Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ଦୁଇଟି କିଡ଼ନୀ ଫେଲୁଆର ସରପଞ୍ଚ ଙ୍କୁ ସରକାରୀ ସହାୟତା ଦାବି

23-Dec-2025

ଦୁଇଟି ଯାକ କିଡନି ଖରାପ ତଥାପିଲୋକଙ୍କ ପାଇଁ କାମ କରୁଛନ୍ତି,ସରକାରଙ୍କୁ  ସହାୟତାପାଇଁ ଗୁହାରିକଲେ ପରିବାର ଲୋକ,

       ଓଡିଶା ଜନ ମତ ବ୍ୟୁରୋ,

ଜଣେ  ସଚୋଟ ଜନ ପ୍ରତିନିଧି, ହେଲେ ତାଙ୍କ ଭାଗ୍ୟ ଆକାଶ ରେ ଭରି ଯାଇଛି କଳା ବାଦଲ  | 
ଦୁଇଟି ଯାକ କିଡନି ଫେଲ୍ ହୋଇଯାଇଛି । ତଥାପି ପଞ୍ଚାୟତ କାର୍ଯ୍ୟାଳୟ ଆସି ଲୋକଙ୍କ ସମସ୍ୟା ବୁଝନ୍ତି । ଧୀରେ ଧୀରେ ଶରୀର ଦୁର୍ବଳ ହେବାର ଲାଗିଛି । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଯାହା ଥିଲା ସବୁ ଖର୍ଚ୍ଚ ହୋଇସାରିଲାଣି । ହେଲେ ତାଙ୍କ ମନୋବଳ କିନ୍ତୁ ଭାଙ୍ଗିନି I ବଦ୍ଧିତ ଦରମାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି
ଲୋକଙ୍କ ପ୍ରତିନିଧ୍ ବିଧାୟକ । ବିଧାୟକଙ୍କର ଏକକାଳୀନ ଦରମା ବଢ଼ିବା ବର୍ତ୍ତମାନ ସମୟର ସବୁଠୁ ବଡ଼ ଖବର । ଗୋଟେ ପଟେ ବିଧାୟକଙ୍କୁ ମୋଟା ଅଙ୍କର ଟଙ୍କା ମିଳୁଥିବା ବେଳେ ଗ୍ରାମ ସ୍ତରରେ ଥିବା ଲୋକଙ୍କ ପ୍ରତିନିଧ୍ କିନ୍ତୁ କଷ୍ଟରେ ବଞ୍ଚୁଛନ୍ତି । ସେଭଳି ଚିତ୍ର ଏବେ ସାମନାକୁ ଆସିଛି ଗଜପତିରୁ । ଲୋକଙ୍କ ସେବା ପାଇଁ ଆଗକୁ ଆସିଲେ ପ୍ରଥମ କରି ସରପଞ୍ଚ ଭାବେ ନିର୍ବାଚିତ ବି ହେଲେ । ହେଲେ ଭାଗ୍ୟ ଆକାଶରେ ହଠାତ୍ ଏମିତି କଳା ବାଦଲ ଛାଇଯିବ, କେବେ ଚିନ୍ତା କରିନଥିଲେ । ଦୁର୍ନୀତିରେ ଲିପ୍ତ ବାବୁ ଓ ନେତାଙ୍କ କଥା ତ ଆମେ ପ୍ରତିଦିନ ଦେଖୁଛେ । ହେଲେ ଆଜି ଆମେ ଏମିତି ଜଣେ ବାବୁଙ୍କୁ ଦେଖୁବା ଯିଏ ନିଜର ଜୀବନ ଲୋକଙ୍କ ସେବା ପାଇଁ ସମର୍ପି ଦେଇଛନ୍ତି ।
ଦୁଇଟି ଯାକ କିଡ୍‌ନି ଫେଲ୍ ହୋଇଯାଇଛି । ତଥାପି ପଞ୍ଚାୟତ କାର୍ଯ୍ୟାଳୟ ଆସି ଲୋକଙ୍କ ସମସ୍ୟା ବୁଝନ୍ତି । ଧୀରେ ଧୀରେ ଶରୀଗ ଦୁର୍ବଳ ହେବାର ଲାଗିଛି । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଯାହା ଥ୍‌ଲା ସବୁ ଖର୍ଚ୍ଚ ହୋଇସାରିଲାଣି । ହେଲେ ତାଙ୍କ ମନୋବଳ କିନ୍ତୁ ଭାଙ୍ଗିନି । ଆମେ କହୁଛୁ ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ ରଣ୍ଡିବା ଗ୍ରାମ ପଞ୍ଚାୟତର ସରପଞ୍ଚ ବାଳକୃଷ୍ଣ ବେହେର ଦଳାଇଙ୍କ କଥା । ଯିଏ ନିଜ ଦୁଃଖ କଷ୍ଟକୁ ହୃଦୟରେ ଚାପି ରଖ୍ ଆଗକୁ ବଢ଼ି ଚାଲିଛନ୍ତି । ଦୁଇ ବର୍ଷ ତଳେ ହଠାତ୍ ବାଳକୃଷ୍ଣଙ୍କ ଦେହ ଖରାପ ହୋଇଗଲା।ପ୍ରଥମେ ଚନ୍ଦ୍ରଗିରି ପରେ ବ୍ରହ୍ମପୁର ସହ ଭୁବନେଶ୍ବରକୁ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର କରି ଚିକିତ୍ସା କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ଦୁଇଟି ଯାକ କିଡନି ଫେଲ୍ ହୋଇଯାଇଛି, ଆଉ କିଛି ଦିନ ବଞ୍ଚିବେ ବୋଲି କହିଥିଲେ । ଏକଥା ଶୁଣିବା ପରେ ତାଙ୍କ ପାଦ ତଳୁମାଟି ଖସିଯାଇଥିଲା । ତଥାପି ସେ ନିଜକୁ ଦୁର୍ବଳ କରିନାହାନ୍ତି , ହାର ମାନିନାହାନ୍ତି । ଦୁଇ ବର୍ଷ ହେବ ଦୁଇଟି କିଡନି ଫେଲ୍ ହୋଇଥିଲେ ମଧ୍ୟ ପାଖାପାଖୂ ୭୦ ଜଣ ରକ୍ତ ଦେଇ  ତାଙ୍କୁ ବଞ୍ଚାଇ ଚାଲିଛନ୍ତି । ବର୍ଭମାନ ଟଙ୍କା ଅଭାବରୁ ଚିକିତ୍ସା କରିବା ତାଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ । ନିଜ ଜମି ସହ ସ୍ତ୍ରୀଙ୍କ ଥିବା ସୁନା ଅଳଙ୍କାର ମଧ୍ୟ ବିକ୍ରି କରି ସାରିଲେଣି । ତଥାପି ଚିକିତ୍ସା ସରୁନି କି ଚିନ୍ତା ଯାଉନି ।
ସାରା ରାଜ୍ୟରେ ଥିବା ସରପଞ୍ଚମାନଙ୍କ ମଧ୍ୟରୁ କିଛି ସରପଞ୍ଚ ବି ବାଳକୃଷ୍ଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ତଥାପି ଦୁଇ ବର୍ଷରେ ପାଖାପାଖୂ ୧୩ ଲକ୍ଷରୁ ଅଧ‌ିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ଚିକିତ୍ସା ପାଇଁ ଦୁଇଦିନରେ ଥରେ ତାଙ୍କୁ ବ୍ରହ୍ମପୁର ଆସି ଡାଏଲିସିସ ବି କରିବାକୁ ପଡୁଛି । ତେବେ ଖର୍ଚ୍ଚ ବଢ଼ିବା ସାଙ୍ଗକୁ ଶରୀର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ତଥାପି ସେ ହାର ମାନିନାହାନ୍ତି । ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଲୋକଙ୍କ ସେବ କରିବା ସହ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରି ଏବେ ପ୍ରଶଂସା ସହ ପ୍ରିୟ ସରପଞ୍ଚ ହୋଇ ପାରିଛନ୍ତି । ଏଭଳି ସରପଞ୍ଚ ପାଇ ପଞ୍ଚାୟତ ବାସିନ୍ଦା ମଧ୍ୟ ବେଶ୍ ଗର୍ବ ଅନୁଭବ କରିବା ସହ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି । ତେବେ ରାଜ୍ୟ ସରକାର ଯଦି ଏହା ଉପରେ ଟିକେ ଗୁରୁତ୍ୱ ଦେଈ ତାଙ୍କୁ ଗୋଟେ କିଡ଼ନୀ ପ୍ରତ୍ୟା ରୋପଣ କରିପାରନ୍ତେ ତେବେ ସେ ହୁଏତ ବଞ୍ଚି ପାରି ଲୋକଙ୍କ ସେବା କରିପାରିଥାନ୍ତେ ବୋଲି ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି |

News Comment

You Might Also Like

BACK TO TOP