Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଜିଲ୍ଲା ଶିକ୍ଷା ଧାରୀଙ୍କ ମନମୁଖୀ ବିରୁଦ୍ଧରେ ଆରଡିସି ଙ୍କୁ ଦାବି ପତ୍ର ପ୍ରଦାନ |

12-Dec-2024

ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ମନମୁଖୀ ନିଷ୍ପତି  ଫେରାଇ ନେବା ଉଦେଶ୍ୟ ରେଶିକ୍ଷା ବଞ୍ଚାଅ ଅନୁଷ୍ଠାନ  ରାଜ୍ଯପାଳ ଓ ମୁଖ୍ଯମନ୍ତ୍ରୀଙ୍କୁ ଆର୍ଡିସିଙ୍କ ଜରିଆରେ ଦାବି ପତ୍ରପ୍ରଦାନ |

      ଓଡିଶା ଜନମତ ବ୍ୟୁରୋ , 

ବ୍ରହ୍ମପୁର, ୧୨†୧୨ :  ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ସହିତ ଜଣଙ୍କୁ ଚାକିରୀରୁ ବାହାର କରିଦେବା ଓ ବାରମ୍ବାର ଅନୁରୋଧ ପରେ ବି  କାର୍ଯ୍ୟରେ ପୁନଃ ଅବସ୍ଥା ପିତ କରା ନ ଯିବାରୁ ତାର ପ୍ରତି ବାଦ ରେଶିକ୍ଷା ବଞ୍ଚାଅ ଅନୁଷ୍ଠାନ ତରଫରୁ  ରାଜ୍ୟ ପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ  ଦାବିପତ୍ର ଦେଇଛନ୍ତି   | ତେବେ ଆସନ୍ତୁ ଜାଣିବା କେଉଁ କର୍ମଚାରୀ ଙ୍କୁ ହଇରାଣ କରୁଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ   | ଦୀର୍ଘ ବର୍ଷ ଧରି କାର୍ଯ୍ଯରତ ଜଣେ କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ଚାକିରୀରୁ ବହିଷ୍କାର କରି ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଏକ ଗରୀବ ପରିବାରକୁ ଦାଣ୍ଡର ଭିକାରୀ କରିଦେଇଛନ୍ତି|ସମସ୍ତ ଆବେଦନ ନିବେ ଦନ ସତ୍ତ୍ୱେ ବି ଅମାନବୀୟ ଭାବେ ଜଣେ ସ଼୍ବଳ୍ପ ବେତନଭୋଗୀକର୍ମଚାରୀ ଙ୍କୁ ଚାକିରୀରୁ ବହିଷ୍କାର କରିବା ବିରୁଦ୍ଧରେ ଗଞାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ  ତରଫରୁ ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରାଯାଇଛି |  ଜଣକୁ ଚାକିରୀ ଦେଇ ନପାରିବା ବେଳେ ନିଜରସ୍ଵେଛା ଚାରୀ ନିଷ୍ପତ୍ତି ଦ଼୍ବାରା କି ଭଳି ଗୋଟିଏ ପରିବାରକୁ ସର୍ବସ଼୍ବାନ୍ତ କରା ଯାଇପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାଯ ର୍ଯକଳାପ | ତାଙ୍କର ଏହି ନିଷ୍ପତ୍ତି ପ୍ରତ୍ଯାହାର କରି କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ପୁନଃ ଅବସ୍ଥାପିତ କରିବାପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅଦ୍ୟ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ମହାମହିମ ରାଜ୍ଯପାଳ ଓ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ଦକ୍ଷିଣାଞ୍ଚଳ ରାଜସ଼୍ବ ଆୟୁକ୍ତଙ୍କ  ଜରିଆରେ ପ୍ରଦାନ କରାଯାଇଛି | ସଭାପତି ରବି ରଥଙ୍କ ନେତୃତ଼୍ବରେ କାର୍ଯ୍ୟ ର୍କାରୀ ସଭାପତି ତଥା ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା,ଉପସଭା ପତି ତଥା ରାଜ୍ଯ ସେବାନିବୃତ୍ତ ବିକାଶ ମଞ୍ଚର ସଂପାଦକଶ୍ଯାମସୁନ୍ଦର ଖାଡ଼ଙ୍ଗା,ଓଷ୍ଟାର ଗଞ୍ଜାମର ପୂର୍ବତନ ସଂପାଦକ ତଥା ଅଭିଯାନର ସାଧାରଣ ସମ୍ପା ଦକ କାମରାଜୁ ମହାରଣା ଙ୍କ ସମେତ ଶିକ୍ଷକ ମହାସଂଘ ର ସଂପାଦକ ଅଶୋକ କୁମାର ଦଳାଇ, ସମାଜ ସେବୀ ମାନସରଞ୍ଜନତ୍ରିପାଠୀ,ସାମ଼୍ବା ଦିକ ରଞ୍ଜନ କୁମାର ସାହୁ, ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ସମାଜସେବୀ ରାମକୃଷ୍ଣ ପାତ୍ର, କାଳୀ ଦାସ ପ୍ରମୁଖ ଉପସ୍ଥିତ ରହି ଆର୍ଡିସି ଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇଥିଲେ  ଓ ଦାବି ପତ୍ର ପ୍ରଦାନ କରିଥିଲେ |

News Comment

You Might Also Like

BACK TO TOP