Breaking News

ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||     

ପୁରୁଷୋତ୍ତମପୁର ଆଇ ଆଇସି ଙ୍କ ଦ୍ୱାରା ବରିଷ୍ଟ ନାଗରିକ ଙ୍କ ଦ୍ୱାରା ନିଆରା ହୋଲି ଖେଳ |

15-Mar-2025

ପୁରୁଷୋତ୍ତମପୁର ଥାନା ଅଧକାରୀଓ ଏସ୍ଡ଼ିପିଓ ଙ୍କ  ଦ୍ୱାରା ସହରର ବରିଷ୍ଟ ନାଗରିକଙ୍କୁ ନେଇ ନିଆରା ହୋଲି ଉତ୍ସବ ପାଳନ |

        ଓଡିଶା ଜନମତ, ପୁରୁଷୋତ୍ତମପୁର,

         ଶୁଭଙ୍କରୀ ଦ୍ଦାଶ, ତା --15/03/25:

ପୁରୁଷୋତ୍ତମପୁର: ଗଂଜାମ ଜ଼ିଲ୍ଲା ପୁରୁଷୋତ୍ତମପୁର ଥାନାରେ ସହରର ବରିଷ୍ଟ ନାଗରିକ,ରାଜନେତା, ସମାଜ ସେବି ଏବଂ ସାମ୍ବାଦିକ ମାନଙ୍କୁ ନେଇ ଏକ ନିଆରା ହୋଲି ଉତ୍ସବ ଥାନା ଆଇ ଆଇ ସି ଶ୍ରୀ ରାଜେଶ କୁମାର ନାୟକଙ୍କର  ସଂଯୋଜନାରେ ପାଳନ କରାଯାଇଥିବା ବେଳେ ମୁଖ୍ୟ ଅଥିଥି ଭାବେ ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ମଞ୍ଚାସିନ ହୋଇଥିଲେ | ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା, ଉପଦେଷ୍ଠା ପ୍ରଫୁଲ୍ଲ କୁମାର ରଥ ସହିତ ସରକାରୀ ଆଇନଯିବି ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,ବାର ଆଶ୍ସୋସିଏସନ ସଭାପତି ଶ୍ରୀ ସ୍ଵରାଜ୍ୟ ପାଣିଗ୍ରାହୀ, ପୂର୍ବତନ ସଭାପତି ଶ୍ରୀ ଉପେନ୍ଦ୍ର କୁମାର ପଣ୍ଡା, ଶ୍ରୀ ଅଶୋକ କୁମାର ସାମନ୍ତରାୟ, ଯୁବନେତା ଶ୍ରୀ ସୀତାରାମ ପାଣିଗ୍ରାହୀ ସମେତ ଅନେକ ଆଇନଜୀବୀ ଓ ସହରର ବହୁ ବରିଷ୍ଠ ନାଗରିକ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହିଥିଲେ | ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ତାଙ୍କ ମନ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ସେବା ଦେବା ପାଇଁ ସବୁବେଳେ ପୁରୁଷୋତ୍ତମପୁର ଥାନା ପ୍ରତିବଦ୍ଧ ବୋଲି କହିଥିଲେ | ସେ ତାଙ୍କ ମନ୍ତବ୍ୟରେ ବରିଷ୍ଠ ନାଗରିକଙ୍କର ଯେ କୌଣସି ସାମାଜିକ ସମସ୍ୟା କୁ ବିନା ଦ୍ବିଧାରେ ଆମ ପାଖରେ ଜଣାଇବାକୁ ଅନୁରୋଧ କରିଥିଲେ | ପୋଲିସ ସବୁବେଳେ ସେମାନଙ୍କର ସୁରକ୍ଷା ଓ ସମସ୍ୟାକୁ ସମାଧାନ କରିବାକୁ ପ୍ରାଥମିକତା ଦେବ ବୋଲି କହିଥିଲେ | ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର କହିଥିଲେ ନିଜ ଲୋକ ହେଇଥିଲେ ବି ଅନ୍ୟାୟ କୁ ବରଦାସ୍ତ କରାଯିବ ନାହିଁ | ଅନ୍ୟାୟ ସବୁବେଳେ ଅନ୍ୟାୟ ହେଇଥାଏ ତେଣୁ ସେ ସମସ୍ତଙ୍କର ସହଯୋଗ କାମନା କରି ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ |ଥାନା ଆଇ ଆଇ ସି ଶ୍ରୀ ରାଜେଶ କୁମାର ନାୟକ ତାଙ୍କ ମନ୍ତବ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ପୁରୁଷୋତ୍ତମପୁର ଥାନା ସର୍ବଦା ତତ୍ୱପର ବୋଲି କହିଥିଲେ | ଶ୍ରୀ ଅରୁଣ କୁମାର ପଣ୍ଡା ତାଙ୍କ ଉଦ୍ବୋଧନରେ ବରିଷ୍ଠ ନାଗରିକଙ୍କ ପାଇଁ ସେ ସର୍ବଦା କ୍ରିୟାଶୀଳ ବୋଲି କହିଥିଲେ ଏବଂ ୭୨ ବର୍ଷ ତଳେ ପୁରୁଷୋତ୍ତମପୁର ଏକ ନିର୍ବାଚନ ମଣ୍ଡଳୀ ହୋଇଥିଲା ବେଳେ ଆଗାମୀ ଦିନରେ ପୁଣି ପୁରୁଷୋତ୍ତମପୁର ରେ ନୂତନ ନିର୍ବାଚନ ମଣ୍ଡଳୀ ହେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ |ସଭାରେ ଥିବା ସମସ୍ତ ବରିଷ୍ଠ ନାଗରିକମାନେ ପୁରୁଷୋତ୍ତମପୁର ପୋଲିସ ଦ୍ୱାରା ଏହି ନିଆରା ପଦକ୍ଷେପକୁ ବହୁ ପ୍ରଶଂସା କରିଥିଲେ | ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ପୁଣି ଥରେ ପୁରୁଷୋତ୍ତମପୁର ସହର ପାଇଁ ଏକ ନୂତନ ଦାୟିତ୍ୱରେ ଆସିଥିବାରୁ ସମସ୍ତଙ୍କର ମନରେ ଖୁସି ଦେଖିବାକୁ ମିଳିଥିଲା |  ଶେଷରେ ଏସଡ଼ିପିଓ ଡା ଦୀପକ କୁମାର ମିଶ୍ର ଓ ଥାନା ଅଧିକାରୀ ସମେତ ସମସ୍ତ ଷ୍ଟାଫ ଓ ବରିଷ୍ଠ ନାଗରିକ ଏବଂ ଆଇନଜୀବୀ ଓ ସାମ୍ବାଦିକ ମାନେ ମିଶି ଭାଇଚାରା ର ପର୍ବ ହୋଲି କୁ ବହୁ  ଆନନ୍ଦ ଉଲ୍ଲାଶରେ ସମସ୍ତେ ଖେଳିଥିଲେ | ଏବଂ ହୋଲି ରଙ୍ଗ ସହିତ ଥାନା ତରଫରୁ ସମସ୍ତଙ୍କୁ ମିଠା ଖୁଆଇଥିଲେ | ପ୍ରଥମ ଥର ପାଇଁ ଅୟୋକିତ ଏହିପରି  ହୋଲି କାର୍ଯ୍ୟକ୍ରମ  କୁ ପୁରୁଷୋତ୍ତମପୁର ସହରବାସୀ ବହୁତ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି |

News Comment

You Might Also Like

BACK TO TOP