Breaking News

ଟ୍ରାକ୍ଟର ଧକ୍କା ରେ ମୋଟର ସାଇକେଲ ଚାଳକ ମୃତ |    (29-Mar-2026)       ||      ନବାଳିକା ଦୁଷ୍କର୍ମ ଅଭିଯୁକ୍ତ କୁ ମେତ୍ୟୁ ଦଣ୍ଡାଦେଶ ଦେଲେ କୋର୍ଟ |    (29-Mar-2026)       ||      କୋଦଳା ବାର ଏସୋସିଏସନ ର ପୁଣି ସଭାପତି ହେଲେ ପୂର୍ଣ୍ଣ ଚନ୍ଦ୍ର ମିଶ୍ର |   (29-Mar-2026)       ||      ଯୁକ୍ତ ଦୁଇ ଶେଷ ବର୍ଷ ର ଛାତ୍ର, ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା |    (29-Mar-2026)       ||      ପୋଲସରା ଏନ ଏସ ବିଭି ର 27ତମ ବାର୍ଷିକ ଉତ୍ସବ 2026 ଅନୁଷ୍ଠିତ |    (28-Mar-2026)       ||      ବାଲିଗୁଡା ଓକିଲ ସଙ୍ଘ ନିର୍ବାଚନ ରେ ହରିଶ୍ଚନ୍ଦ୍ର ସଭାପତି ଓ ଅନିଲ ସମ୍ପାଦକ ଭାବେ ନିର୍ବାଚିତ |    (28-Mar-2026)       ||      ମେଗା ଜଳ ଯୋଗାଣ ପ୍ରକଳ୍ପ ଠିକା ସଂସ୍ତାର ମନମୁଖୀ କାର୍ଯ୍ୟ କୁ ବିରୋଧ |    (28-Mar-2026)       ||      ବିଜେପିର ମଣ୍ଡଳ ପ୍ରଶକ୍ଷିଣ ଶିବିର ଉଦଘାଟିତ |    (28-Mar-2026)       ||      ଖଲ୍ଲିକୋଟ ଆଭାସ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ର ଶୁଭାରମ୍ଭ ||   (27-Mar-2026)       ||      କୋଦଳା ପିଏମ ଶ୍ରୀ ସ୍ଵର୍ଣମୟୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ||   (27-Mar-2026)       ||      ଜରାଜୀର୍ଣ୍ଣ ଅବସ୍ଥାରେ ନୁଆଁ ଗଡ଼ ଶ୍ମସାନ ଗୃହ |   (27-Mar-2026)       ||      ପବିତ୍ର ରାମ ନବମୀରେ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ବାଇକ ରାଲି    (27-Mar-2026)       ||      ଡହ ଜଳ ସେଚନ ବିଭାଗ ଏସଡ଼ିଓ ଙ୍କ ପୋଲସରା ବାସ ଭବନ ରେ ଭିଜିଲାନ୍ସ ରେଡ଼ |   (26-Mar-2026)       ||      ପଞ୍ଚାୟତ ସମିତି ପରିସରରେ "ସୁଭଦ୍ରା ମିଶନ ଶକ୍ତି କାଫେ " ଉଦଘାଟିତ |    (26-Mar-2026)       ||      ତାଲସର ଗ୍ରାମର ଏକ କାଜୁ ଫେକ୍ଟ୍ରି ରେ ନିଆଁ ଲଗାଇ ଦେଲେ ଦୁବୃତ୍ତ ||   (26-Mar-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅମାରାବତୀ ନଗର ଅଞ୍ଚଳରେ ଚାଲିଥିବା ସେକ୍ସ ରେକେଟ ଉପରେ ପୋଲିସ ର ଚଢ଼ାଉ |    (26-Mar-2026)       ||      ଭଞ୍ଜନଗର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଜେରା |    (26-Mar-2026)       ||      ଜନ ଗଣନା -2027 ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ |    (25-Mar-2026)       ||      ସ୍ଵପ୍ନେଶ୍ଵର ମନ୍ଦିର ପରିସର ରେ ବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |    (25-Mar-2026)       ||      ପୋଲସରା ରେ ପଞ୍ଚମ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିର ରେ 128 ଜଣ ଯୋଗ ଦେଲେ ||   (25-Mar-2026)       ||     

ବୁଗୁଡ଼ା ଗୋଲିଆ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ |

08-Feb-2025

ଗୋଲିଆ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା  ଅନୁଷ୍ଠିତ,

ଓଡିଶା ଜନମତ,,ବୁଗୁଡ଼ା, ହର ପ୍ରସାଦ ପାଢ଼ୀ, ତା ୦୮/୦୨/୨୫ : 
ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁଆଁନଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଲିଆ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ସୁନିତା ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ମେଳାରେ  ଅତିଥି ଭାବେ ଏସ୍ଏମସି ସଭାପତି ସୁଶାନ୍ତ ପ୍ରଧାନ, ଭାମଶ୍ୟାଳି ସରପଞ୍ଚ ସଞ୍ଜୟ ବିଶ୍ବାଳ ଓ ସମିତି ସଭ୍ୟ ଗଣେଶ ପ୍ରଧାନ,ଏନଏସି ସିଆରସିସି କିରଣ ବାଳା ତ୍ରିପାଠୀ, ଓଏଭି ଉପାଧ୍ୟକ୍ଷା ସୁଚିତ୍ରା ପଟ୍ଟନାୟକ, ଭାମଶ୍ୟାଳି ହାଇସ୍କୁଲ ପ୍ରଧାନ ଶିକ୍ଷକ ନାଗେଶ୍ଵର ରାଓ, ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ଶତପଥି  ଓ ଜୟନ୍ତୀ କୁମାରୀ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଉକ୍ତ ମେଳାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଶିକ୍ଷଣ ସାମଗ୍ରୀକୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଶିକ୍ଷୟିତ୍ରୀ ଉଷାରାଣୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP