Breaking News

ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||     

ପୁରୁଷୋତ୍ତମପୁର ବିଜେଡି ର ନେତା କର୍ମୀ ମନେ ରାଣୀମାଙ୍କ ଜନ୍ମ ଜୟନ୍ତୀ କୁଭୁଲିଗଲେ |

05-Aug-2025

ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେବୀ ଙ୍କ 88 ତମ ଜୟନ୍ତୀ  କୁ ପାସୋରି ଦେଲେ ପୁରୁଷୋତ୍ତମପୁର ବିଜେଡି ଦଳ ନେତା କର୍ମୀ ମନେ |

ଓଡିଶା ଜମତ ବ୍ୟୁରୋ,ପୁରୁଷୋତ୍ତମପୁର 5/8; 

ଖଲ୍ଲିକୋଟ ମର୍ଦରାଜ ପରିବାର ର ରାଣୀ ଓ 10 ଥରର ଅପ୍ରତୀ ଦ୍ବନ୍ଦୀ ବିଧାୟିକା ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ ଙ୍କ 88 ତମ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ବ୍ଳକ ଯଥା ଖଲ୍ଲିକୋଟ ବେଗୁନିଆ ପଡା, କବିସୂର୍ଯ୍ୟନଗର ରେ ପାଳନ କରାଯିବା ସହ ମେଗା ରକ୍ତ ଡାନ ଶିବିର ମାନ ଆୟୋଜନ କରାଯାଉଥିଲା ବେଳେ ସେଥିରୁ ବାଦ ପଡିଛି ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି |  ଏହା ପୂର୍ବରୁ ବିଜେଡି ବିଧାୟକ ସୂର୍ଯ୍ୟ ମଣୀ ବୈଦ୍ୟ  ରହି ଖଲ୍ଲିକୋଟ ସହିତ ପୁରୁଷୋତ୍ତମପୁର ର ବିଭିନ୍ନ ପଞ୍ଚାୟତ ଓ ଏନଏସି ରେ ରକ୍ତ ଦାନ ଶିବିର ର ଆୟୋଜନ ସହିତ ରାଣୀମାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟପ୍ରଦାନ କରି ଆସୁଥିଲେ | ତେବେ ଗତ ନିର୍ବାଚନ ରେ ସୂର୍ଯ୍ୟ ମଣୀ ପରାଜୟ ପରେ ଏବଂ ସେଠାରେ ବିଜେପି  ର ବିଧାୟକ ଆସିଥିବାରୁ ସେମଧ୍ୟ ଏହି କାର୍ଯ୍ୟକ୍ରମ କୁପାସୋରି ଦେଲେ | ଏହା ସହ ପୁରୁଷୋତ୍ତମପୁର   ବ୍ଳକ ଏନଏସି ରେ ଥିବା ବହୁ ବିଜେଡି ନେତା ଓ କାଉନ ସିଲର ମାନେ ବିଜେପି ରେ ମିଶିଯାଇ ଥିବା ବେଳେ ବାକି ରହିଥିବା କିଛି ନେତା କର୍ମୀ ମାନେ ଆଜି କିପରି ରାଣୀମା ଜନ୍ମ ଜୟନ୍ତୀ କୁ ଭୁଲିଗଲେ ତାହାହିଁ ସହର ର କିଛି  ସ୍ଥାନରେ  ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି | ରାଣୀମା ଙ୍କ ପୂର୍ବ ପୁରୁଷ ମନେ ରମ୍ଭା ପେଲେସ ମଧ୍ୟରେ ଦେଶ ସ୍ୱଧିନ ପାଇଁ ବହୁଥର  ଗୋଲ ଟେବୁଲ ବୈଠକ କରି ଅମର କୀର୍ତ୍ତି ରଖି ଯାଇଛନ୍ତି | ସେହି ରାଜ ବଂଶର  ରାଣୀମା ଙ୍କୁ କିପରି ଆଜି ପୁରୁଷୋତ୍ତମପୁର  ବାସୀ ଭୁଲିଗଲେ ତାହାହିଁ ଦେଖିବାକୁ ମିଳୁଛି | ମରିଗଲା ପରେ ଆଉ କିଏ କାହାର | ଯେତେବେଳେ ତାଙ୍କଠାରୁ କିଛି ସାହାଯ୍ୟ ଓ ସହଯୋଗ ପାଉଥିଲେ ସେତେବେଳେ ଜିନ୍ଦାବାଦ ଦେଇ  ତାଙ୍କ ପାଖେ ରହି ରାଣୀମା ମହାନ ବୋଲି କହୁଥିଲେ ସେମାନେ ଆଜି ଦିନ କେଇଟା ପରେ ରାଣୀମାଙ୍କଦେହାନ୍ତ ପରେ ସମସ୍ତେ ତାଙ୍କୁ ପାସୋରି ଦେଲେ |  ଏଇତ ଦୁନିଆ  

News Comment

You Might Also Like

BACK TO TOP