Breaking News

ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||     

ଖଲ୍ଲିକୋଟ ବ୍ଳକରେ ଆରମ୍ଭ ହେଲା ଆଳୁ ଉତ୍ପାଦନ |

03-Feb-2025

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ରେ ଆରମ୍ଭ ହେଲା ଆଳୁ ଉତ୍ପାଦନ | 
*****************************
ଓଡିଶା ଜନମତ, ଖଲ୍ଲିକୋଟ, ମାଧବ  ବେହେରା 3 /2: ସରକାରଙ୍କ ବହୁ ପ୍ରତିକ୍ଷୀତ ଆଳୁ ଉତ୍ପାଦନ ମିଶନ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ବ୍ଲକ ରେ ଆଳୁ ଉତ୍ପାଦନ ସଫଳ  ହୋଇଥିବା ଜଣାପଡିଛି |ସୂଚନା ଅନୁଯାଇ ପଶ୍ଚିମ ବଙ୍ଗ ଓଡିଶା କୁ ଆଳୁ ପ୍ରଦାନ କ୍ଷେତ୍ର ରେ ଅବହେଳା ପ୍ରଦର୍ଶନ କରିବା ଫଳରେ ସମଗ୍ର ଓଡିଶା ରେ ଆଳୁ ସଙ୍କଟ ଦେଖାଦେବା ସହ ଆଳୁ ର ଅହେତୁକ ଦର ବୃଦ୍ଧି ଘଟିଲା |ତେବେ ଓଡିଶା ସରକାର ଆଳୁ ଉତ୍ପାଦନ ରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆଳୁ ଚାଷ ପାଇଁ ନିଷ୍ପତ୍ତି ନେଇଥିଲେ |ତଦନୁଯାଇ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ରେ 500 ହେକ୍ଟର ତାପମାତ୍ରା ଅନୁକୂଳ ଜମି ରେ ଆଳୁ ଚାଷ ପାଇଁ ଚନ୍ଦ୍ରମୁଖୀ ନାମକ ଆଳୁ ବିହନ ବଣ୍ଟନ କରିଥିଲେ |ଯା ଫଳରେ ଖଲ୍ଲିକୋଟ ବ୍ଲକ ର ଉଦ୍ୟାନ କୃଷି ବିଭାଗ ତରଫରୁ ବ୍ଲକ ର ମଥୁରା, ବାଦପଲ୍ଲୀ ଓ କଞ୍ଚଣା ପଂଚାୟତ ସମେତ ବିଭିନ୍ନ ପଂଚାୟତ ରେ  23 ହେକ୍ଟର ଜମି ରେ ଆଳୁ ଚାଷ ପାଇଁ  ପ୍ରାୟ 323 କୁଇଣ୍ଟାଲ ଆଳୁ ବିହନ ପଚାଶ ଭାଗ ରିହାତି ରେ ବଣ୍ଟନ କରାଯାଇଥିଲା |ଫଳରେ ଖଲ୍ଲିକୋଟ ବ୍ଲକ ର କଞ୍ଚଣା ପଂଚାୟତ ର ପିତାମ୍ବର ଜେନା ନାମକ ଜଣେ ଉଦ୍ୟମୀ ଚାଷୀ ଅନ୍ୟାନ୍ୟ ପନିପରିବା ଚାଷ ସହ ଗତ ତିନିମାସ ତଳେ ଆଳୁ ଫସଲ ପାଇଁ  ନିଜ ଜମିରେ 0.19 ହେକ୍ଟର ଜମିରେ 2.3 କୁଏଣ୍ଟାଲ ଆଳୁ ବିହନ କୁ ଉଦ୍ୟାଙ୍କ କୃଷି ବିଭାଗ ର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଙ୍କ ପରାମର୍ଶ କ୍ରମେ ଆବଶ୍ୟକ ପାତାଳି କରି ସାର କୀଟନାଶକ ଔଷଧ ଦେଇ ଆଳୁ ଚାଷ କରିଥିଲେ |ଚାଷୀ ପିତାମ୍ବର ଜେନା ଙ୍କ ଜମି ରେ 22 ଡଗ୍ରୀ ରୁ କମ ତାପମାତ୍ରା ରହିବା ସାଙ୍ଗକୁ ଚାଷ ପ୍ରଣାଳୀ ର ଠିକ ଉପଯୋଗ କରିବା ଫଳରେ ସେ ଆଳୁ ଚାଷ କରି ସଫଳତା ପାଇଥିବା ଜଣାପଡିଛି |ପରୀକ୍ଷା ମୂଳକ ଭାବେ କରିଥିବା ପ୍ରଥମ ପର୍ଯ୍ୟାୟ ଆଳୁ ଚାଷ କରି  13 କୁଇଣ୍ଟାଲ ଆଳୁ ଉତ୍ପାଦନ କରିଥିବା ଜଣାପଡିଛି |ଆଗକୁ ସରକାରୀ ସହଯୋଗ ମିଳିଲେ ଓ ଆବଶ୍ୟକ ବିହନ ଓ ସାର ମିଳିଲେ ଆଳୁ ଚାଷ କୁ ଦ୍ବିଗୁଣିତ କରିବେ ବୋଲି ଆଶା ରଖିଛନ୍ତି |ତେବେ ଅଦିନିଆ ବର୍ଷା ଓ ତାପମାତ୍ରା ନୟନ୍ତ୍ରଣ ଅଭାବ ରୁ ଖଲ୍ଲିକୋଟ ବ୍ଲକ ର ବାଦପଲ୍ଲୀ ଓ ମଥୁରା ପଭୃତି ପଂଚାୟତ ରେ ଆଳୁ ବିହନ ସଢ଼ି ଯିବା ଯୋଗୁଁ ଫସଲ ଅମଳ ରେ ବାଧା ଉପୁଜିଥିବା ପ୍ରକାଶ |ସେହିପରି ଆବଶ୍ୟଜ ଶୀତଳ ଭଣ୍ଡାର ଓ ଉତ୍ତମ ବଜାର ଅଭାବ ରୁ ଟମାଟୋ ଦର ପାଞ୍ଚ ଟଙ୍କା ଓ କୋବି ଦାମ 10 ଟଙ୍କା ରେ ଚାଷୀ ମାନେ ଶାଗ ମାଛ ଦର ରେ ବିକ୍ରି ଅଭାବୀ ବିକ୍ରି rs ଶିକାର ହେଉଥିବା ମଧୁରୁ ଚୁଆ, ଗୌରାଙ୍ଗ ପାଟଣା ଦିଆଁ ଦେଇ ଓ ପଭୃତି ଗ୍ରାମର ଚାଷୀ ମାନେ ଲୁହ ଭରା କାନ୍ଥରେ ପ୍ରକାଶ କରିବା ସହ ସେମାନଙ୍କ ପ୍ରଶ୍ରାମ  ମୁଲ ର ପଚାଶ ଭାଗ ମଧ୍ୟ ବଂଚିବା କଷ୍ଟ ବୋଲି ପ୍ରକାଶ କରିଛନ୍ତି | ବିପରୀତ ଜଳବାୟୁ ଅନିୟମିତତା ବର୍ଷା ପାଗ କୁ ସୁହାଇଲା ଭଳି କୃଷି ବୈଜ୍ଞାନିକ ମାନେ ବିହନ ପ୍ରସ୍ତୁତ କରିବା ପାଇଁ ଚାଷୀ ମହଲ ରେ ଆଲୋଚନା ଜୋର ଧରିଛି | ବ୍ଲକ ର ମଥୁରା ଗ୍ରାମ ର ସନ୍ତୋଷ କୁମାର ସ୍ୱାଇଁ ଓ ପାରିନୁଆଁ ଗାଁ ର କବିତା ପ୍ରଧାନ ଆଳୁ ଉତ୍ପାଦନ କରି ବହୁତ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳୁଛି |

News Comment

You Might Also Like

BACK TO TOP