Breaking News

ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||      ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||   (18-Aug-2026)       ||      ଶୁଭ୍ରା ସେଟ୍ଟି ଙ୍କୁତୃତୀୟ ବିବାହ କରିବେ 20 ବର୍ଷ ରୁ ଅଧିକ ନିର୍ଦେଶକ ଅନୁରାଗ କଶ୍ୟପ |   (18-Aug-2026)       ||      ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||     

ସମା ଗ୍ରାମର ଯୁବକ ଙ୍କ ଦୁର୍ଘଟଣା ରେ ମୃତ୍ୟୁ ଯୋଗୁଁ ଜିଲ୍ଲପାଳ ଙ୍କ ରେଡ଼କ୍ରସ ଫଣ୍ଡ ରୁ ସହାୟତା ପ୍ରଦାନ |

26-Aug-2025

ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କୁ  ଜିଲ୍ଲାପାଳ ଙ୍କ ରେଡ଼କ୍ରସ ଫଣ୍ଡ ରୁ ସହାୟତା ରାଶି ପ୍ରଦାନ  |

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ  ସମା ଗ୍ରାମରେ ଜଣେ 25 ବର୍ଷର ଯୁବକ ଆଲୋକ ରାୟ, ପିତା  ଶ୍ରୀନିବାସ ରାୟ, ନିଜ ଟ୍ରାକ୍ଟର ଧୋଇ ବାକୁ ଯାଇ ଦୁର୍ଘଟଣା ର ଶିକାର ହୋଉ ମୃତ୍ୟୁ ବରଣ କରିଥିଲେ | ଗତ କାଲି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ସମା ଗ୍ରାମରେ  ହେଉଥିଲା ବେଳେ  ଆଲୋକ ରାୟ ଙ୍କ ପିତା ଶ୍ରୀନିବାସ  ସେଠାରେ ଉପସ୍ଥିତ ସମା ସରପଞ୍ଚ ନମିତା କୁମାରୀ ସେଠୀ ଙ୍କୁ କହିବାରୁ ସରପଞ୍ଚ ତହସିଲଦାର  ବିନୋଦ କୁମାର ବେହେରା, ଙ୍କ ସହାୟତା ଲୋଡି ଥିଲେ  |ଏହାଉପରେ ତହସିଲଦାର ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଙ୍କୁ ଏହାଉପରେ ମେସେଜ କରି ତାଙ୍କର ସହଯୋଗ ଲୋଡ଼ିଥିଲେ | ଜିଲ୍ଲା ପାଳ ମେସେଜ ମାଧ୍ୟମରେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରି ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ପାଳ ଙ୍କ  ରେଡ଼କ୍ରସ ଫଣ୍ଡ ରୁ 30ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ  କହିଥିଲେ | ତେବେତହସିଲଦାର ବିଡ଼ିଓ ଶରତ ଚନ୍ଦ୍ର ପାତ୍ରଙ୍କୁ କହିଥିଲେ  | ଆଜି ବିଡ଼ିଓଙ୍କ ଛତ୍ରପୁର ଗ୍ରସ୍ତ ଥିବାରୁ ଅତିରିକ୍ତ  ବିଡ଼ିଓ ନିରାକାର ଜେନା ଓ ବ୍ଳକ କେସିଅର ଜି କାର୍ତ୍ତିକେଶ୍ୱର ରାଓ ଙ୍କ ସହିତ ସମାଗ୍ରାମ ଯାଇ  ସରପଞ୍ଚ ଙ୍କ ଉପସ୍ଥିତି ରେ 30ହଜାର ଟଙ୍କାମୃତକ ଙ୍କ ପିତାଙ୍କୁ ପ୍ରଦାନ କରିଥିଲେ  | ଏହି ସହାୟତା ଅର୍ଥପାଇ ଶୋକାକୁଳ ପରିବାର ଗଞ୍ଜାମ ଜିଲ୍ଲପାଳ ଭି କୀର୍ତ୍ତି ଭାସନ, ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ଓ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଓ ସରପଞ୍ଚ ନମିତା କୁମାରୀ  ସେଠୀଙ୍କୁ କୃତଜ୍ଞତା ଜଣାଇ ଛନ୍ତି |

News Comment

You Might Also Like

BACK TO TOP