Breaking News

ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||     

କନ୍ଧମାଳ ଜିଲ୍ଲରେ 3797 ଚାଷୀ ପଞ୍ଜିକରଣ, ରାଜ୍ୟରେ ସର୍ବନିମ୍ନ ଗତବର୍ଷ ତୁଳନା ରେ ବୃଦ୍ଧି |

26-Aug-2025

କନ୍ଧମାଳରେ ୩,୭୯୭ ଚାଷୀ ପଞ୍ଜୀକରଣ: ରାଜ୍ୟରେ ସର୍ବନିମ୍ନ, ଗତବର୍ଷ ତୁଳନାରେ ବୃଦ୍ଧି:

ଓଡିଶା ଜନମତ, କନ୍ଧମାଳ,ସଞ୍ଜୟ କୁମାର ପାଣିଗ୍ରାହୀ, ତା, ୨୬/୦୮ :

ଖରିଫ ଧାନ ବିକ୍ରି ପାଇଁ କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାର ବରଗଡ଼ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ୨୦୬ ଜଣ ଚାଷୀ ଓ କନ୍ଧମାଳରେ ସର୍ବନିମ୍ନ ୩,୭୯୭ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଅନଲାଇନ୍ ପଞ୍ଜୀକରଣ କମିବା ପଛରେ ଜିଲ୍ଲାରେ ଦୁର୍ବଳ ମୋବାଇଲ୍ ନେଟୱର୍କ ହିଁ ମୁଖ୍ୟ କାରଣ ବୋଲି କୁହାଯାଇଛି। ଅନ୍ୟପଟେ ଜିଲ୍ଲା କୃଷି ଓ ସମବାୟ ବିଭାଗର ସୂଚନା ଅନୁସାରେ, କନ୍ଧମାଳରେ ଧାନଚାଷ ଉପଯୋଗୀ ଜମିର ପରିମାଣ ଅତି କମ୍| ଏହା ଏକ ମାଳଭୂମି ଅଞ୍ଚଳ ହୋଇଥିବାରୁ ଏଠାରେ ଧାନଚାଷ କମ୍ ହୋଇଥାଏ। ତେବେ ଗତବର୍ଷ ତୁଳନାରେ ଚାଷୀଙ୍କ ପଞ୍ଜୀକରଣ ସଂଖ୍ୟା କିଛି ମାତ୍ରାରେ ବଢ଼ିଛି। ଗତବର୍ଷ ସର୍ବାଧିକ ୨୮୩୪ ଜଣ ଚାଷୀ ପଞ୍ଜୀକରଣ ନାମ ପଞ୍ଜୀକରଣ କରିଥିଲେ | ସମଗ୍ର କନ୍ଧମାଳ ଜିଲ୍ଲାରେ ମୋଟ ୨୩ଟି ସୋସାଇଟି ଜରିଆରେ ଚାଷୀ ନାମ ପଞ୍ଜୀକରଣ କରିଥିଲେ l ସୁତ୍ରା ଲ୍ୟାମ୍ପ୍ସରେ ୪୨୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ସେହିପରି ବାଲିଗୁଡ଼ା ଲ୍ୟାମ୍ପ ରେ ୧୫୧ ଜଣ, ଚକାପାଦରେ ୩୭୧ ଜଣ, ଶଙ୍କରାଖୋଲରେ ୨୭୯ ଜଣ, ବ୍ରାହ୍ମଣୀଗାଁରେ ୭୪ ଜଣ, ଘୁ.ଉଦୟଗିରିରେ ୧୬୧ ଜଣ, ଲିଙ୍ଗାଗଡ଼ରେ ୯୧ ଜଣ, କ.ନୂଆଗାଁରେ ୯୬ ଜଣ, ଗୁଞ୍ଜିବାଡ଼ିରେ ୬୮ ଜଣ, ସାରଙ୍ଗଡ଼ରେ ୧୨୧ ଜଣ, ଖଜୁରୀପଡ଼ାରେ ୧୩୮ ଜଣ, ଦୁତିପଡ଼ାରେ ୧୧୦ ଜଣ, କୋଟଗଡ଼ରେ ୧୮୧ ଜଣ, ଗୋଛାପଡ଼ାରେ ୯୬ ଜଣ, ଫିରିଙ୍ଗିଆରେ ୧୦୯ ଜଣ, ନୂଆପଦରରେ ୫୦ ଜଣ, ଫୁଲବାଣୀରେ ୧୭୩ ଜଣ, ଇନ୍ଦ୍ରଗଡ଼ରେ ୨୭୫ ଜଣ, ରାଇକିଆରେ ୧୩୩ ଜଣ, ଗଡ଼ଗୁଡ଼ାରେ ୧୨୩ ଜଣ, ଟିକାବାଲିରେ ୨୮୬ ଜଣ, ତୁମୁଡ଼ିବନ୍ଧରେ ୨୧୩ ଜଣ ଓ ଝାବାରାଫା ଲ୍ୟାମ୍ପ୍ସରେ ୯୩ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି।

News Comment

You Might Also Like

BACK TO TOP