Breaking News

ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||     

କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |

01-Mar-2026

କୋଦଳା ରେ ଚାଲିଛି ଦୋଳଯାତ୍ରା, ବିଳମ୍ବିତ ରାତ୍ର ରେ ହରିହର ଭେଟ,ଆତସବାଜି ପ୍ରଦର୍ଶନ ବନ୍ଦ ନିଷ୍ପତି,

ଓଡିଶା ଜନ ମତ, ବେଗୁନିଆ ପଡା, ସୂର୍ଯ୍ୟ ନାରାୟଣ ବଡ଼ୁ :--

ଗଞ୍ଜାମ ଜିଲ୍ଲା କୋଦଳା ରେ ଧୁମ ଧାମ ରେ ଚାଲିଛି ଐତିହାସିକ ଦୋଳଯାତ୍ରା,ଫେବୃଆରୀ 27 ତାରିଖ ରୁ କୋଦଳା ବିଜେ ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ଏବଂ ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥ ପ୍ରତ୍ୟକ ଦିନ ବିଳମ୍ବିତ ରାତ୍ର ରେ ଘଣ୍ଟ ମୃଦଙ୍ଗ, ଢୋଲବାଦ୍ୟ ଏବଂ ପଶୁମୁଖା ଧାରୀଙ୍କ ସହିତ ବିରାଟ ପଟୁଆର ରେ ନିଜ ନିଜର ସୁ ସଜ୍ଜିତ ଖଟୁଳି ରେ ନିଜ ନିଜ ମନ୍ଦିର ରୁ ବାହାରି ଗ୍ରାମ ର ପ୍ରତ୍ୟକ ଦୁଆରୁ ଭୋଗ ଖାଇ ଯାତ୍ରାପଦାରେ ହରିହର ଭେଟ ହୋଇ ସମସ୍ତ ଗ୍ରାମ ପରିକ୍ରମା କରି ନିଜ ମନ୍ଦିର କୁ ଫେରୁଛନ୍ତି  ! ଆସନ୍ତା କାଲି ଗ୍ରହଣ ଏବଂ ଆଜି ପନ୍ତିଭୋଗ ଲାଗିବା କାର୍ଯ୍ୟକ୍ରମ ଥିବାରୁ  ମହାପ୍ରଭୁଙ୍କୁ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଆଜି ମନ୍ଦିର ରୁ ବାହାରି ଗ୍ରାମ ପରିକ୍ରମା କରିବେ, ଏବଂ ଭୋର ସମୟ ରେ ନିଜ ନିଜ ଜାଗାରେ ରାଜାଅଗ୍ନୀ ରେ ଯୋଗଦେଇ ନିଜ ନିଜ ମନ୍ଦିର କୁ ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି ! ଗ୍ରହଣ ପରେ ପୁଣି ସମସ୍ତ ନୀତିକାନ୍ତି ସାରି ପୁଣି ଗ୍ରାମପରିକ୍ରମା କରି ଯାତ୍ରାମଣ୍ଡପ ରେ ପ୍ରବେଶ କରିବେ  l ପ୍ରଶାସନ ର ବାଣ ଫୁଟାଇବା କଟକଣା ଥିବାରୁ ଆତସବାଜି ପ୍ରଦର୍ଶନ ବନ୍ଦ ରହିପାରେ, ଉକ୍ତ ସମୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ହୋଲି ରେ ସମସ୍ତ ଙ୍କ ଆକାଂକ୍ଷିତ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି  ! ବାଣଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ଲାଇଟ ତୋରଣ ଓ ଆଲୋକ ସଜ୍ଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ନିଶ୍ଚିତ ମନମୋହିବ ବୋଲି ଉଭୟ ଯାତ୍ରାକମିଟି ପ୍ରକାଶ କରିଛନ୍ତି  !

News Comment

You Might Also Like

BACK TO TOP