Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

କାଳୀ ମନ୍ଦିର ଛକରେ ଯୁବକ ଙ୍କୁ ଖଣ୍ଡାରେ ଆକ୍ରମଣ |

26-Jul-2026

ପୂର୍ବ ଶତ୍ରୁତା କୁ ନେଇ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ |   
ଓଡିଶା  ଜନ ମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ରେ ବଢୁଛି ଅପରାଧୀଙ୍କ ଦୌରାତ୍ମ୍ୟ |ଚାରି ଦିନ ତଳେ ଜଣଙ୍କୁ ଦାଦା ବଟି ମାଗିବା  ଓ ମାଡ଼ ମାରିବା ଅଭିଯୋଗ ରେ 6ଜଣଙ୍କୁ ପୁରୁଷୋତ୍ତମ ପୁର ଏସଡ଼ି ପିଓ ସୁଜିତ କୁମାର ନାୟକ ଓ ଥାନା ଅଧିକାରୀ ଓସହଯୋଗୀ ସାମ୍ବାଦିକ ସମ୍ମିଳନୀ କରି କୋର୍ଟ ଫାରୁଆଡ଼ କରି ଥିଲେ | ତାର ଦୁଇ ଦିନ ତଳେ କିଛି ଅପରାଧୀଙ୍କ  ମଧ୍ୟରୁ ଜଣଙ୍କୁ ପୁରୁଷୋତ୍ତମ ପୁର ପୋଲିସ ଏବଂ ଏସଡ଼ି ପିଓ ସୁଜିତ କୁମାର ନାୟକ ଏନ କାଉଣ୍ଟର କରିଥିଲା ବେଳେ ଆଜି ସ୍ପଷ୍ଟ ଦିବାଲୋକରେ  କିଛି ଯୁବକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ସମସ୍ତ ଙ୍କ  ସମ୍ମୁଖରେ ଖଣ୍ଡାରେହାଣିଲେ ।  ହୁଏତ ଏହା ପୂର୍ବ ଶତ୍ରୁତା କୁ ନେଇ ହୋଇଛି ହେଲେ କଣ ଏହି ବ୍ୟକ୍ତିକୁ ଦୁଇ ଦୁଇ ଥର ଜଣଙ୍କୁ ଆକ୍ରମଣ କରିବା କେତେଦୂର ଠିକ ଅଟେ | ଆଇନ କୁ ହାତକୁ ନେବା ଅପରାଧ ନୁହେଁକି  | ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ  ବଡଖରିଡା ବାଣନଇ ଗ୍ରାମର ବଣ୍ଚି ବାରିକ (୨୮) ବର୍ଷ ଅଟନ୍ତି । ଆଜି କାଳୀମନ୍ଦିର ଛକ ନିକଟରେ କିଛି ଯୁବକ ବଣ୍ଟି ଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ କରି ଫେରାର ହୋଈ ଯାଇଛନ୍ତି ସେଠାରେ ଉପସ୍ଥିତ ଆହାତ ଲୋକେ ବଣ୍ଟିଙ୍କୁ ଉଦ୍ଧାରକରି  ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ବ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ନେଇଥିଲେ, ଓ ସେ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଥିଲେ | ଏହି ଘଟଣା ଶୁଣି ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ ସ୍ବାସ୍ବ୍ୟକେନ୍ଦ୍ରକୁ ଆସି ଆହାତଙ୍କ ବୟାନ ନେବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । କିଛି ଲୋକଙ୍କ ଠାରୁ ସୂଚନା ମିଳିଛି ଯେ ଦୀର୍ଘ ଦିନ ହେଲା ବଣ୍ଟିଙ୍କ ସହ ରାଜପୁର ଗ୍ରାମର କିଛି ବ୍ୟକ୍ତି ଙ୍କ ସହ ଶତ୍ରୁତା ଲାଗିରହିଛି । ସେମାନେ ବଣ୍ଟିଙ୍କୁ ହତ୍ୟା କରିବା ଲାଗି ଯୋଜନା କରୁଥିଲେ  | ଏହା ପୂର୍ବରୁ ମଧ୍ୟ ବଡ଼ ଖାରିଡା  କାଳେଶ୍ଵର ଯଜ୍ଞ ସମୟରେ ମଧ୍ୟ ବଣ୍ଟିକୁ ଏମାନେ ହାଣି ଦେଇଥିଲେ |   ଆଜି ବଣ୍ଟି ପୁରୁଷୋତ୍ତମପୁର ଆସିବାର ଖବର ପାଇ ସେମାନେ ଗୋଟିଏ ସ୍କୁଟିରେ ତିନିଜଣ ଯୁବକ ଆସି ଅତର୍କିତ ଭାବରେ ଖଣ୍ଡାରେ ଆକ୍ରମଣ କରି ହାଣିପକାଇ ଥିଲେ।  କିଛି ଲୋକ ଏହି ଘଟଣା କୁ ଦେଖି ରୁଣ୍ଡ ହୋଈ ଯିବାରୁ ଆସମୀ ମାନେ ସେଠାରୁ ଫେରାର ହୋଈ ଯାଇଥିଲେ |ତେବେ ଅପରାଧୀ ମାନେ ଜାଣିବା କଥା  ଏସପିଙ୍କ ନିର୍ଦେଶ ରେ ଏଠାରେ ଜଣେ ସିଂହ ଓ ଗୋଟିଏ ବାଘ ସହିତ ସେମାନଙ୍କ ସାଥୀ ମାନେ ଅଛନ୍ତି |  ତେଣୁ ଅପରାଧୀ ମାନେ ନିଜକୁ ଚାଲାକି କଲେ  ପୂର୍ବ ଅପରାଧୀ  ମାନଙ୍କ  ଭଳି ଦଣ୍ଡ ଭୋଗୀ ବାକୁ ପଡିବ  |  ତେଣୁ ସୁଧୁରି ଯିବା ସବୁଠୁ ଭଲ  |

News Comment

You Might Also Like

BACK TO TOP