Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ପୁରୀ ଗଜପତି ଙ୍କ ସହ କାହିଁକି ଆସିଥାଏ ଏକାଧିକ ଛତା ଓ ଆଲଟ , "ଜଗନ୍ନାଥ ସଂସ୍କୃତି ର ଗୁଢ ରହସ୍ୟ " |

24-Jul-2026

ଏକାଧିକ ଛତା, ଆଲଟ କାହିଁକି ଗଜପତି ଙ୍କ ସହ ଆସିଥାଏ ? | 
ଜାଣନ୍ତୁ ସେବା ନୀତିର ଗୁଢ଼ ରହସ୍ୟ |

ଓଡିଶା ଜନ ମତ ବ୍ୟୁରୋ,

ଜଗନ୍ନାଥ ସଂସ୍କୃତି ମଧ୍ୟରେ ଏମିତି କିଛି ଗୁଢ ରହସ୍ୟ ଓ ନିତି କାନ୍ତି ରହିଛି ତାକୁ ଜାଣିବା  କେବଳ ଲୀଳାମୟ ଙ୍କ ଛଡା ଆଉ କିଏ ଜାଣି ପାରିବ | ତେବେ ତାଙ୍କ ଚଳନ୍ତି  ଆଦ୍ୟ ସେବକ ତଥା ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାରେ ଗଜପତି ମହାରାଜାଙ୍କ ଭୂମିକା ଅତ୍ୟନ୍ତ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ପହଣ୍ଡି ବିଜେ ସମୟରେ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଗୋଟିଏ ଲେଖାଏଁ ଛତା ଓ ଆଲଟ ବ୍ୟବହୃତ ହେଉଥିବା ବେଳେ, ଗଜପତି ମହାରାଜା ତାମଜାନରେ ଆସିବା ବେଳେ ଏକାଧିକ ଛତା, ଆଲଟ ଓ ଚାମର ଆସିଥାଏ। ଏହା ପଛରେ ରହିଛି ଶ୍ରୀକ୍ଷେତ୍ରର ଦୈବୀ ମର୍ଯ୍ୟାଦା, `ଚଳନ୍ତି ବିଷ୍ଣୁ`ଙ୍କ ପରମ୍ପରା ଏବଂ ସେବା ନୀତିର ଅନନ୍ୟ ଗାଥା।
ଶ୍ରୀକ୍ଷେତ୍ର ପୁରୀ—ଯେଉଁଠି ପ୍ରତିଟି ନୀତିକାନ୍ତି, ପ୍ରତିଟି ପରମ୍ପରା ଓ ପ୍ରତିଟି ଗତିବିଧି ପଛରେ ଲୁଚିରହିଛି କୌଣସି ନା କୌଣସି ନିଗୂଢ଼ ସାଂସ୍କୃତିକ କାରଣ । ରଥଯାତ୍ରା ହେଉ କି ସ୍ନାନଯାତ୍ରା, ମହାପ୍ରଭୁଙ୍କ ପହଣ୍ଡି ବିଜେ ଶୋଭାଯାତ୍ରା ଓ ଗଜପତି ମହାରାଜାଙ୍କ ଛେରାପହଁରା ବିଜେକୁ ଦେଖିଥିବା କୋଟି କୋଟି ଭକ୍ତଙ୍କ ମନରେ ପ୍ରାୟତଃ ଗୋଟିଏ ପ୍ରଶ୍ନ ଉଠେ— ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବେଳେ ପ୍ରତ୍ୟେକ ଠାକୁରଙ୍କ ପାଇଁ ଗୋଟିଏ ଲେଖାଏଁ ଛତା ଓ ଆଲଟ ବ୍ୟବହୃତ ହୁଏ । ଗଜପତି ମହାରାଜା ଙ୍କ ତାମଜାନ ବିଜେ ସମୟରେ ଏକାଧିକ ଛତା ଓ ଆଲଟ କାହିଁକି ଆସିଥାଏ? ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ଦିବ୍ୟ ଓ ରୋଚକ ପରମ୍ପରା  |
ଚଳନ୍ତି ବିଷ୍ଣୁ`ଙ୍କ ରାଜକୀୟ ଓ ଦୈବୀ ମର୍ଯ୍ୟାଦାଶ୍ରୀମନ୍ଦିର ପରମ୍ପରା ଗଜପତି ମହାରାଜା ହେଉଛନ୍ତି ମହାପ୍ରଭୁଙ୍କର `ଆଦ୍ୟ ସେବକ` । ସେ କେବଳ ଜଣେ ସାଧାରଣ ରାଜା ନୁହଁନ୍ତି, ବରଂ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଅର୍ଥାତ `ଚଳନ୍ତି ବିଷ୍ଣୁ` ଭାବେ ଶ୍ରୀକ୍ଷେତ୍ରରେ ପୂଜିତ । ଯେତେବେଳେ ସେ ଶ୍ରୀନଅରରୁ ତାମଜାନ (ଶିବିକା)ରେ ଛେରାପହଁରା ପାଇଁ ବାହାରନ୍ତି, ସେତେବେଳେ ତାଙ୍କ ଆଗରେ ଓ ପଛରେ ଗୋଟିଏ ଧଳା ଛତା ଗୋଟିଏ କଳା ଛତା, ଦୁଇ ପାର୍ଶ୍ୱରେ ୨ଟି ଆଲଟ, ୨ଟି ଧଳା ଚାମର ଶୋଭାପାଏ । ଜଣେ ବ୍ୟକ୍ତି ବା ଆଦ୍ୟ ସେବକଙ୍କ ପାଇଁ ଏକାସାଙ୍ଗରେ ଏତେଗୁଡ଼ିଏ ରାଜକୀୟ ଲାଞ୍ଛନ ବ୍ୟବହାର ହେବା ତାଙ୍କର ଦୈବୀ ମର୍ଯ୍ୟାଦା ଓ ଅନନ୍ୟ ସାଂସ୍କୃତିକ ଗୌରବକୁ ପ୍ରତିଫଳିତ କରିଥାଏ ।ପ୍ରତ୍ୟେକ ବିଗ୍ରହଙ୍କ ସ୍ୱତନ୍ତ୍ର ଦେବତା ସେବାଅନ୍ୟପକ୍ଷରେ, ଚତୁର୍ଦ୍ଧାମୂର୍ତ୍ତି (ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ)ଙ୍କ ପହଣ୍ଡି ସମୟରେ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ସ୍ୱତନ୍ତ୍ର ସେବାର ନିୟମ ରହିଛି । ପହଣ୍ଡି ବେଳେ ପ୍ରତ୍ୟେକ ଠାକୁରଙ୍କ ପଛରେ ଗୋଟିଏ ଲେଖାଏଁ ମଣିମା ଛତା (କାହାଳି ଛତା), ଏକାଧିକ ଆଲଟ ଏବଂ ଗୋଟିଏ ଲେଖାଏଁ ଚାମର ସେବା କରାଯାଇଥାଏ।ଚାରି ମୂର୍ତ୍ତିଙ୍କୁ ମିଶାଇ ଦେଖିଲେ ମୋଟ ୪ଟି ଛତା ଓ ଏକାଧିକ ଆଲଟ ବ୍ୟବହୃତ ହୁଏ ସତ, କିନ୍ତୁ ପ୍ରତ୍ୟେକ ଦେବତାଙ୍କ ପାଇଁ ଏହା ଗୋଟିଏ ଗୋଟିଏ । କାରଣ ଶ୍ରୀଜଗନ୍ନାଥ ସଂସ୍କୃତିରେ ପ୍ରତ୍ୟେକ ବିଗ୍ରହ ସ୍ୱୟଂସମ୍ପୂର୍ଣ୍ଣ ଏବଂ ସେମାନଙ୍କ ବ୍ୟକ୍ତିଗତ ଦେବତା ସେବା ନୀତି ଅତ୍ୟନ୍ତ ନିର୍ଦ୍ଦିଷ୍ଟ।"ରାଜାଧିରାଜଙ୍କ ଚରଣରେ ସବୁ ଐଶ୍ୱର୍ଯ୍ୟ ସମର୍ପିତ"ଗଜପତି ମହାରାଜା ନିଜକୁ ସଦାସର୍ବଦା ମହାପ୍ରଭୁଙ୍କ ଅଧୀନସ୍ଥ ଦାସ ବୋଲି ମାନିଆସିଛନ୍ତି । ସେ ଯେତେବେଳେ ତାମଜାନରେ ରାଜକୀୟ ଆଡ଼ମ୍ବର ସହ ଆସନ୍ତି, ସେହି ସମସ୍ତ ଛତା, ଆଲଟ ଓ ତ୍ରାସ ଦର୍ଶାଇଥାଏ ଯେ ସଂସାରର ସବୁ ରାଜକୀୟ ଶକ୍ତି ଓ ଐଶ୍ୱର୍ଯ୍ୟ ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ ହିଁ ପରିଚାଳିତ । ଶ୍ରୀକ୍ଷେତ୍ରର ଏହି ଶୃଙ୍ଖଳିତ ନୀତି-ନିୟମ ଓ ସେବା ସମର୍ପଣ ଭାବ ହିଁ ଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ୱରେ ଅନନ୍ୟ ଓ ଭାବପୂର୍ଣ୍ଣ କରିଗଢ଼ି ତୋଳିଛି ।

News Comment

You Might Also Like

BACK TO TOP