Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ନିଜ ଜିଲ୍ଲା ଗ୍ରସ୍ତ ସମୟରେ ଲୋକଙ୍କ ଅଭିଯୋଗ ଶୁଣିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |

22-Oct-2025

ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଳାକୁ ଯାଉଥିଲାବେଳେ ରାସ୍ତାରେ ଅଟକି ଲୋକଙ୍କର ଅଭିଯୋଗ ଶୁଣିଲେ  |

        ଓଡିଶା ଜନ ମତ ବ୍ୟୁରୋ,

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ  ଉଦାର ହୃଦୟ, ସେ କାହାରି ଦୁଃଖ ଦେଖି ସାହି ପାରନ୍ତି ନାହିଁ, କିଛିନା କିଛି ସହଯୋଗ କରନ୍ତି | ରାସ୍ତାରେ ପଇଡ଼ ବିକାଳୀ ହେଉ କିମ୍ବା ଛାତ୍ର, ଛାତ୍ରୀ କିମ୍ୱା ଗରିବ ଗୁରୁବା ଙ୍କୁ ଦେଖି | ସେତେବେଳେ ସିଏ ଭାବନ୍ତି ନାହିଁ ଯେ ସିଏ ହେଉଛନ୍ତି ରାଇଜର ମୁଖିଆ ବୋଲି |  ଯେକୌଣସି ସ୍ଥିତି ରେ ଲୋକଙ୍କ ଅସୁବିଧା, ଅଭିଯୋଗ କୁ ଦେଖି ଗାଡି ସେଇଠି ଅଟକାଇ ଦିଅନ୍ତି | ସେହିଭଳି ଆଜି ଏକ ଘଟଣା ଦେଖିବାକୁ ମିଳିଛି ମୁଖ୍ୟମମନ୍ତ୍ରୀ ଙ୍କ ନିଜ ଜିଲ୍ଲା କେଉଁଝର ରେ | 
ଆଜି ନିଜଗାଁ ରାଇକଳାରେ ଗୋବଦ୍ଧନ ପୂଜାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ଦିନିଆ ଗସ୍ତର ୨ୟ ଦିନରେ କେନ୍ଦୁଝର ସର୍କିଟ୍ ହାଉସ୍ ରୁ ଦିନ ୧୦ ଟାରେ ସଡ଼କ ପଥରେ ବାହାରି ବା ସମୟ ରେ ରାସ୍ତାରେ ଅଭିଯୋଗ ନେଇ ଠିଆ ହୋଇଥିବା ଲୋକଙ୍କ ନିକଟରେ ରହି ଅଭିଯୋଗ ଶୁଣିଥ୍ଲେ । ତା’ ପରେ ନିଜଗାଁ ରାଇକଳାରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ସେ ନିଜ ଘରେ ପାରମ୍ପରିକ ଗୋବର୍ଦ୍ଧନ ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ  ରହିଛି । ପୂଜା ଶେଷ ହେବା ପରେ, ମୁଖ୍ୟମନ୍ତ୍ରୀ ରାଇକଳାରୁ ସନ୍ଧ୍ୟା ୬ଟାରେ ଫେରି କେନ୍ଦୁଝରର ବିଭିନ୍ନ କାଳୀପୂଜା ମଣ୍ଡପ   ବୁଲିବାର  କାର୍ଯ୍ୟକ୍ରମ ରହିଛି । ଗତକାଲି ନିଜ ଜନ୍ମ ମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିଥିଲେ କୁଡ଼ୁମୀ ସମ୍ପ୍ରଦାୟର ଗୋଠପୂଜାରେ ମଧ୍ଯ ସାମିଲ୍ ହୋଇଥିଲେ। ଏହାପରେ ସେ ନିଜେ ମାଦଳ ବଜାଇ ଲୋକଙ୍କ ଗହଣରେ ଦୀପାବଳିର ଆନନ୍ଦ ର ମଜା ଉଠାଇଥିଲେ । ଏହି ଅବସରରେ, ସେଠାରେ  ଉପସ୍ଥିତ ଲୋକେ ଆନନ୍ଦରେ ବିଭୋର ହୋଇ ଉଠିଥିଲେ । ତାଙ୍କର ଏହି ମହତ ଗୁଣ ପାଈଁ ପିଲାଠାରୁ ବୁଢ଼ା, ଝିଅଠାରୁ ବୁଢ଼ୀ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି  |

News Comment

You Might Also Like

BACK TO TOP