Breaking News

ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||     

ଓଡିଶା ଛତିଶ ଗଡ଼ ସୀମାନ୍ତ ଦଇଡା ପାନୀ ଜଙ୍ଗଲ ରେ ମୋଓବାଦୀ କେମ୍ପ କୁ ଠାବକଲା ସୁରକ୍ଷା ବାହିନୀ ପୋଲିସ |

23-Dec-2025

ମାଓବାଦୀ ଶିବିର କୁ ଦଇଡା ପାନୀ ଜଙ୍ଗଲ ରେ ଠାବ କରି ବିପୁଳ ଅସ୍ତ୍ରଶସ୍ତ୍ର ଜବତକଲା ଓଡିଶା ସୁରକ୍ଷା ବାହିନୀ ପୋଲିସ,

          ଓଡିଶା ଜନ ମତ ବ୍ୟୁରୋ,

ବର୍ତମାନ ରାଜ୍ୟର ସବୁସ୍ଥାନ ଏବଂ ରାଜ୍ୟ ବାହାରେ ଯେଉଁଠିକି ମାଓବାଦୀ କାର୍ଯ୍ୟ କଳାପ ହେଉଥିବାର ଖବର ଆସୁଛି ତାକୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେଉ ନଚେତ ସେମାନଙ୍କୁ ନିପାତ ପାଇଁ ସବୁ ପ୍ରକାର ବ୍ୟବସ୍ତା କରୁଛି ପୋଲିସ ସୁରକ୍ଷା ବାହିନୀ ଫୋର୍ସ | ତେବେ ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେପୁଣି ଏକ ମାଓବାଦୀ କେମ୍ପ କୁ ଠାବ କରିଛି ସୁରକ୍ଷା ବାହିନୀ ପୋଲିସ  । ଶିବିରରେ ମାଓବାଦୀ ନଥିବାବେଳେ   ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ। ସୂଚନା ଅନୁ ସାରେ, ଗରି ଆବନ୍ଦର ମେନ ପୁର ଅନ୍ତର୍ଗତ ଦଇଡା଼ପାନିଜଙ୍ଗଲରେ ମାଓବାଦୀ ଶିବିର କରି ରହୁଥ‌ିବା ନେଇ ସୁରକ୍ଷା ବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ସେହି ଆଧାରରେ ସୁରକ୍ଷା ବଳଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା ।ଗତକାଲି ଜଙ୍ଗଲ ଭିତରୁ ମାଓବାଦୀ ଶିବିର ଠାବ ହୋଇଥିବାବେଳେ ସେଠାରୁ ବହୁ ପରିମାଣରେ ମୋର୍ଟାର ଲଞ୍ଚର ଏବଂଅନ୍ୟାନ୍ୟ ଅସ୍ତ୍ର, ଶସ୍ତ୍ର ସାମଗ୍ରୀକୁ ଜବତ କରାଯାଇ ଥିବାର ପୋଲିସ ମୁଖ୍ୟ ଙ୍କ ଠାରୁ ସୂଚନା  ମିଳିଛି ||

News Comment

You Might Also Like

BACK TO TOP