Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଗାଡି ବେଟେରି ଚୋରି ଅଭିଯୋଗ ରେ 6ଟି ବେଟେରି ଜବତ ସହିତ 2ଗିରଫ |

26-Sep-2026

ଗାଡ଼ି ର ବ୍ୟାଟେରୀ ଚୋରୀ ଅଭିଯୋଗରେ ୨ ଗିରଫ୍,
୬ଟି ଚୋରା ବ୍ୟାଟେରୀ ଜବତ ।

ଜନମତ ଖବର, ଛତ୍ରପୁର,ତା. ୨୬/୯ (କେ.ସତ୍ୟନାରାୟଣ ରେଡ୍ଡୀ)
ଗଞ୍ଜାମ ପୋଲିସଜିଲ୍ଲା ଅନ୍ତର୍ଗତ ଛତ୍ରପୁର ବ୍ଲକ୍  ଚମାଖଣ୍ଡି ଥାନାରେ ଅଭିଯୋଗ କ୍ରମେ ବହୁ ଦିନ ଧରି ଗାଡ଼ି ର ବ୍ୟାଟେରୀ ଚୋରୀ କରୁଥିବା ମାମଲାରେ 
ଚମାଖଣ୍ଡି ପୋଲିସ ୨ଜଣ ଙ୍କୁ ଗିରଫ କରିଛି ।
    ସୂଚନା ଯୋଗ୍ୟ ଯେ` ସେହି ଦୁଇଜଣ ଅନେକ ଦିନରୁ ଗାଡ଼ିରୁ ବ୍ୟାଟେରୀ ଚୋରୀ କରି ଆସୁଥିଲେ । ଅଭିଯୋଗ କ୍ରମେ ତନାଘନା ଉଦ୍ୟମ ସାଂଗକୁ ପୋଲିସ ଅନୁସନ୍ଧାନ କରି ଦୁଇଜଣ ଚୋର କୁ ଧରିବାରେ ସଫଳ ହୋଇଛନ୍ତି । ସେମାନେ ହେଲେ କଣମଣା ପଞ୍ଚାୟତ ର  ଏସ. ମୋହନ ରେଡ୍ଡୀ (୩୦) ଏବଂ ମିଥୁନ ବେହେରା (୩୪) ଓରଫ୍ ମାଧବ ଏମାନଙ୍କ ଉପରେ ନଜର ରଖି ପୋଲିସ ଅଟକ ରଖି ପଚରାଉଚରା କରିଥିଲା  ।ଶେଷରେ ନିଜର ଭୁଲ  ସ୍ୱୀକାର କରିଥିଲେ । 
ସେ ଦୁହେଁ କହିଥିଲେ ଯେ` ଆମର ରୋଜଗାର କିଛି ନାହିଁ, ଗୁଜୁରାଣ ମେଣ୍ଟାଇବା ପାଇଁ ଏହି କର୍ମ କରୁଥିଲୁ । 
ତେବେ ଚମାଖଣ୍ଡି ଥାନା ଅଧିକାରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି ଏହି ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସେମାନଙ୍କ ଠାରୁ ୬ ଟି ବଡ଼ ଗାଡ଼ିରେ ବ୍ୟବହୃତ ବ୍ୟାଟେରୀ ଜବତ କରାଯାଇଛି ।
ଚମାଖଣ୍ଡି ଥାନା କେଶ ନମ୍ବର-୩୭୫ ତାରିଖ ୨୫.୯.୨୬ ରେ ୩୦୩(୨)/୩(୫) ବିଏନଏସ ଅନୁଯାୟୀ ଗିରଫ କରାଯାଇ ଶନିବାର ଛତ୍ରପୁରର ଏସଡିଜେଏମଙ୍କ କୋର୍ଟକୁ ପଠାଯାଇଛି ।।

News Comment

You Might Also Like

BACK TO TOP