Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ତାରା ତାରିଣୀ ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ |

02-Feb-2025

ତାରା ତାରିଣୀ  ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନ ବିଭାଗତରଫରୁ ଆଲୋଚନାଚକ୍ରଅନୁଷ୍ଠିତ  |

ପୁରୁଷୋତ୍ତମପୁର  ସହର  ରେ ଅବସ୍ତିତ  ତାରାତାରିଣୀ ମହାବିଦ୍ୟାଳୟ ର  ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ  ଦୁଇଗୋଟି ଆଲୋଚନା ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମ  ମହାଵିଦ୍ୟାଳୟର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡଃ ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା ବେଳେ, ପ୍ରିନ୍ସପାଲ ଇନଚାର୍ଜ  ଅଧ୍ୟାପିକା ଡ଼ଃ ସନ୍ଧ୍ୟା ରାଣୀ ପାତ୍ର ଙ୍କ ଓ  ପୌରହତ୍ୟ   ରେ ଏହା ଆରମ୍ଭ କରାଯାଇଥିଲା | ଅଧ୍ୟାପକ ଷଡ଼ଙ୍ଗୀ ଙ୍କ ନିମନ୍ତ୍ରଣ କୁ ରକ୍ଷା କରି  ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି  ତଥା ଭାରତ ସରକାରଙ୍କ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ବର ର   ନିର୍ଦେଶକ  ତଥା ବିଖ୍ୟାତ ବୈଜ୍ଞାନିକ ପ୍ରଫେସର ଡଃ. କରୁଣାକର ନନ୍ଦ ଓ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ଅନୁଷ୍ଠାନ ର  ବୈଜ୍ଞାନିକ ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସର, କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ସଙ୍ଗୀତଗାନ କରିଥିଲେ ଅଧ୍ୟାପକ  ଡ଼ଃ ପ୍ରବୀର କେଶରୀ ପ୍ରଧାନ, ଉପସ୍ଥିତ ଅତିଥି ମାନେ ବିଷୟ ଵସ୍ତୁର ପ୍ରେତେକ ବିଷୟକୁ  ଆଲୋଚନା ଚକ୍ର ସମ୍ପର୍କିତ ନିଜ ଗବେଷଣା ସମୟ ର 
କିଛି ତଥ୍ୟକୁ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମ ରେମହାବିଦ୍ୟାଳୟ ଅଧକ୍ଷ ଡଃ, ସୁରେନ୍ଦ୍ର ନାଥ ପଣ୍ଡା, ଅଧ୍ୟାପକ  ଡ଼ଃ ଅଜିତ କୁମାର ମିଶ୍ର,  ଅଧ୍ୟାପକ ଡଃ ଶ୍ରୀରାମ ମିଶ୍ର,  ଅଧ୍ୟାପକ ଡ଼ଃ ଏନ. ମୋହନ,  ମୀନକେତନ ନାହାକ, , ଅଧ୍ୟାପକ  ପ୍ରାଂଶୁ ପ୍ରଜ୍ଞାନ ଦାଶ , ଅଧ୍ୟାପିକା ମୋନାଲିସା  ମିଶ୍ର, ନମ୍ରତା ମିଶ୍ର ,  ଅଧ୍ୟାପିକା ସନ୍ଧ୍ୟା ରାଣୀ ପାଢ଼ୀ ଙ୍କ ସହ ବହୁ ଅଧ୍ୟାପକ ଅଧ୍ୟାପିକା, ମାନେ ସମୁର୍ଣ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ  | ଏମାନଙ୍କ ସହ ଡେମୋନେଷ୍ଟେଟର ରାମନାଥ ପାତ୍ର, ସିଦ୍ଧାର୍ଥ ପଣ୍ଡା, ପ୍ରଫୁଲ ସାହୁ, ଡ଼ଃ ସୁଧାଂଶୁ ଶେଖର ମିଶ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା  ସହଯୋଗ ରେ ପାରିଗାଳନା  କରିଥିଲେ |ବିଭାଗୀୟ  ପଦାର୍ଥ ବିଜ୍ଞାନ ର ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା ର ବହୁତ ବିଷୟ ଵସ୍ତୁକୁ  ଅନୁଧ୍ୟାନ କରି ଥିଲେ |  ଆଲୋଚନା ଚକ୍ରର ପ୍ରଥମ ପର୍ଯ୍ୟାୟ ବିଷୟବସ୍ତୁ  ଇଣ୍ଟେଡ଼ାକ୍ସନ ଟୁ ସେନ୍ସର ୱାର୍ଲଡ  କାର୍ଯ୍ୟକ୍ରମ"  କୁ ପ୍ରଫେସର ନନ୍ଦ ସରଳି କରଣ ଭାବେ  ବୁଝେଇ ଥିଲେ  |  ଏହାସହିତ ଦ୍ଵିତୀୟ ପର୍ଯ୍ୟାୟର ବିଷୟ ବସ୍ତୁ "ଆସେଲେରେଟର ଟୁ ମ୍ୟାନକାଭଣ୍ଡ’ କୁ ଡଃ. ପାତ୍ର ବିସ୍ତୃତ ଭାବେ ଛାତ୍ର, ଛାତ୍ରୀ ଙ୍କୁ ବୁଝାଇ ଥିଲେ।  ସମସ୍ତ ଛାତ୍ରଛାତ୍ରୀମାନେ ଏହି ଆଲୋଚନା ଚକ୍ର ମାଧ୍ୟମରେ  ବହୁତ କିଛି ଜ୍ଞାନ ଆହରଣ କରିପାରିଥିବାରୁ ବିଭାଗୀୟ ମୁଖ୍ୟ  ସୁବ୍ରତ ଷଡ଼ଙ୍ଗୀ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଛନ୍ତି  |  କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା  ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP