Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ନ ବର୍ଷ ପରେ ନିଜ ଧର୍ମକୁ ଫେରିଲେ 3ପରିବାର,

27-Jul-2026

୯ ବର୍ଷ ପରେ ସମାଜକୁ ଫେରିଲେ ୩ ପରିବାର; କଣାଗାଁରେ ରୀତିନୀତି ଅନୁଯାୟୀ ପୁନଃ ସାମିଲ
ଓଡିଶା ଜନମତ ୨୬/୭, ରାୟଗଡା, 

କାମେଶ୍ୱର କରକରିଆ:-----

 ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତ ଅନ୍ତର୍ଗତ କଣାଗାଁରେ ରବିବାର କନ୍ଧକୂଳ ସମାଜର ରୀତିନୀତି ଅନୁଯାୟୀ ଦୀର୍ଘ ୯ ବର୍ଷ ଧରି ସମାଜରୁ ବାହାରେ ରହୁଥିବା ୩ଟି ପରିବାରଙ୍କୁ ପୁଣିଥରେ ସମାଜ ଓ ହିନ୍ଦୁ ଧର୍ମରେ ସାମିଲ କରାଯାଇଛି। ସୂଚନାନୁସାରେ କଣାଗାଁର ପ୍ରାୟ ୫୦ଟି ପରିବାର ମଧ୍ୟରୁ ମିନିଆକା ଜଗଲୁ, ମାଗୁ ସାରାକା ଓ ରାମସୁନ୍ଦ୍ର ସାରାକାଙ୍କ ପରିବାର ୯ ବର୍ଷ ପୂର୍ବେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଅଭିଯୋଗରେ ଗ୍ରାମବାସୀଙ୍କ ଦ୍ୱାରା ସମାଜରୁ ବାସନ୍ଦ କରାଯାଇଥିଲା। ରବିବାର ସେହି ୩ଟି ପରିବାର ସମାଜର ରୀତିନୀତି ଅନୁସରଣ କରି ପୁନଃ ସମାଜରେ ସାମିଲ ହେବା ପରେ ସେମାନଙ୍କୁ ଗ୍ରାମବାସୀ ଓ ସମ୍ପର୍କୀୟମାନେ ସ୍ୱାଗତ କରିଥିଲେ।ଏହି ଅବସରରେ ସମାଜର ପ୍ରଥା ଅନୁଯାୟୀ ୨ଟି ଛେଳି, କୁକୁଡ଼ା, ପାରା, ନଡ଼ିଆ, ୨ ପ୍ୟାକେଟ ଚାଉଳ, ଏକ ବସ୍ତା ଆଳୁ ସହ ଅନ୍ୟାନ୍ୟ ସାମଗ୍ରୀ ଅର୍ପଣ କରାଯାଇଥିଲା। ଗାଁର ଦୁଇଟି ଝଙ୍କାର ଗୁଡ଼ି (ମନ୍ଦିର)ରେ (୧) ହାରି ବାମଣା ଓ (୨) ତିଳେ ରାଣୀଙ୍କ ନିକଟରେ ପାରମ୍ପରିକ ପୂଜାପାଠ ଓ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସେରିଗୁମା କନ୍ଧକୂଳ ସମାଜର ସଭାପତି ଆପାରଓ କୁଲେସିକାଙ୍କ ସମେତ କଣାଗାଁର ଜାନି (ମୁଖିଆ) ରାଇନା ପୀଡିଷିକା, କୁପୁଣି ପୀଡିଷିକା, ମୁକୁନା ପୀଡିଷିକା, ମୁଣି ପ୍ରାସ୍କା, ସୁବାରାଓ ପୀଡିଷିକା, ଇଲମା କୁଲେସିକା, କୁଡୁଞ୍ଜି ମାଣ୍ଡିକା, ଵାଳାଇ ପୀଡିଷିକା ପ୍ରମୁଖ ଉପସ୍ଥିତ ରହି ସମାଜର ପାରମ୍ପରିକ ରୀତିନୀତି ଅନୁଯାୟୀ ଉକ୍ତ ୩ଟି ପରିବାରଙ୍କୁ ପୁନଃ ସମାଜରେ ସାମିଲ କରିଥିଲେ।

News Comment

You Might Also Like

BACK TO TOP