Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଅମିତାଭ ବଚ୍ଚନ ଙ୍କ ଏକ ରହସ୍ୟ ମୟ ପୋଷ୍ଟର କୁ ନେଇ ପ୍ରଶଂସକ ମନରେ ବଢିଲା ଉଦବେଗ |

23-Jul-2026

ବଢିଲା ପ୍ରଶଂସକଙ୍କ ଚିନ୍ତା ଅମିତାଭ ବଚ୍ଚନଙ୍କ ଏକ ରହସ୍ୟ ମୟ ପୋଷ୍ଟକୁ ନେଇ  |

ଓଡିଶା ଜନ ମତ ବ୍ୟୁରୋ

ଦେଶ ଏବଂ ବିଦେଶରେ ଅମିତାଭ ବଚ୍ଚନଙ୍କ ବହୁତ ପ୍ରଶଂସକ ରହିଥିଲା ବେଳେ ତାଙ୍କରି ଏକ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା | କାହାଉଦ୍ଦେଶ୍ୟ ରେ ନାଁ ନିଜ ପାଇଁ ସେ ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଇଛନ୍ତି ସୂଚନା | 
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଏବଂ ନିଜ ବ୍ଲଗ୍ ମାଧ୍ୟମରେ ସର୍ବଦା ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। କିନ୍ତୁ ନିକଟରେ ତାଙ୍କର ଏକ ରହସ୍ୟମୟ ବ୍ଲଗ୍ ପୋଷ୍ଟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ପୋଷ୍ଟରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା, ଅସ୍ତ୍ରୋପଚାର ଏବଂ ଆଇସିୟୁ (ICU) ରହଣି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାସହ ସେ ଘରକୁ ଫେରିବା ସମୟକୁ ସବୁଠାରୁ କଷ୍ଟକର ପର୍ଯ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ବ୍ଲଗ୍‌ରେ କ`ଣ ଲେଖିଛନ୍ତି ବିଗ୍ ବି?
ସୋମବାର ଦିନ ନିଜ ବ୍ୟକ୍ତିଗତ ବ୍ଲଗ୍‌ରେ ବିଗ୍ ବି ଲେଖିଛନ୍ତି, ".. ଡାକ୍ତରଖାନାରେ ଏକ ଅସ୍ତ୍ରୋପଚାର ଏବଂ ଆଇସିୟୁରେ, ଦକ୍ଷ ଡାକ୍ତର ତଥା ମେଡିକାଲ୍ ଷ୍ଟାଫ୍‌ଙ୍କ ଯତ୍ନରେ.. ଡିସଚାର୍ଜ.. ଏବଂ ଘରକୁ ଫେରିବା .."। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଆସୁଥିବା ଆହ୍ୱାନଗୁଡିକ ବିଷୟରେ ସେ ଆହୁରି ଲେଖିଛନ୍ତି ଯେ, "ଘରକୁ ଫେରିବା ପରର ଏହି ସମୟ ଶାରୀରିକ, ମାନସିକ ଏବଂ ବ୍ୟବହାରିକ ଭାବରେ ସବୁଠାରୁ କଷ୍ଟକର ପର୍ଯ୍ୟାୟ ଅଟେ। ଆପଣ ଜଣେ ସମ୍ମାନିତ ବିଜେତା ହୋଇପାରନ୍ତି ଏବଂ ଦିନେ ପରାଜୟ ଆପଣଙ୍କୁ ଚାହିଁ ରହିଥାଏ.. ଏହା ଆପଣଙ୍କ ଜୀବନର ସବୁଠାରୁ କଠିନ ସମୟ"।
ଏହି ପୋଷ୍ଟର ଶେଷରେ ଏକ ଦାର୍ଶନିକ ବାର୍ତ୍ତା ଦେଇ ଅମିତାଭ ବଚ୍ଚନ ଲେଖିଛନ୍ତି, "କେହି କେହି ଏହାକୁ ସାହସର ସହ ସାମ୍ନା କରନ୍ତି.. କେହି କେହି ହାରିଯାଆନ୍ତି.. ଯେଉଁମାନେ ସଂଘର୍ଷ କରନ୍ତି ଏବଂ ସାହସୀ ହୁଅନ୍ତି ସେମାନେ ସର୍ବଦା ବିଜେତା ହୋଇ ରୁହନ୍ତି... ଆଉ ଯେଉଁମାନେ ତାହା କରନ୍ତି ନାହିଁ, ସେମାନେ ପୁରୁଣା ଗୌରବରେ ବଞ୍ଚିବାକୁ ଆପଣେଇ ନିଅନ୍ତି। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ପସନ୍ଦ। ଏଥିରେ କିଛି ଭୁଲ୍ ନାହିଁ। ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ"।
ପ୍ରଶଂସକଙ୍କ ମଧ୍ୟରେ ଉଦ୍‌ବେଗଏହି ବ୍ଲଗ୍ ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ନେଟ୍‌ଦୁନିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ପ୍ରିୟ ଅମିତ ଜୀ, ଆଶା କରୁଛୁ ଆପଣ ନିଜ ସ୍ୱାସ୍ଥ୍ୟ ବିଷୟରେ ଏପରି କହୁନାହାଁନ୍ତି! ଆଶା କରୁଛୁ ଆପଣ ଡାକ୍ତରଖାନା କିମ୍ବା ଆଇସିୟୁରେ ନଥିଲେ! ଆପଣ ଯାହାଙ୍କ ବିଷୟରେ ବି ପୋଷ୍ଟ କରିଛନ୍ତି ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ"। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ଆପଣ କାହା ବିଷୟରେ କହୁଛନ୍ତି ଅମିତାଭ ଜୀ? ମୁଁ ବହୁତ ଚିନ୍ତିତ"। ଏହି ରହସ୍ୟମୟ ପୋଷ୍ଟଟି ପ୍ରକୃତରେ ତାଙ୍କ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ନା ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ଯାହାକୁ ନେଇ ତାଙ୍କ ପ୍ରଶଂସକ ଙ୍କ ମଧ୍ୟରେ ଉଦବେଗ ବଢ଼ି  ଯାଇଛି ସତ୍ୟଖବର କୁ ଜାଣିବା  ପାଇଁ  |

News Comment

You Might Also Like

BACK TO TOP