Breaking News

କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||     

ଖଲ୍ଲିକୋଟ ରାଣୀମା ଙ୍କ 88ତମ ଜନ୍ମ ଜୟନ୍ତୀ ପାଳିତ |

05-Aug-2025

ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେବୀ 88 ତମ ଜୟନ୍ତୀ ରେ ମେଗା ରକ୍ତ ଦାନ ଶିବିର 209 lୟୁନିଟ ରକ୍ତ ସଂଗ୍ରହ, 

ସୁଜ୍ଞାନ ପ୍ରେମୀ ଙ୍କ ମହଲ ଉତ୍ସାହ

ଓଡିଶା ଜନମତ,ଖଲ୍ଲିକୋଟ,ମାଧବ ବେହେରା  5/8 :

ଖଲ୍ଲିକୋଟ ମର୍ଦରାଜ ପରିବାର ର ରାଣୀ ଓ 10 ଥରର ବିଧାୟିକା ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ ଙ୍କ 88 ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଯୁବରାଜ ବଙ୍ଗଳା ପରିସର ରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି |ଆୟୋଜିତ ରକ୍ତ ଦାନ ଶିବିର ରେ ସ୍ଥାନୀୟ ରାମଚନ୍ଦ୍ର ମହାବିଦ୍ୟାଳୟ1 ବହୁ ଛାତ୍ର ଛାତ୍ରୀ ଙ୍କ ସମେତ ବହୁ ଯୁବକ ରାଜନେତା ଓ ସୁଜ୍ଞାନ ପ୍ରେମୀ ମାନେ ପ୍ରବଳ ଉତ୍ସ|ହ ଓ ଉଦ୍ଦୀପନା ସହ ସହ  ରକ୍ତ ଦାନ ଶିବିର ରେ ଯୋଗ ଦେଇଥିଲେ |ଏହି ରକ୍ତ ଦାନ ଶିବିର କୁ ସ୍ବର୍ଗତ ସୁଜ୍ଞାନ ଙ୍କ କନିଷ୍ଟ ଭଗ୍ନୀ ବିଦୁଲତା ରକ୍ତ ଦାନ ଶିବିର କୁ ଶୁଭାରମ୍ଭ କରିଥିଲେ |ମର୍ଦରାଜ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ରକ୍ତ ଦାନ  ଶିବର କୁ ପରିଷଦ ର ସଭାପତି ସାକେଥ  ରାମାରାଓ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଆୟୋଜନ କରିଥିବା ବେଳେ ପୂର୍ବତନ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ପରିଷଦ ର ସମ୍ପାଦକ ସୁଧାଂଶୁ ଶେଖର ସାହୁ, ଡାକ୍ତର ହର ପ୍ରସାଦ ସାହୁ, ଚନ୍ଦ୍ର ଶେଖର ପଟ୍ଟନାୟକ ଅଶ୍ୱିନ ମିଶ୍ର ଅନିରୁଦ୍ଧ ସାହୁ  ପୂର୍ବତ୍ସନ ନଗରପାଳ ରାମ ମୋହନ ପଣ୍ଡା , କଉନସିଲେର ସୁଜାତା କୁମାରୀ ସାମନ୍ତ, ପ୍ରଦୀପ ପଟ୍ଟନାୟକ, ନାରାୟଣ ପାଢ଼ୀ, ବଳରାମ ବେହେରା ଙ୍କ ସମେତ ମହିଳା ବିଜେଡି ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ବରିଷ୍ଟ ବିଜେଡି ନେତା କିଶୋର ପଲାଇ, ରତ୍ନାକର ସାହୁ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଦୟାନିଧି ସାହୁ, ବନମାଳି ବାଲା  ମହେଶ୍ୱର ବରାଡ଼ ସମେତ ବହୁ ପୂର୍ବତନ ସରପଞ୍ଚ ସମିତି ସଭ୍ୟ ଓ ଛାମୁଆ ନେତା ଓ ସମାଜସେବୀ ମାନେ ରକ୍ତ ଦାନ ଶିବିର ରେ ଯୋଗ ଦେଇ and ଗ୍ରହଣ କରିଥିଲେ |ଏ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ରକ୍ତଦାନ ଶିବିର ରେ 209 ୟୁନିଟ ରକ୍ତ ସଂଗ୍ରହ ହୋଇଛି | ( ଫୋଟ,)

News Comment

You Might Also Like

BACK TO TOP