓଦେନା ରେଳ ଷ୍ଟେସନ,ପ୍ଲାଟ ଫର୍ମ ନଂ- 4 ରୁ ଟ୍ରେନରେ ମୋର ସମ୍ପ୍ରକୀୟ ଭଣଜା ବସାଇଲା ପରେ ମୋର ସ୍ୱାମୀ ମୋତେ ଫୋନ କରିକହିଲେ ଯେ ମୋତେ ଟିଟି ଧରି ପୁଲିସ ବାଡାମରା କରୁଛି  ମୋର ଟିକେଟ କେଉଁଠି ପଡ଼ି ଯାଇଛି ବୋଲି ମୋତେ ଫୋନ କରି ଜଣାଇଲା ପରେ ଫୋନ ସୁଇଛି ଅଫ ହୋଇଯାଇଛି |  ଆଜକୁ 7ଦିନ ହେଲା ମୋ ସ୍ବାମୀ ଘରେ ପହଞ୍ଚି ନଥୁବା  ଯୋଗୁଁ ଘରେ ସମସ୍ତେ ବ୍ୟସ୍ତ, ବିବ୍ରତ ହୋଉ ରହିଛନ୍ତି  | ଏହିବିଷୟ ରେ ତାଙ୍କ ସ୍ତ୍ରୀ କବିସୂର୍ଯ୍ୟନଗର ଥାନାରେ ମଧ୍ୟ ଏତଲା ଦେଇଛନ୍ତି |ଯଦି କୌଣସି ବିକ୍ତି, ମୋ ସ୍ୱାମି ଙ୍କବିଷୟରେ ସନ୍ଧାନ ପାଇଲେ ମୋତେ ଜଣାଉବାକୁ ସମସ୍ତଙ୍କୁ ନିବେଦନ କରୁଛି  | | ସେ ସୁରଥ ରୁ ଆସିଲା ବେଳେ ଗୋଟିଏ କଳା ଫୁଲ ପେଣ୍ଟ ଓ ପୁଲ -ସର୍ଟ ପିନ୍ଧିଥିଲେ ମୋର ସ୍ଵାମୀଙ୍କ ଉଚଟା 5 ଫୁଟ 8 ଇଞ୍ଚ ହେବ, ଦେହର ରଙ୍ଗ କଳା, ପତଳାଶରୀର,ସୁରଥ ରୁ ଆସିବା ବେଳେ ହାତରେ ଗୋଟିଏ ବେଗରେ ସମାନ ପତ୍ର ଧରିଥିଲେ, ବର୍ତମାନ ମୋର ସ୍ୱାମୀଙ୍କୁ ରେଳବାଇ ପୁଲିସ ଅଟକ ରଖୁଛି ନା କେଉଁ ଆଡେ ନିଖୋଜ ହୋଇଯାଇଛିନ୍ତି  ମୋର ସ୍ବାମୀଙ୍କ କୌଣସି ସନ୍ଧାନ ପାଇ ପାରିଲୁ ନାହିଁ, ମୁଁ ଓ ମୋର ପରିବାର ସଦସ୍ୟ ମାନେ ବହୁ କଷ୍ଠରେ ମାନସିକ ଯନ୍ତ୍ରଣାରେ ରହିଛୁ ।ଯଦି କୌଣସି ବ୍ୟକ୍ତି ମାନେ କେଉଁଠି ମୂଷା ପାତ୍ରଙ୍କର ନିଖୋଜ  ଖବର ପାଆନ୍ତି ତେବେ ଏହି ନଂ  9637850582ରେ ଯୋଗାଯୋଗ କରିବାକୁ ତାଙ୍କ ପରିବାର ନିବେଦନ କରିଛନ୍ତି |

News Comment

You Might Also Like

BACK TO TOP