Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |

06-Aug-2026

ପୁଣି କେଶପୁର ଠାରେ ଭୟାବହ ଅଗ୍ନିକାଣ୍ଡ, 4 ଟି ଦୋକାନ ରେ ବ୍ୟାପକ କ୍ଷୟକ୍ଷତି ।

ଓଡ଼ିଶା ଜନମତ, ଖଲ୍ଲିକୋଟ : 06/08/26

ତାରା ଶଙ୍କର ରଥ:-
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନତର୍ଗତ କେଶପୁର ଛକ ରେ ପୁଣି  ଆଜି ନିଆଁ ଲାଗି 4 ଦୋକାନ ରେ ଅନେକ ସାମଗ୍ରୀ ପୋଡ଼ି ଜଳି ନଷ୍ଟ ହେବାର ଖବର ସାମ୍ନାକୁ ଆସିଛି ।ସୂଚନା ପ୍ରକାର ରେ ଗତ 01/08/26 ରେ କୌଣସି ପ୍ରକାର ରେ ରାଜେନ୍ଦ୍ର ପାତ୍ର ଙ୍କ ଦୋକାନ ରେ ହଟାତ୍ ନିଆ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ। ଆଜି ଭୋର୍ ସମୟରେ ସେହି ଜାଗା ରେ ପୁଣି ଅଗ୍ନି କାଣ୍ଡ ଘଟିଥିବା ଖବର ସାମ୍ନା କୁ ଆସୁଛି । ଖବର ପାଇ  ଅଗ୍ନି ସମ ବାହିନୀଙ୍କ ଦୀର୍ଘ ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ କରିବାକୁ ସକ୍ଷମ ହୋଇଥିବା ବେଳେ ସେତେବେଳେକୁ 4ଟି ଦୋକରେ ଥିବା ରାସନ୍ ସାମଗ୍ରୀ ସଂପୂର୍ଣ୍ଣ ପୋଡ଼ିଜଳୀ ନଷ୍ଟ ହେବାର ଦେଖା ଯାଇଥିଲା । ତେବେ କେଶପୁର ପରିବା ବଜାର ରେ ବାରମ୍ବାର ଅଗ୍ନି କାଣ୍ଡ ଘଟିବା ପ୍ରଶାସନ ମୁଣ୍ଡ ବଥା ର କାରଣ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ବ୍ୟାପାରି ଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଶନିବାର ଅଗ୍ନି କାଣ୍ଡ ପରେ ନିଜ ଦୋକାନ କୁ ସଜାଡି ଗତକାଲି ରାତି ରେ ଘର କୁ ଫେରିଥିବା ପରେ ଆଜି ମଧ୍ୟ ରାତ୍ରି ରେ ପୁଣି ଥରେ ସେହି ଜାଗା ରୁ ଅଗ୍ନି କାଣ୍ଡ ଘଟି 4 ଟି ଦୋକନ କୁ ବ୍ୟାପି ଯାଇଥିଲା ।ଅଗ୍ନି କେହି ଦୁର୍ବୁତ୍ତ ଲଗାଇଥିବା ନେଇ  ରାଜେନ୍ଦ୍ର ପାତ୍ର ଅଭିଯୋଗ କରିଥିବା ବେଳେ ବାରମ୍ବାର ଏଭଳି ଘଟଣା ଘଟିବା ଏହା ଏକ ବିଡମ୍ୱନା ଓ ଅପ୍ରାକୃତିକ  ବୋଲି ସ୍ଥାନୀୟ ଲୋକ ଙ୍କ ଗହଣରେ ଆଲୋଚନା ଦେଇଥିଲା । ଅପର ପକ୍ଷରେ କେଶପୁର ବଜାର କମିଟି ସେକ୍ରେଟାରୀ ରାଜୀବ ପାତ୍ର କ୍ଷୋଭ ପ୍ରକାଶ କରିବା ସହ ଏହି ଦିଗରେ ଉଚିତ୍ ତଦନ୍ତ କରି ଦୋକାନ ଗୁଡିକୁ ଭରଣ ପୋଷଣ କରିବା ଦିଗରେ ସରକାର ଙ୍କୁ ଅନୁରୋଧ କରିଛନ୍ତି ।

News Comment

You Might Also Like

BACK TO TOP