Breaking News

ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||     

ବିଦ୍ୟୁତ ଆଘାତ ରେ ବୋହୁ ମୃତ, ଶାଶୁ, ଶଶୁର ଆହାତ, ମନ୍ତ୍ରୀ ଗୋକୁଳା ନନ୍ଦ ସେମାନଙ୍କୁ ଭେଟି ଜଣାଇଲେ ସମବେଦନା |

10-Jun-2025

ବିଦ୍ୟୁତ ଆଘାତ ରେ ବୋହୁ ମୃତ, ସ୍ୱଶୁର, ଶାଶୁ ଆହାତ, ମନ୍ତ୍ରୀ ଭେଟି ଦେଲେ ସମବେଦନା

ପୋଲସରା(ଓଡିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା) ୧୦/୦୬/୨୫ :

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମାଳତେନ୍ତୁଳିଆ ନୁଆଁସାହି ରେ ବିଦୂତ ଆଘାତ ରେ ବୋହୁ ର ମୃତ୍ୟୁ ହୋଇଥିବା ବେଳେ ଶ୍ୱଶୁର ଓ ଶାଶୁ ଆହାତ ହୋଇଛନ୍ତି l ମୃତ ମହିଳା ନମିତା ସାହୁ ହୋଇଥିବା ବେଳେ ଅଭିମନ୍ୟୁ ସାହୁ ଶ୍ୱଶୁର ଓ ଶାଶୁ ଆହାତ ହୋଇଛନ୍ତି l ନମିତା ନିଜ ଘର ବାରଣ୍ଡା କାମ କରିବା ସମୟରେ ଶ୍ୱଶୁର ଲୁହା ଗ୍ରିଲ ରୁ ବିଦ୍ୟୁତ ଆଘାତ ର ଶିକାର ହୋଇଥିଲେ l ପାଖରେ ବସିଥିବା ବୋହୁ ଓ ଶାଶୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ l ଉଭୟ ଙ୍କ ମଧ୍ୟରୁ ବୋହୁ ଗୁରୁତର ହୋଇଥିବା ବେଳେ ଶାଶୁ ଆହାତ ହୋଇଥିଲେ l ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଧାରକରୀ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ବୋହୁ ନମିତା ଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଶ୍ୱଶୁର ଆହାତ ହୋଇ ଚିକିତ୍ସିତ ହେଉଛନ୍ତି l ଖବରପାଇ ସ୍ଥାନୀୟ ବିଧାୟକ ତଥା ମତ୍ସ, ପଷୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମେଡିକାଲ ରେ ପହଞ୍ଚି ସମବେଦନା ଦେଇ ଥିବା ବେଳେ ପୋଲସରା ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ ଗତକାଲି ଠାରୁ ଗ୍ରାମରେ ବିଦ୍ୟୁତ କାଟ ରହିଥିଲା l ନମିତା ଙ୍କ ଘର ର ବିଦ୍ୟୁତ ତାର ଛିଣ୍ଡି ଗ୍ରିଲ ରେ ଲାଗିଥିବା ବେଳେ ଆଜି ମଧ୍ୟାହ୍ନରେ ଗ୍ରାମରେ ବିଦ୍ୟୁତ ଆସିବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

News Comment

You Might Also Like

BACK TO TOP