Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

କବିସୂର୍ଯ୍ୟ ନଗର ଏନଏସି ରେ ସମ୍ପତି ପାଇଁ ବଡ଼ ଝିଅ ସହ ପରିବାର ର ଲଢେଇ |

12-Mar-2025

ପୈତୃକ ସମ୍ପତି ପାଇଁ ବୟୋଜ୍ୟେଷ୍ଠl ଝିଅ ସହ ପରିବାରର ଲଢେଇ,

ଓଡିଶା ଜନମତ, କବିସୂର୍ଯ୍ୟନଗର,  କୃପାସିନ୍ଧୁ ସ୍ୱାଇଁ,ତା 11/3/25:
ସମ୍ପତି ଲାଗି ଲାଗି ପରିବାର ମଧ୍ୟରେ ଲଢେଇ l ଶେଷରେ ଲଢେଇ କୋର୍ଟ ଯାଏ ଗଲା l ଶେଷରେ କୋର୍ଟ ରାୟ ପ୍ରକାଶିତ ହେଲା l 
   ଏଭଳି ଏକ ଘଟଣା କବିସୂର୍ଯ୍ୟନଗର ଏନଏସି ଥାନା ମୁଖ୍ୟରାସ୍ତା ସ୍ବର୍ଗତ ଶେଖ ଇସ୍ମାଇଲ  ପରିବାର ମଧ୍ୟରେ ପୈତୃକ ସମ୍ପତି ଘର ଲାଗି ବିବାଦ ଉପୁଜୁଛି l ଵର୍ତମାନ ବିବାଦ କୋର୍ଟ ରେ ପହଂଚିଛି l କୋର୍ଟ ମଧ୍ୟ ଆନ୍ତରିମ ଶୁଣାଣି କରିଛି l ଗତ 2020,ଏପ୍ରିଲ 18 ରେ ବାପା ସ୍ୱର୍ଗତ ଶେଖ ଇସ୍ମାଇଲ କରୋନା କାଳରେ ମୃତ୍ୟୁ ହୋଇଗଲା  l ସ୍ତ୍ରୀ ପ୍ୟାରିମା ବ୍ୟତୀତ  3 ଭଉଣୀ, 3 ଭାଇ ଓ ପୋଷ୍ୟପୁଅ ଅଛନ୍ତି l ସାନ ଝିଅ ସୁଶ୍ରୀ ଯବିନ ଅଖତାର ବୟସ  50 ଛୁଇଁଲାଣି l କିନ୍ତୁ ପରିବାରର ମା ଓ ଚାରି ଭାଇ ମୋତେ ଘରୁ ତଡ଼ିଦେବା ଚେଷ୍ଟା କରିବା ସହ ଘରକୁ ବିକ୍ରି କରିବା ଲାଗି ମସୁଧା କରୁଛନ୍ତି l କବିସୂର୍ଯ୍ୟନଗର ଥାନାରେ ଏବଂ କବିସୂର୍ଯ୍ୟନଗର ସିଭିଲ କେଶ 46/23 ରୁଜୁ ହୋଇଛି l ମା ଶେଖ ପ୍ୟାରିମ୍ମା ବାସ କରୁଥିବା ଉକ୍ତ  ଘରକୁ ନିଜ ତିନି ପୁଅ ଶେଖ ମମତାଜ, ଶେଖ ଓସିମ, ଶେଖ ସଦିକ ହୁସେନକୁ ଗତ ତା 10/8/2023 ରିଖ ମସିହାରେ ବିକ୍ରି କରିଦେଇଛନ୍ତି l ଏହା ବିରୁଦ୍ଧରେ ଅବବିବାହିତ ଝିଅ  ଜବିନ ଅଖତର ଗତ ଅକଟୋବର 23,2024 ବିକ୍ରି ବିରୁଦ୍ଧରେ ନିଜ ମା ପ୍ୟାରିମ୍ମା, ପୁଅ ଶେଖ ଅଵାସ, ଶ୍ୟାମା ବେଗମ, ମମତାଜ ତାହିଁର, ଶେଖ ତୋସିଫ, ସୂରିୟା ଅଖତର, କବିତା ମହାପାତ୍ର, ଶେଖ ୱାସୀମ ତହିଁର ଓ ଶେଖ ସଦିକ ହୁସେନ କେଶ କରିଛନ୍ତି l ଏଣୁ ଜଣେ ଅବିବାହିତ 50 ବର୍ଷୀୟା   ତାଙ୍କ ଓକିଲ ପ୍ରଭାତ କୁମାର ସାମଲ କହିଛନ୍ତି ଏହାକୁ କେହି ଜନସାଧାରଣ କିଣି ପାରିବେ ନାହିଁ l

News Comment

You Might Also Like

BACK TO TOP