Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପୁରୀରେ ଆଜି ଶେଷ ହେଲା ତିନିଠାକୁର ଙ୍କ ଅଧର ପଣା ନିତୀ |

26-Jul-2026

ବଡ଼ଦାଣ୍ଡ ରେ ତିନି ରଥରେ ଶେଷ ହେଲା ଅଧରପଣା ନିତ  |

ଓଡିଶା ଜନ ମତ ବ୍ୟୁରୋ,

ଆଜି ବଡ଼ ଦାଣ୍ଡରେ ତିନି ଠାକୁର ଙ୍କ ତିନି ରଥରେ  ସମୁର୍ଣ ହୋଇଛି ଅଧର ପଣା ନିତି  | ଏହା କୌଣସି ମନ ଗଢ଼ା କଥା କିମ୍ବା କାର୍ଯ୍ୟ ନୁହଁ  | ଶ୍ରୀମନ୍ଦିର ସତ୍ତ୍ଵଲିପିରେ ମଧ୍ଯ ବିଶେଷ ଭାବେ ଉଲ୍ଲେଖ ରହିଛି ମହାପ୍ରଭୁଙ୍କ ଏହି ଅଧରପଣା  ନିତି କାନ୍ତି କଥା | ଏହି ନୀତିରେ ଦାୟିତ୍ଵ ନିର୍ବାହ କରିଥାନ୍ତି ମହାସୁଆର, ଭିତରଛୁ, ପାଣିଆପଟ, ତଳିଛୁ, ପୂଜାପଣ୍ଡା, ପୁଷ୍ପାଳକ, ଗରାବଢ଼ୁ, ପାତ୍ରୀ ବଡ଼ୁ ଓ ସୁଆର ବଡ଼ୁ ପ୍ରମୁଖ। ଏହି ନୀତିରେ ଅନେକ ସ୍ଵତନ୍ତ୍ରତା ରହିଛି। ବିଶ୍ଵାସ ରହିଛିଯେମହାପ୍ରଭୁତାଙ୍କପତିତ ପାବନ  ଯାତ୍ରାରେ ସମସ୍ତଦେବା ଦେବୀ ଙ୍କୁ ନିମନ୍ତ୍ରଣ ଜଣାଇଥାନ୍ତି। ସେମାନଙ୍କ ଭିତରୁ ରଥରେ ପାର୍ଶ୍ୱ ଦେବାଦେବୀ ଭାବେ ସତେଇଶ ଜଣଙ୍କ ନିମିତ୍ତ ଯାତ୍ରା ସମାପନ ପରେ ସେମାନଙ୍କୁ ପଣା ପାନ୍ୟ ଆପ୍ୟାୟିତ କରିବା ନୀତି ଓ ପରମ୍ପରା ଏହି ଜଗନ୍ନାଥ ସଂସ୍କୃତି ରେ ନିତି ବ୍ୟବସ୍ତା ରହି  ଆସିଛି ।ସିଂହଦ୍ଵାରରେ ରଥ ଦଶମୀ ଦିନରେ ପହଞ୍ଚିବା ପରେ ଏହା ନିର୍ବାହ ହେବ କଥା। କିନ୍ତୁ ଅନେକ ସମୟରେ ଏହା ତା ପର ଦିନ ଅର୍ଥାତ୍ ଏକାଦଶୀ ତିଥିରେ ଅନୁଷ୍ଠିତ ହେଉଛି । ସତ୍ତ୍ଵଲିପିରେ ଉଲ୍ଲେଖ ଅନୁଯାୟୀ ରାଘବଦାସ ମଠ, ଓଡ଼ିଆ ମଠ ଏହାପାଇଁ ସାମଗ୍ରୀ ଯୋଗାଇବେ। କିନ୍ତୁ ଏବେ ଶ୍ରୀମନ୍ଦିର ପ୍ରଶାସନ ଏସବୁ ଜିନିଷ ପ୍ରଦାନ କରୁଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଧରକୁ ଛୁଇଁଲା ଭଳି ଉଚ୍ଚତାକୁ ଦେଖ୍ ଲାଉତୁମ୍ବ ଭଳିମାଟିର  ତିନୋଟି ବଡ଼ ବଡ଼ ହାଣ୍ଡିରେ ପଣା ଅର୍ପଣ ହୋଇଥାଏ। ସର୍ବ ପ୍ରଥମେ ପଞ୍ଚୋପଚାର ପୂଜା ପଣ୍ଡାଙ୍କ ଦ୍ଵାରା ନିର୍ବାହ ହୋଇଥାଏ। ରଥ ଉପରେ ହିଁ ଏ ପଣା ହାଣ୍ଡି ଗୁଡ଼ିକ ଭାଙ୍ଗି ଦିଆ ଯାଇଥାଏ। ତେବେ ପାର୍ଶ୍ଵଦେବା,ଦେବୀଙ୍କ ସହ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟ ରେ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯିବାର ପରମ୍ପରା ରହିଛି | ଏପରିକି ଅଶରୀରମାନଙ୍କ ଉଦ୍ଧାର ନିମନ୍ତେ ଅଧରହାଣ୍ଡି ଭଙ୍ଗା ଯାଏ ବୋଲି ଲୋକ ବିଶ୍ଵାସ ଅଛି। ଗବେଷକ ଡକ୍ଟର ହରିହର କାନୁନଗୋଙ୍କ ତଥ୍ୟ ଅନୁଯାୟୀ ପ୍ରତିରଥରେ ତିନୋଟି ଲେଖାଏଁ ସର୍ବମୋଟ ନଅଟି ଅଧର ପଣା ହାଣ୍ଡି ଦରକାର ପଡ଼ିଥାଏ । ଏହି ପଣାରେ ଛେନା, କଦଳୀ, ସାକଚୀ ଆଦି ଅନେକ ଦ୍ରବ୍ୟ ଆବଶ୍ୟକ ପଡ଼ିଥାଏ।ପ୍ରତି ରଥରେ ତିନୋଟି କରି ତିନି ରଥର ୯ଟି ହାଣ୍ଡି ପଣା ଏବଂ ରାମ, କୃଷ୍ଣଙ୍କ ପାଇଁ ଦୁଇଟି ଓ ମଦନମୋହନଙ୍କ ପାଇଁ ଗୋଟିଏ ଛୋଟ ହାଣ୍ଡି ପଣା ମଧ୍ଯ ଏହି ନୀତିରେ ଭୋଗ ହୁଏ । ପ୍ରଥମେ ପାଳିଆ ସେବକଙ୍କ ଦ୍ବାରା ଜଳ ପିତ୍ତଳ ହଣ୍ଡାରେ ସଂଗ୍ରହ ହେବା ପରେ ପାଳିଆ ମହାସୁଆର ପଣ୍ଡା ପ୍ରସ୍ତୁତ କରି ସର୍ବପ୍ରଥମେଭଗବାନ ବଳଭଦ୍ରଙ୍କ ରଥ ତାଳଧ୍ଵଜ, ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଦେବୀ ଦଳନ ପରି ଶେଷରେ ଶ୍ରୀଜଗନ୍ନାଙ୍କ ରଥ ନନ୍ଦିଘୋଷରେ ପଣା ଅର୍ପଣ କରାଯାଏ ।ଅଧର ପଣା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସତ୍ତ୍ଵଲିପିରେ ଉଲ୍ଲେଖ ରହିଛି ପଞ୍ଚ ମହାଭୂତର ଶାନ୍ତି ଓ ତୁଷ୍ଟି ପାଇଁ ହାଣ୍ଡି ସବୁକୁ ରଥ ଉପରେ ହିଁ ଭାଙ୍ଗି ଦିଆଯାଏ । ରଥ ତଳେ ଥିବା ଭକ୍ତମାନେ ଅଧରପଣା ବିନ୍ଦୁଏପାଇବା ପାଇଁ ଆତୁର ଭାବରେ ରଥ ଚାରିପଟେ ଭିଡ଼ କରିଥାନ୍ତି। ଅଧର ପଣା ପରଦିନ ହୋଇଥାଏ ନୀଳାଦ୍ରି ବିଜେ। ଠାକୁରେ ମନ୍ଦିର ଭିତରକୁ ବାହୁଡ଼ି ଯାଆନ୍ତି।  ତେବେ ଆଜି ରୀତି ନିତି ଅନୁସାରେ ପ୍ରଭୁଙ୍କ ଠାରେ ଏହି ଅଧର ପଣା  ନିତି ସମ୍ପର୍ଣ୍ଣ ହୋଇଥିଲା  | ଏବଂ ଏହି ନୀତିକୁ ଉପସ୍ଥିତ ହଜାର ହଜାର ଭକ୍ତ ରୁଣ୍ଡ ହୋଈ ଦେଖି କୁତାର୍ଥ ହୋଈ ଥିଲେ |

News Comment

You Might Also Like

BACK TO TOP