Breaking News

ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||     

ସତରେ ବାଘ ମଣିଷ ଲଢେଇ ରେ ପରାସ୍ତ ହେଲା ବାଘ |

25-Jan-2026

ଫିଲିମ ନୁହଁ, ରିଏଲ ରେ ବାଘ-ମଣିଷ ଲଢ଼େଇରେ ବାଘ  ମୃତ,

      ଓଡିଶା ଜନ ମତ ବ୍ୟୁରୋ,

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ | ଏହା କୌଣସି ଫିଲିମ କିମ୍ବା ସିରିଏଲ ର ମିଛି ମିଛିକା  ନାଟ୍ୟ ରୂପାନ୍ତର ନୁହଁ | ପ୍ରକୃତ ରିଏଲ ଘଟଣାଟି ଘଟିଛି କଟକ ଜିଲ୍ଲା ନରସିଂହ
ପୁରରେ ନିଜ ଜୀବନ ବଞ୍ଚାଇବାକୁ ଯାଇ କଲରାପଚରିଆକୁ ବାଘଟିକୁ ମାରି ଦେଇଛି ମଣିଷ। ଗୁରୁତର  ଭାବେ ଆହାତ ଯୁବକ ଙ୍କୁ ଲୋକମାନେ ମେଡିକାଲରେ ଭର୍ତ୍ତି କରି ଛନ୍ତି। ଗତରାତିରେ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିନ ଅନନ୍ତପ୍ରସାଦ ଗାଁର ଏ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଆଉ ଭୟକୁ ସମାଧି ଦେଇ ବାଘକୁ ମାରିଥିବାସମ୍ପୃକ୍ତ ସାହାସୀ ଯୁବକ ଜଣକ ହେଉଛନ୍ତି ଶୁଭ୍ରାଂଶୁ ଭୋଳ । ଅଧରାତିରେ ଏକାକୀ କଲରାପତରିଆ ସହ ଲଢ଼ି, ନିଜ ଜୀବନ ବଞ୍ଚାଇବା ସହିତ ବାଘର ଜୀବନ ନେଇଛନ୍ତି ଶୁଭ୍ରାଂଶୁ। କଲରାପତରିଆ ଆକ୍ରମଣରେ ଲହୁଲୁହାଣ ବି ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।ସମୟ ପ୍ରାୟ ରାତି ୧୨ଟା । ଫାର୍ମହାଉସ୍ ଭିତରେକଲରାପଚରିଆ ଆସି ପ୍ରଥମେ ଗୁଜ୍ଜରଙ୍କୁ ଆକ୍ରମଣ କରିଥିଲା । ହଠାତ୍ କୁକୁର ଏହି ଗନ୍ଧ ବାରି ଭୁକିବାକୁ ଲାଗିଥିଲେ | କଣ ଶବ୍ଦ ହେଉଛି ଶୁଣି ବାହାରକୁ ଧାଇଁଆସିଥିଲେ ଶୁଭ୍ରାଂଶୁ । ଆଉ ନିଜେ ପଢ଼ିଯାଇଥିଲେ। ବାଘ ଆଗରେ। ବେଖୁଦେଖୁ ଶୁଭ୍ରାଂଶୁଙ୍କୁ ଝାମ୍ପ ମାରିଥିଲା କଲରାପତରିଆ। ଭୟରେଶୁଭ୍ରାଂଶୁ ଯେତିକି ଯେତିକି ପଛକୁ ଯାଉଥିଲେ, ଗର୍ଜନ କରି ସେତିକି ସେତିକି ପିଛା କରୁଥିଲା ବାଘ । ଶେଷରେ ଗୋଟିଏ ଘର ଭିତରେ ଉଭୟଙ୍କ ମଧ୍ୟରେହୋଇଥିଲା  ଜୋରଦାର ଲଢେଇ । ବାଘ ଆକ୍ରମଣରେ ଲହୁଲୁହାଣ ଶୁଭ୍ରାଂଶୁ କିନ୍ତୁ ହାର୍ ମାନିବା ମୁଡ୍‌ରେ ନଥିଲେ । ଜୀବନ ବିକଳରେ  ରୋଷେଇ ଘରେ ଥିବା ଏକ ଛୁରୀରେ କଲରା ପତରିଆକୁ ଆକ୍ରମଣ କରି ନିଜକୁ ରକ୍ଷା କରିଥିଲେ ।  ଘର ସାରା ରକ୍ତ ପଡି ରହିଥିଲା ଏବଂ ଯନ୍ତ୍ରଣାରେ ଛଟ, ପଟ ହୋଇ ବାଘଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଛି |  ବନବିଭାଗ ପହଞ୍ଚି ଏହାର ତଦନ୍ତ କରୁଛି। ସାଧାରଣତଃ ବାଘକୁ ଦେଖୁଲେ ମଣିଷର ବୁଦ୍ଧି ହଜିଯାଏ। ହେଲେ ଶୁଭ୍ରାଂଶୁଙ୍କ ସାହାସ ହିଁ ତାଙ୍କୁ ନୂଆ ଜୀବନ ଦେଇଛି। ଆଉ ସତ ସତିକା ଗୋଟିଏ ଯୁବକ ବାଘକୁ ପରାସ୍ତ କରିବାରେ ସଫଳ ହୋଉଛନ୍ତି |  ଆମେ ଇତିହାସ ଓ ପୌରାଣିକ ରେ ପଢ଼ିଛେ କଳ ଚାନ୍ଦ ମିଶ୍ର କିପରି ମୋଗଲ ଶାସନ  ର ନବାବ ସୁଲେମାନ କରାନଙ୍କୁ ଭେଟିବାକୁ ଯାଉଥିଲା ବେଳେ ତାଙ୍କ ଝିଅ ବଣରେ ଥିବା ଏକ ଦର୍ଶନିୟ ସ୍ଥାନ ସଖୀଙ୍କ ସହ ଦେଖିବାକୁ ଆସି ଫେରୁଥିଲା ବେଳେ ବଣ ଭିତରେ ବାଘର ଗର୍ଜନ ଶୁଣି ଏକାକୀ ହୋଇ ନିଜକୁ ରକ୍ଷା କରିବାକୁ ଗର୍ଜନ କରୁଥିଲା ବେଳେ ସେହି ରାସ୍ତା ଦେଈ କଳାଚାନ୍ଦଯାଉଥିଲାବେଳେ ଏକମହିଳାଙ୍କ ଆର୍ତ୍ତ ଚିତ୍କାର ଶୁଣି ବାଘସହିତ ଲଢେଇ କରି ବାଘକୁ ପରାସ୍ତକରିଥିଲେ | ସେହିପରି ଆଜି  ଶୁଭ୍ରାଂଶୁ ମଧ୍ୟ ବାଘକୁ ପରାସ୍ତ କରିଏକ ବୀରତ୍ୱ ର ପରାକାଷ୍ଠା ଦେଖାଇଛନ୍ତି  |

News Comment

You Might Also Like

BACK TO TOP