Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ମୁମ୍ବାଇରେ ଭୟଭହ ଅଗ୍ନିକାଣ୍ଡ ଘଟି 4 ମୃତ, 10 ଆହାତ |

22-Oct-2025

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ, ୧୦ ଗୁରୁତର,

        ଓଡିଶା ଜନ ମତ ବ୍ୟୁରୋ,

 ବେଳେ ବେଳେ କୌଣସି କାରଣରୁ ଯଦି କେଉଁ ଘର, ବଡ଼ ଅଟାଳିକା, ଗୋଦାମ କିମ୍ବା ସହର ବଜାର ରେ ନିଆଁ ଲାଗିଯାଏ ତେବେ ଧନ ଜୀବନ ନଷ୍ଟ ହେବା ସହ ବହୁ ମୂଲ୍ୟବାନ  ଜିନିଷ ପତ୍ର ଆସବାସ ପୋଡି ପାଉଁଶ ହୋଇ ଯାଏ | ତେବେ ମୁମ୍ବାଇ ସହର ର ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ -ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୧୦ମ ମହଲାରେ ଲାଗିଥିଲା । ଘଟଣା ବିଷୟରେ ଖବର ପାଇଁ ନଭି ମୁମ୍ବାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ୫ଟି ଗାଡ଼ି ପଠାଇଛି । ୫ ଘଣ୍ଟା ଚେଷ୍ଟା କରିବା ପରେ -ନିଆଁକୁ ଆୟତ୍ତ କରାଯାଇଛି । ସକାଳ -୬ଟାରେ ନିଆଁକୁ ଆୟତ୍ତ କରାଯାଇଛି । ଖବର ମୁତାବକ, ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେଵରେ ଦୀପାବଳିରାତି ୧୨.୩୦ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ୧୦ମ ମହଲାରେ ନିଆଁ ଲାଗିବା ଯୋଗୁଁ ୪ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ରୁ ୭ ବର୍ଷର ପିଲା ଏବଂ ୮୭ ବର୍ଷୀୟମହିଳା ସାମିଲ ରହିଛନ୍ତି |  ଯେଉଁମାନେଆହତ ହୋଇଛନ୍ତି,ସେମାନ ଙ୍କୁ 
ହସପିଟାଲରେ ଭର୍ତ୍ତି କରାଯାଇଛି । ରାତି ରେ – ନିଆଁ ଲାଗିବାର କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଥିଲା | ୧୦ମ ମହଲାରେ ଲାଗି ୧୧ ଏବଂ ୧୨ ମହଲାକୁ ବ୍ୟାପି ଯାଇଥିଲା ଅଗ୍ନିଶମ ବାହିନୀ ତରଫରୁ ଘଟଣାସ୍ଥଳକୁ ୫ଟି ଦମକଳ ଗାଡି ଓ କର୍ମଚାରୀଙ୍କ ଅକ୍ଲାନ୍ତ ୫ ଘଣ୍ଟା ଚେଷ୍ଟା କରିବା ଫଳରେ ସକାଳ ୬ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ  ସେଥିରୁ ବଂଚିବା ପାଈଁ  କୌଣସି ଲୋକ  ସୁଯୋଗ ପାଇନଥିଲେ । ତେବେ – – ହସପିଟାଲରେ ଆଡମିଟ୍ ହୋଇଥିବା ଆହତଙ୍କ -ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଡାକ୍ତର କହିଛନ୍ତି । ନିଆଁ ଲାଗିବାର କାରଣ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ | ଘଟଣା ସ୍ଥଳରେପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି |  ଏବଂ ଏହି ଘଟଣା ର ପ୍ରକୃତ କାରଣ କଣ ତାହାକୁ ଖୋଜୁଛି । ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଅଞ୍ଚଳ ଏବଂ ମେଡିକାଲ ଯାଇ ଆହତ ଏବଂ ମୃତକ ଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ଦେବାକୁ ଆଶ୍ୱାସନା ଦେଇଛି । ଅଗ୍ନିଶମ ଟିମ୍ ଏବଂ ପୋଲିସପହଞ୍ଚି ସମସ୍ତଙ୍କୁ ସହଯୋଗ କରିଛନ୍ତି |

News Comment

You Might Also Like

BACK TO TOP