Breaking
News
Breaking
News
11-Oct-2025
ବୁଡି ଯାଉଥିବା ଯୁବକ କୁ ଉଦ୍ଧାର କରିଲେ ଦୁଇ ଗୃହରକ୍ଷୀ
ଓଡିଶା ଜନ ମତ,କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର,
ଗୋପାଳପୁର ସମୁଦ୍ର କୁଳରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ ଜଣେ ଯୁବକ। ଯୁବକ ଜଣକ ଖୋର୍ଦ୍ଧା ମୁକୁନ୍ଦ ସାହିର ସତ୍ୟ ସାମନ୍ତ ରାୟ ବୋଲି ଜଣାପଡିଛି। ଏତିକି ବେଳେ କର୍ତ୍ତବ୍ୟରତ ଗୋପାଳପୁର ଥାନା ର ଜି ଚିଟିବାବୁ ଓ ଜି କାଳି ଶଙ୍କର ନାମକ ଦୁଇ ଗୃହରକ୍ଷୀ ସମୁଦ୍ର କୁ ଲମ୍ପ ମାରି ଭାସି ଯାଉଥିବା ଯୁବକ କୁ ଉଦ୍ଧାର କରିଥିଲେ ଓ ବର୍ତ୍ତମାନ ଯୁବକ ର ପରିସ୍ଥିତି ଭଲ ଥିବା ଜଣାପଡିଛି।
BACK TO TOP