Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ଏକ ଅଟୋ କୁ ବାଲି ବୋଝେଇ ଡମ୍ପର ଧକ୍କା ଦେବା ଫଳରେ ଅଟୋରେ ବସିଥିବା 3ଜଣ ଗୁରୁତର |

24-Jan-2026

ବାଲି ଭର୍ତି ଡମ୍ପର ଏକ ଅଟୋ କୁ ଧକ୍କା ଦେବା ଫଳରେ ରେ ଅଟୋର ୩ ଗୁରୁତର,

         ଓଡିଶା ଜନ ମତ ବ୍ୟୁରୋ,

ଡମ୍ପର ଚାଳକ ଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ବହୁ ଦୁର୍ଘଟଣା ଘଟୁଛି  | ଯାହାଫଳରେ ଅଧିକାଂଶ ଲୋକ ଆହାତ ହେବାସହ ମୃତ୍ୟୁ ବରଣ କରୁଛନ୍ତି | ଏପରି ଏକ ଘଟଣା ଘଟିଛି ଜଳେଶ୍ଵର ମ୍ୟୁନିସିପାଲଟିର ବଡବଜାର ସତ୍ୟନାରାୟଣ ମନ୍ଦିର  ନିକଟରେ ଏକ ଅଟୋକୁ ବିପରିତ ଦିଗରୁ ଆସୁଥିବା  ଏକ ବାଲି ଭର୍ତି ଡମ୍ପର ଧକ୍କା ଦେବାଫଳରେ ଡ୍ରାଇଭର ସହିତ ୩ଜଣ  ଗୁରୁତର  ହୋଇ ବାଲେଶ୍ବର ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ  ମୋହନପୁର ଥାନା ଅନ୍ତର୍ଗତ ସାତସଣ୍ଡା ଗ୍ରାମର ଆରତୀ ପ୍ରମାଣିକ (୫୧ )  ( କମଳ ମା ଣି କ (୫୫ )    ଓଡି ୦ ୧- କେ ୧୭୪୧ ଅଟୋ ଯୋଗେ ଜଳେଶ୍ବର ଷ୍ଟେସନକୁ ଆସୁଥିଲେ । ଷ୍ଟେସନବଜାର ଆଡୁ ଏକ ବାଲି ବୋଝେଇ ଡମ୍ପର ଦ୍ରୁତଗତିରେ ଆସି ସତ୍ୟନାରାୟଣ ମନ୍ଦିର ନିକଟରେ  ସମ୍ମୁଖପଟୁ ଧକ୍କା ଦେଇ ଚମ୍ପଟ ମାରିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ନିମପୁର ଗାଁର ଅଟୋଚାଳକ ମାଧବ ଜେନା (୩୫)ଙ୍କ ସହିତ ଦୁଇ ଆରୋହୀଙ୍କୁ ଗୁରୁତର ଭାବେ ତୁରନ୍ତ ଜିକେଭଟ୍ଟର ହସ୍  ପିଟାଲକୁ ନିଆଯାଇଥିଲା ।ଅବସ୍ଥା ସଙ୍କଟାପନ୍ନ ଥିବାରୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ନୂତନ କିରଣ ସାମାଜିକ ସଂଗଠନର ମୁଖ୍ୟ କୁମାର ସତ୍ୟଜିତ୍ ବେଜଙ୍କ ନେତୃତ୍ୱରେ ଅନ୍ୟମାନେ ଗୁରୁତରମାନଙ୍କୁ ହସ୍  ପିଟାଲକୁ ଆଣିବା ସହିତ ପୁଲିସ କୁ ଖବର ଦେଇଥିଲେ | ସହରରେ ଭାରିଯାନ ଚଳାଚଳ ପ୍ରତିବନ୍ଧକ ଥିବା ବେଳେ ବେଧଡକ ପାଲ ନଥୁବା ଯାନରେ ବାଲି ବ୍ୟାପକ ପରିବହନ ହେଉଛି। ଏନେଇ ବହୁ ସମୟ ଧରି ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ବାସୀ ସଡ଼କ ଅବରୋଧ ସହ  ଘୋର ପ୍ରତିବାଦ କରିଥିଲେ।ଘଟଣାସ୍ଥଳରୁ ୩ଟି ଡମ୍ପର ଚମ୍ପଟ  ମାରିଥିବା ବେଳେ ଜଳେଶ୍ଵର ଥାନା ସମ୍ମୁଖଦେଇ ପ୍ରତିଦିନ ରାତିରେ ଶହ ଶହ  ବାଲି ବୋଝେଇ ଡମ୍ପର ଦ୍ରୁତଗତିରେ ଯାଉଥିଲେ ମଧ୍ୟ ସେଥ‌ିପ୍ରତି କାହାରି ନିଘା ନଥିବା  ସ୍ଥାନୀୟ ସହରବାସୀ ଅଭିଯୋଗ କରିଛନ୍ତି । ଏହି ମୁଖ୍ୟ ରାସ୍ତା ଦେଈ ବାଲି ବୋଝେଇ ଟ୍ରକ, ଡ଼ମ୍ପରଚଳାଚଳ ବନ୍ଦ ନହେଲେ  ଆଗାମୀ ଦିନରେ ଅଞ୍ଚଳ ବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି |

News Comment

You Might Also Like

BACK TO TOP