Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପାଣ୍ଡିଆ ଗାଁରେ ରାତ୍ର ଯାପନ କରି ସକାଳେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରି ନିଆରା ପରିଚୟ ସୃଷ୍ଟିକଲେବିଧାୟକ ପ୍ରତାପ ନାୟକ |

19-Nov-2025

କବି ସୂର୍ଯ୍ୟ ନଗର  ବିଧାୟକ ଙ୍କ ଏକ ନିଆରା ପ୍ରୟାସ, 

         ଓଡିଶା ଜନ ମତ ବ୍ୟୁରୋ, 

ଗାଁ’ରେ ରାତ୍ରି ଯାପନ ସହିତ ଲୋକଙ୍କ ବହୁବିଧ ସମସ୍ୟା ବୁଝିଲେ ଏବଂ ସକାଳେ ପ୍ରଧାନ ମନ୍ତ୍ରୀ ଙ୍କ ସ୍ୱଚ୍ଛ କାର୍ଯ୍ୟକ୍ରମ କରି jପୋଖରୀରେ ସନ୍ତରଣ କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଏପରିଜଣେ ବିଧାୟକ  ସେ ହେଉଛନ୍ତି କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଳକ ର 11ଗୋଟି ପଞ୍ଚାୟତ ର ଯୁବ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ |  ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ପାଣ୍ଡିଆ ଗ୍ରାମରେ ଗତକାଲି ସେଠାରେ ପହଞ୍ଚି ଲୋକଙ୍କ   ସହ ମିଶି ସେମାନଙ୍କ ଗାଁର ଉର୍ନ୍ନତି ସହକଥା ବାର୍ତ୍ତା କରି ଧାନମଣ୍ଡି, ରାସ୍ତା, ପାନୀୟ ଜଳଯୋଗାଣ, ଆଲୋକୀ କରଣ, ପାର୍କ, କୋଠଘର,ପାଠାଗାର ର ପୁନଃରୁଦ୍ଧାର, କଲ୍ୟାଣୀ ମଣ୍ଡପ, ମେଗା ପାଇପ ଯୋଗେ ଜଳସେଚନ, ଶିକ୍ଷକ ପୂରଣ ଓ ଶିକ୍ଷାର ଉର୍ନ୍ନତି କରଣ, ଆବାସ,ରାସନ ସଂଯୋଗୀ କରଣ,ଭତାଉପରେ ଲୋକମାନଙ୍କ ବିଭିନ୍ନ ଦାବି ଉପରେ ମତ ରଖି ତାର ସମାଧାନ ଉପରେ ପ୍ରତିଶୃତି ଦେଇଥିଲେ | ଏବଂ ସେହି ଗାଁରେ  ଥିବା ଭାଗ ବତ ଟୁଙ୍ଗୀ ରେ ବସି ନାମ ସଂକୀର୍ତ୍ତନକରିବା ସହ ରାତ୍ର ରହଣି କରିଥିଲେ | ତେବେ ସକାଳେ ପ୍ରଧାନ ମନ୍ତ୍ରୀ ଙ୍କ ସ୍ୱଛ କାର୍ଯ୍ୟକ୍ରମ ରେ ନିଜେ ସାମିଲ ହେବା ସହ ନେତା କର୍ମୀଙ୍କ ସହ ପାଣ୍ଡିଆ ଗାଁର ବହୁ ରାସ୍ତା ରେ ଥିବା ଅଳିଆ ଆବର୍ଜନା କୁ କାଢି ସଫା କରିଥିଲେ | ତା ସହିତ ଲୋକମାନଙ୍କୁ ସୂଚାଇ ଦେଇଥିଲେ ନିଜେ ସୁସ୍ଥ ରହିବା ସହ ପରିବେଶ ପରିଷ୍କାର, ପରିଛନ୍ନ ସହ ସଫାସୁତୁରା ରଖିଲେ ସମସ୍ତେ ନିରାମୟ ନିରୋଗୀ ଜୀବନ ଯାପନ କରିପାରିବା ବୋଲି | ଏବଂ ସେଠାରୁ ପୋଖରୀ କୁ ଯାଇ ଅନ୍ୟ ମାନଙ୍କ ସହ ଶୀତ ସମୟରେ ସନ୍ତରଣ କରି ନିଜକୁ ସୁସ୍ଥ ରଖିବା ସହିତ ସମାଜକୁ  ସୁସ୍ଥ ରହିବା ପାଇଁ ବ୍ୟାୟାମ କରିବାକୁ ଏକ ବାର୍ତ୍ତା ଦେଇଥିଲେ | ଖାଲି ସେତିକି ନୁହଁ ତାଙ୍କର ଏହି ନିଆରା ଜୀବନ ଶୈଳୀ ସହ ଲୋକଙ୍କ ସହିତ ମିଶି କିଛି କାର୍ଯ୍ୟକ୍ରମ କରିବାରଅଲଗା ପ୍ରୟାସ ଲୋକଙ୍କ ମନରେ ଏକ ଭଲପାଇବା ଓ ସହଯୋଗ କରିବାର ରାସ୍ତା ସୂଚାଇ ଦେଉଥିଲା | ଯୁବ ବିଧାୟକ  ଏହି ଗାଁରେ ନୁହଁ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ପଞ୍ଚାୟତ ରେ ରାତ୍ରି ରହଣି କରି ଲୋକଙ୍କ ସୁଖ, ଦୁଃଖ ରେ ସହାଭାଗିତା ହୋଇ ଏକ ନୂତନ ଉଦାହରଣ ସୃଷ୍ଟି କରିଥିବାର ସବୁଆଡେ ଚର୍ଚ୍ଚା ହେଉଛି | ତାଙ୍କରି ଯଦି ଏହି ପ୍ରୟାସ ଜାରି ରହିବ ତେବେ ଆଗାମୀ ଦିନରେ ସେ ଜଣେ ଓଡ଼ିଶାର ଶ୍ରେଷ୍ଠ ବିଧାୟକ ରୂପେ ପରିଗଣିତ ହୋଇ ପାରିବେ ବୋଲି ରାଜନୀତି ବିଶେଷଜ୍ଞ ମାନଙ୍କ ମତ | ଏହି ଜନ ସମ୍ପର୍କ କାର୍ଯ୍ୟ କ୍ରମରେ ତାଙ୍କ ସହିତ ସାମିଲ ହୋଇଥିବା  ନେତା କର୍ମୀ ମାନେ ହେଲେ ପାଣ୍ଡିଆ ସରପଞ୍ଚ ପ୍ରତିନିଧି  କୈଳାଶ ଚନ୍ଦ୍ର ସେଠୀ, ସମାଜ ସେଵୀ ତଥା ଆଇନ ଯିଵି ସନ୍ତୋଷ କୁମାର ସେଠୀ, ସମିତି ସଭ୍ୟ ସିମାଞ୍ଚଳ ଗୌଡ଼, ନିର୍ବାଚନ ମଣ୍ଡଳୀ  ସଂଯୋଜକ  ଶ୍ରୀକାନ୍ତ ପଣ୍ଡା, ମଣ୍ଡଳ ସଭାପତି ଚନ୍ଦନ ନାୟକ, ବିଧାୟକଙ୍କ ପ୍ରତିନିଧ୍ ତଥା ଭୁତସରସିଂ ସରପଞ୍ଚ ମନୋଜ ଦାଶ, ନୂଆଗାଁ ସମିତି ସଭ୍ୟ ଆଭା ପରିଡା, ବଡ଼ଖରିଡା ସରପଞ୍ଚ ପ୍ରତିନିଧ୍ ରମେଶ ଚନ୍ଦ୍ର ଦଳାଇ, ମୋଡ଼ା ବାଇ ର ସଙ୍ଘଠକ ତଥା ନେତା ଇନ୍ଦ୍ରମଣୀ ସ୍ୱାଇଁ, ମଣ୍ଡଳ ସଭାପତିଙ୍କ ପ୍ରତିନିଧିତ୍ୱ କରୁଥିବା ରାଜୀବ ଲୋଚନବେହେରା, କୋଳିଦାସ ପୁରୁ ର ଜିତେନ୍ଦ୍ର ପରିଡା,  ଙ୍କସହ ସହକୃଷ୍ଣ ବିଷୋୟୀ, ଶ୍ୟାମ ସୁନ୍ଦର ବେହେରା, ଲକ୍ଷ୍ମୀ ପୃଷ୍ଟି,ବିଜୟ ମୁନୀ, ନାରଣ ସେଠୀ, ଭଜରାମ ବେହେରା ଙ୍କ ସହିତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ କର୍ମୀ ଏବଂ ସଂଗଠକ  ବିଧାୟକଙ୍କ ଜନସମ୍ପର୍କ ଯାତ୍ରାରେ ସାମିଲ ହୋଇ ରାତ୍ରିଯାପନ କରିଥିଲେ |

News Comment

You Might Also Like

BACK TO TOP