Breaking News

ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||     

ତାରାତାରିଣୀ ଛକ ଠାରୁ ମନ୍ଦିରକୁ ଯିବା ପୂର୍ତ୍ତ ବିଭାଗ ରାସ୍ତାର ଶିଳ୍ପ ତାଲିମ କେନ୍ଦ୍ରସମ୍ମୁଖ ରେ ବିରାଟ ଗର୍ତ୍ତ, ଲୋକେ ଭୟଭୀତ |

11-Oct-2025

ତାରା ତାରିଣୀ ଛକ ଇଲେକ୍ଟ୍ରି ଅଫିସ  ପାଖ ରାସ୍ତାରେ ବିରାଟ ଗର୍ତ୍ତ,
(ଗାଡି ଚାଳକ ଭୟଭୀତ , ପ୍ରତିକାର କେବେ ???

          ଓଡିଶା ଜନ ମତ ବ୍ୟୁରୋ,

ତାରା ତାରିଣୀ ଛକ ଠାରୁ ମନ୍ଦିର କୁ ଆସିବା ରାସ୍ତାରେ   ଇଲେକ୍ଟ୍ରି ଛକ ଓ ଆଇ ଟି ଆଇ କେନ୍ଦ୍ର ସମ୍ମୁଖ ରେ ପୂର୍ତ୍ତ ବିଭାଗ ରାସ୍ତାରେ ଏକ ବିରାଟ ଗର୍ତ୍ତ  ହୋଇଛି | ଯାହାକି ଗାଡି ଚାଳକ, ବାଇକ ଚାଳକ ଓ ପଶୁ ମାନଙ୍କ ପାଈଁ  ଭୟ ର କାରଣ ହୋଇଛି | ସେହି ରାସ୍ତା ଦେଇ ପ୍ରତେକ ସମୟରେ ଯାତ୍ରୀ ମାନେ ଦୁଇ ଚକିଆ, ଚାରି ଚକିଆ ଗାଡି ଧରି ମନ୍ଦିର କୁ ଯିବା ଆସିବା କରୁଛନ୍ତି | ଏବଂ ଛତ୍ରପୁର ଠାରୁ ତାରା ତାରିଣୀ ଛକ ଦେଇ ହିଞ୍ଜିଳି କାଟୁ  ପର୍ଯ୍ୟନ୍ତ  ଟ୍ରେକର, ଟାଟା ମେଜିକ ଓ ଟ୍ରକ ସହିତ ବସ ମଧ୍ୟ ଚଳ, ପ୍ରଚଳ କରୁଛି | ଏବଂ ଶିଳ୍ପ କେନ୍ଦ୍ର,  ସରକାରୀ ପ୍ରାଇମେରୀ ସ୍କୁଲ, ତନଭି ପବ୍ଲିକ ସ୍କୁଲ ଓବିଦ୍ୟୁତ ବିଭାଗ କୁ ବହୁତ ଲୋକ ସେମାନଙ୍କ ବିଲ ପୈଠ ସହ ଅନ୍ୟାନ୍ୟ କାର୍ଯ୍ୟ ପାଈଁ ଯାତାୟାତ କରିଥାନ୍ତି | ତେଣୁ କେଉଁମୁହୂର୍ତ୍ତ ରେ ସେହି ଗର୍ତ୍ତ ରେ ଚକା ଖସିଯିବ , ଦୁର୍ଘଟଣା ନୁହେଁତ ଯମ ପୂରକୁ ଟିକଟ କାଟିବ ନଚେତ ମେଡିକାଲ ରେ ପଡି ଛଟ ପଟ ହେବ ଅବା ଗାଡି, ଚାଳକ ସହିତ ଜନ ସାଧାରଣ ଙ୍କ କଣ ଅବସ୍ଥା ହେବ, ତାହା କିଏ କହିବ | ହେଲେ ଏଯାଉପରେ ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି ମନ୍ଦିର କର୍ତ୍ତୃପକ୍ଷ, ପଞ୍ଚାୟତ ଜନ ପ୍ରତିନିଧି କାହାର ଦୃଷ୍ଟି ଗୋଚର ହେଉନାହିଁ | ତେଣୁ ଗଞ୍ଜାମ ଜିଲ୍ଲା ପାଳ ଏହାଉପରେ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବାକୁ ଜନ ସାଧରଣ ଦାବି କରିଛନ୍ତି |

News Comment

You Might Also Like

BACK TO TOP