Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ପୀତବାସ ହତ୍ୟାକାଣ୍ଡ ରେ ଜଡିତ 12 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବ୍ରହ୍ମପୁର ପୋଲିସ |

22-Oct-2025

ବିଜେପି ନେତା ତଥା ଆଇନଜୀବୀ ପୀତବାସ ହତ୍ୟା ମାମଲା ରେ  12ଜଣ ଗିରଫ,

      ଓଡିଶା ଜନ ମତ ବ୍ୟୁରୋ,

ପୀତବାସ ହତ୍ୟା ଘଟଣା ର 17 ଦିନ ପରେ ଯେଉଁ ସନ୍ଦେହରହିଥିଲା,ଅଜିତାର  ଫର୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ  | ଜନସାଧାରଣ, ସହର ବାସୀ  ଯେଉଁ କଥା ଶୁଣିବା ପାଈଁ ବ୍ୟସ୍ତ, ବିବ୍ରତ ହୋଇ ପଡ଼ିଥିଲେ, ସେମାନଙ୍କ ମନରେ ସନ୍ଦେହ ଉଙ୍କି ମାରୁଥିଲା କେଉଁମାନେ ସମ୍ପୃକ୍ତ ଅଛନ୍ତି ପୀତବାସ ଙ୍କ ହତ୍ୟା  ଘଟଣା ରେ | ବାହାର ରାଜ୍ୟର ସୁପର କୀଲାରୀ ନା ଓଡିଶା ରାଜ୍ୟର ନାଁ ଆମ ଜିଲ୍ଲା ଗଞ୍ଜାମ ର, ତେବେ ସବୁ କଳ୍ପନା ଜଳ୍ପନା ର ପ୍ରାୟ ଅନ୍ତ ଘଟାଇ ୧୨ ଜଣକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ , ତେବେ ତଦନ୍ତ ଚାଲିଛି ଯଦି ଆଉକିଏ ଅଛି ତେବେ ସେମାନଙ୍କ ବିରୁଦ୍ଧରେମଧ୍ୟ କାର୍ଯ୍ୟନୁଷ୍ଠା ନିଆଯିବ ବୋଲି ବ୍ରହ୍ମପୁର ଏସପି ଏମ ଶ୍ରବଣ ବିବେକ ସୂଚନା ଦେଇଛନ୍ତି  | ତେବେ ଆଗରୁ ଅଟକ ଥିବା କିଛି ବ୍ୟକ୍ତି ଓ ଗତକାଲି  କିଛି ବ୍ୟକ୍ରି ମିଶି ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ | ସେଇଗିରଫ ଅଭିଯୁକ୍ତମାନେ ହେଲେ ସୁଟର୍ ଚିଣ୍ଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ,ମଦନ ଦଳାଇ ,ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ ,ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ ,ସିସପାସ ୱାନ ଓ କୁନ୍ଦନ ପାସ ୱାନ ଏହି 12 ଜଣ ବ୍ୟକ୍ତି, ପୀତବାସ ହତ୍ୟା କାଣ୍ଡ ରେ ସମ୍ପୃକ୍ରି ଥିବାର ପୋଲିସ କହିଛି | ତେବେ ଲୋକଙ୍କ ମନରେ ଯେଉଁ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି ହୋଇ ଥିଲା  ତାହା ପ୍ରାୟ  ଶେଷ ଭାଗ  ରେ ପହଞ୍ଚି ସାରିଛି |  ତେବେ ଏମାନଙ୍କୁ କୋର୍ଟ କେବେ କେଉଁ ସଜ୍ଜା ଦେଉଛି ତାହାକୁ ଦେଖିବାକୁ ଲୋକଙ୍କ ଉତ୍କଣ୍ଠା ଲାଗି ରହିଛି | ସମସ୍ତ ଙ୍କ ବିଶ୍ୱାସ ଦୋଷୀଙ୍କୁ ଉପଯୁକ୍ତ ଦୃଷ୍ଟାନ୍ତ ମୂଳକ ଦଣ୍ଡ ମିଳିଵତ, ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ବାଚୀ ସୃଷ୍ଟି କରିଛି  | ତେବେ ବିଜେଡି ଗଞ୍ଜାମ ଜିଲ୍ଲା  ସଭାପତି ବିକ୍ରମ କୁମାର ପଣ୍ଡାଙ୍କୁ ଆରେଷ୍ଟ କରାଯାଇ ଥିବାରୁ ତାଙ୍କର ସମର୍ଥକ ମାନେ  କିଛି ଭିକ୍ଷଭୋ କରିପାରନ୍ତି ଭାବି ବ୍ରହ୍ମପୁର ସହର ର ଅଧିକାଂଶ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରା ଯାଇଛି | ଏହି ଘଟଣା ପରେ ପୀତବାସ ଙ୍କ ପରିବାର ଲୋକଙ୍କ କହିବା କଥା ଯାହାକଲେ ତ ଆଉ ପୀତବାସ ଫେରିବେ ନାହିଁ, ତେଣୁ ଦୋଷୀ ମାନଙ୍କୁ ଫାଶୀଦଣ୍ଡ ଦେଲେ ହୁଏତ ତାଙ୍କର ଆତ୍ମା ଟିକେ ଶାନ୍ତି ପାଇବ ବୋଧେ |

News Comment

You Might Also Like

BACK TO TOP